"ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୫ କ ଧାଡ଼ି:
| known_for =
}}
'''ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ''' (୨୬ ଅଗଷ୍ଟ ୧୮୯୧ - ୨ ଫେବୃଆରୀ ୧୯୬୦) ଜଣେ [[ହିନ୍ଦୀ]] ଲେଖକ ଥିଲେ ।<ref name="Chaturvedi2010">{{cite book|author=Prof. R. P. Chaturvedi|title=Great Personalities|url=https://books.google.com/books?id=UBSlBQAAQBAJ&pg=PT92|date=September 2010|publisher=Upkar Prakashan|isbn=978-81-7482-061-7|pages=92–}}</ref> ସେ ଅନେକ ଐତିହାସିକ କାହାଣୀ ଲେଖିଥିଲେ । ସେଥିମଧ୍ୟରେ ''ବୈଶାଳୀ କି ନଗରବଧୁ'' ( ୧୯୪୮ )<ref name="Chatursen1957">{{cite book|author=Achrya Chatursen|title=Vaishali Ki Nagarvadhu|url=https://books.google.com/books?id=RjtVHAAACAAJ|year=1957|publisher=Hind Pocket Books|isbn=978-81-216-0898-5}}</ref>, ''ବୟମ ରକ୍ଷମଃ'' ( ୧୯୫୧ ), ''ସୋମନାଥ'' ( ୧୯୫୪ ) ଓ ''ଧରମପୁତ୍ର'' ( ୧୯୬୧ ) ଅନ୍ତର୍ଭୁକ୍ତ । ବୈଶାଳୀ କି ନଗରବଧୁ ଓ ଧରମପୁତ୍ର ପୁସ୍ତକକୁ ନେଇ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି ।<ref>{{Cite news|url=http://www.hindu.com/mp/2010/02/06/stories/2010020652121100.htm|title=Blast From The Past: Dharmputra 1961|date=6 February 2010|work=[[The Hindu]]}}</ref>
 
== ଜୀବନୀ ==
୨୪ କ ଧାଡ଼ି:
ଶିକ୍ଷା ସମାପ୍ତ କରିବା ପରେ ସେ [[ଦିଲ୍ଲୀ]] ଆସି ଆୟୁର୍ବେଦ ଚିକିତ୍ସକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଦିଲ୍ଲୀରେ ନିଜର ଆୟୁର୍ବେଦିକ ଡିସପେନସାରୀ ଖୋଲିଥିଲେ କିନ୍ତୁ ଏହା ଭଲ ନଚାଲିବାରୁ ତାଙ୍କୁ ଏହାକୁ ବନ୍ଦ କରିବାକୁ ପଡିଥିଲା । ଏହାପରେ ସେ ଜଣେ ଧନୀ ବ୍ୟକ୍ତିଙ୍କ ଚାରିଟେବୁଲ ଡିସପେନସାରିରେ ମାସିକ ୨୫ଟଙ୍କା ବେତନରେ ଯୋଗ ଦେଇଥିଲେ । ପରେ ୧୯୧୭ ମସିହାରେ ସେ ଲାହୋରର ଡିଏଭି କଲେଜରେ ଆୟୁର୍ବେଦର ବରିଷ୍ଠ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ଡିଏଭି କଲେଜରେ ପରିଚାଳନା କର୍ତ୍ତୁପକ୍ଷଙ୍କଦ୍ୱାରା ଅପମାନିତ ହୋଇ, ସେ ଇସ୍ତଫା ଦେଇ [[ଆଜମେର|ଅଜମେରକୁ]] ଚାଲି ଯାଇଥିଲେ । ସେଠାରେ ସେ ତାଙ୍କ ଶ୍ୱଶୁରଙ୍କୁ ତାଙ୍କ ଡିସପେନସାରିରେ ସାହାଯ୍ୟ କରିଥିଲେ । ଏହି ଡିସପେନସାରିରେ କାର୍ଯ୍ୟ କରି ସେ ଲେଖାଲେଖି ଆରମ୍ଭ କରିଥିଲେ ଏବଂ ଖୁବ୍ ଶୀଘ୍ର ଜଣେ ସାହିତ୍ୟିକ ହିସାବରେ ଲୋକାଦୃତି ପାଇ ଥିଲେ ।
 
ତାଙ୍କର ପ୍ରଥମ ଉପନ୍ୟାସ <nowiki>''</nowiki>ହୃଦୟ କି ପରଖ<nowiki>''</nowiki> ୧୯୧୮ରେ ପ୍ରକାଶିତ ହୋଇଥିଲା । ୧୯୨୧ରେ ତାଙ୍କର ଦ୍ୱିତୀୟ ପୁସ୍ତକ <nowiki>''</nowiki>ସତ୍ୟାଗ୍ରହ ଓ ଅସହଯୋଗ<nowiki>''</nowiki> ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ବିଚାରର ପରିପନ୍ଥୀ ଥିଲା । ଏହି ପୁସ୍ତକଟି ଚତୁରସେନଙ୍କୁ ଲୋକାଦୃତି ଆଣି ଦେଇଥିଲା ଓ ଏହା ପରେ ସେ ଅନେକ ଐତିହାସିକ ଉପନ୍ୟାସ, ଗଳ୍ପ ଓ ଆୟୁର୍ବେଦ ପୁସ୍ତକ ଲେଖିଥିଲେ ।
 
ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ ୧୯୬୦ ମସିହା ଫେବୃଆରୀ ୨ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
 
== ବୃତ୍ତି ==
ତାଙ୍କର ପୁସ୍ତକଗୁଡ଼ିକ ପ୍ରାଚୀନ କାଳର ଏକ ଆଦର୍ଶବାଦୀ ଦୃଶ୍ୟ ଉପସ୍ଥାପନ କରନ୍ତି । ଏହା ତାଙ୍କର ପୁସ୍ତକ <nowiki>''</nowiki>ପୂର୍ଣ୍ଣାହୁତିରେ<nowiki>''</nowiki> ସ୍ପଷ୍ଟ ଭାବରେ ଦେଖାଯାଏ । ଏହି ପୁସ୍ତକରେ [[ପୃଥ୍ୱୀରାଜ ଚୌହାନ]]<nowiki/>ଙ୍କ ଜୀବନ ଓ ସେ ଲଢିଥିବା ଯୁଦ୍ଧସବୁକୁ ଏକ ଆଦର୍ଶବାଦୀ ଦୃଷ୍ଟିଭଙ୍ଗୀ ସହ ପରିବେଷଣ କରାଯାଇଛି । ତାଙ୍କ ପୁସ୍ତକ ବୈଶାଳୀ କି ନଗରବଧୁ ପ୍ରାରମ୍ଭରେ ସେ ଘୋଷଣା କରିଥିଲେ ଯେ ଏହା ତାଙ୍କର ପ୍ରଥମ ପୁସ୍ତକ ଏବଂ ଏହା ପୂର୍ବରୁ ଥିବା ପୁସ୍ତକଗୁଡ଼ିକ ମୂଲ୍ୟହୀନ ।
 
ସେ ଭାରତର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ [[ଜବାହରଲାଲ ନେହେରୁ|ଜବାହରଲାଲ ନେହେରୁଙ୍କ]] ବନ୍ଧୁ ଥିଲେ, କିନ୍ତୁ ନେହେରୁଙ୍କ ଧର୍ମନିରପେକ୍ଷ ଭାରତର ପ୍ରସ୍ତାବକୁ ସେ ବିରୋଧ କରିଥିଲେ । [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] କ୍ଷମତାକୁ ଆସିବା ପରେ ନେହେରୁ ଆଚାର୍ଯ୍ୟ ଚତୁରସେନଙ୍କୁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ ଏବଂ ତାଙ୍କ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ ।
୩୮ କ ଧାଡ଼ି:
ତାଙ୍କର ପ୍ରମୁଖ ପୁସ୍ତକ ମଧ୍ୟରେ :
 
* ବୈଶାଳୀ କି ନଗରବଧୁ ( ୧୯୪୮ ) {{ISBN|81-7028-282-9}} - ଐତିହାସିକ ବ୍ୟକ୍ତିତ୍ୱ ଆମ୍ରପଲି ଉପରେ ଆଧାରିତ
* ବୟମ ରକ୍ଷାମଃ - ରାବଣର ଚରିତ୍ର ଜୀବନ ଉପରେ ଆଧାରିତ (ରାମାୟଣରୁ)
* ସାହୟଦ୍ରି କି ଚଟ୍ଟାଣେ - [[ଶିବାଜୀ|ଶିବାଜୀଙ୍କ]] ସମୟ ଏବଂ ଜୀବନ ଉପରେ ଆଧାରିତ
୫୩ କ ଧାଡ଼ି:
* ନିରୋଗ ଜୀବନ
* ଇଦୋ - ଦ୍ୱିତୀୟ ବିଶ୍ୱଯୁଦ୍ଧର ଘଟଣା ଉପରେ ଆଧାରିତ
* ହିନ୍ଦୀ ଭାଷା ଔର ସାହିତ୍ୟ କା ଇତିହାସ ( ୧୯୪୬ ) - [[ହିନ୍ଦୀ|ହିନ୍ଦୀ ଭାଷାର]] ଏକ ଇତିହାସ ଏବଂ ଏହାର ସାହିତ୍ୟ
* ହୃଦୟ କି ପରଖ ( ୧୯୧୮ )
* ସତ୍ୟଗ୍ରହ ଔର ଅସହଯୋଗ ( ୧୯୨୧ ) - ନାଗରିକ ପ୍ରତିରୋଧ ଏବଂ ଅସହଯୋଗ ବିଷୟରେ
 
== ଆଧାର ==