"ସଲିଲ ମିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୯ କ ଧାଡ଼ି:
 
== ଅଭିନୟ ଜୀବନ ==
ସଲିଲ ମିତ୍ର ୧୯୯୯ ମସିହାରେ [[ଓଡ଼ିଆ କଥାଚିତ୍ର ଜଗତ]]<nowiki/>ରେ ଅଭିନୟ କରିବା ଆରମ୍ଭ କରିଥିଲେ ।<ref>{{Cite web|url=http://www.prameyanews.com/odia-cine-star-salil-mitra-passes-away/|title=Odia cine star Salil Mitra passes away|last=|first=|date=2019-06-04|website=prameyanews.com|language=en-US|archive-url=http://www.webcitation.org/78sp6NzQ2|archive-date=2019-06-04|dead-url-status=nolive|access-date=2019-06-04}}</ref> ତାଙ୍କ ଅଭନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା [[ପୁଅ ଭାଙ୍ଗିଦେଲା ସୁନା ସଂସାର]] । ଏହାପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ମଞ୍ଚ ନାଟକ ଆଦିରେ ଅଭିନୟ କରିଥିଲେ । ଏଥି ସହ ସେ କିଛି ଓଡ଼ିଆ ଆଧୁନିକ ଆଲ୍‌ବମ୍ ଓ ଭଜନ ଆଦିରେ ଅଭିନୟ କରିଥିଲେ ।
 
ତାଙ୍କ ଅଭିନୀତ କିଛି ଓଡ଼ିଆ କଥାଚିତ୍ରଗୁଡ଼ିକ ହେଲା; ରହିଚି ରହିବି ତୋରି ପାଇଁ, ସାଥିରେ, ଅର୍ଜୁନ, ରକତେ ଲେଖିଚି ନାଁ, କାଳୀ ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ, ଛାତି ଚିରିଦେଲେ ତୁ, ଆକାଶେ କି ରଙ୍ଗ ଲାଗିଲା, ଶୁଭ ବିବାହ, ତୁ ମୋ ଆଖିର ତାରା, ଓମ୍ ନମଃ ଶିବାୟ, ହିରୋ, ବାଳୁଙ୍ଗା ଟୋକା, କେବେ ତୁମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ମେଟ୍ରିକ ଫେଲ, ଇଡିଅଟ, ଗଞ୍ଜା ଲଢ଼େଇ, ଲଭ୍ ମାଷ୍ଟର, ଚଉକା ଛକା, ସମଥିଙ୍ଗ୍ ସମଥିଙ୍ଗ୍ ୨, ଗପ ହେଲେ ବି ସତ, ଲଭ୍ ଷ୍ଟେସନ, ଅଗସ୍ତ୍ୟ, ସିଷ୍ଟର ଶ୍ରୀଦେବୀ ।
୧୭୮ କ ଧାଡ଼ି:
 
 
ସଲିଲ ମିତ୍ର ୨୦୧୯ ମସିହାର ଜୁନ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref>{{Cite web|url=https://odishatv.in/entertainment/ollywood-actor-comedian-salil-mitra-no-more-375630|title=Ollywood actor-comedian Salil Mitra no more|last=|first=|date=|website=odishatv.in|language=en-US|archive-url=http://www.webcitation.org/78sol5gOU|archive-date=2019-06-04|dead-url-status=nolive|access-date=2019-06-04}}</ref> ୧୨ ମଇ ୨୦୧୯ରେ ସେ [[କେନ୍ଦୁଝର]]<nowiki/>ରୁ ଏକ ସୁଟିଂ ସାରି ଫେରୁଥିବାବେଳେ [[ଘଟଗାଁ]] କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।<ref>{{Cite web|url=http://www.samajalive.in/salil-mitra/81391.html|title=ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର|last=Bureau|first=Samajalive|date=2019-05-12|website=Samaja Live|language=en-US|archive-url=http://www.webcitation.org/78spaTpKY|archive-date=2019-06-04|dead-url-status=nolive|access-date=2019-06-04}}</ref> ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନାରେ ଏବଂ ପରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|କଟକ ବଡ଼ ମେଡିକାଲ]]<nowiki/>ରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଛାତିରେ ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ [[ଭୁବନେଶ୍ୱର]]<nowiki/>ର କିମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୪ ଜୁନ ୨୦୧୯ର ରାତି ୧୨ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଛାତିର ପଞ୍ଜରା ହାଡ଼ ଦବିଯାଇ [[ହୃତ୍‌ପିଣ୍ଡ]] ପାଖରେ ଲାଗିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରମାନେ ମତ ଦେଇଥିଲେ ।<ref>{{Cite web|url=http://www.pragativadi.com/popular-odia-comedian-salil-mitra-injured-in-road-mishap/|title=Popular Odia comedian Salil Mitra injured in road mishap|last=|first=|date=2019-05-12|website=Pragativadi: Leading Odia Dailly|language=en-US|archive-url=http://www.webcitation.org/78sp1OmpI|archive-date=2019-06-04|dead-url-status=nolive|access-date=2019-06-04}}</ref> ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା <ref>{{Cite web|url=https://odishasuntimes.com/odisha-actor-salil-mitra-passes-away/|title=Odisha actor Salil Mitra passes away {{!}} OdishaSunTimes.com|last=Bureau|first=Odisha Sun Times|date=|website=|language=en-US|archive-url=http://www.webcitation.org/78sp26IHB|archive-date=2019-06-04|dead-url-status=nolive|access-date=2019-06-04}}</ref>
 
== ଆଧାର ==