"ପବିତ୍ର ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୫ କ ଧାଡ଼ି:
|notable works= ଗପର ମୁହଁ
| occupation = ଅଧ୍ୟାପନା
| spouse = ସୁଚିତ୍ରା ପାଣିଗ୍ରାହୀ
| partner =
| children = ସୌମ୍ୟଶ୍ରୀ ପାଣିଗ୍ରାହୀ, ସତ୍ୟଶ୍ରୀ ପାଣିଗ୍ରାହୀ
 
}}
'''ପବିତ୍ର ପାଣିଗ୍ରାହୀ''' ( ଜନ୍ମ : ୫ ଜୁନ ୧୯୬୩), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖକ ।<ref name="Patnaik2015">{{cite book|author=Auro Varat Patnaik|title=Beauty Beyond Beauty|url=https://books.google.com/books?id=cbh4CgAAQBAJ&pg=PA15|date=2 February 2015|publisher=timepass|isbn=978-81-908537-3-6|pages=15–}}</ref> ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି [[ଓଡ଼ିଆ ସାହିତ୍ୟ]]ର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜଣେ ଇତିହାସ ଅଧ୍ୟାପକ ।
 
ପବିତ୍ର ୧୯୬୩ ମସିହାରେ [[ଭଦ୍ରକ ଜିଲ୍ଲା]]ର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ଭଦ୍ରକ କଲେଜରେ ଆଇଏ ପଢୁଥିବା ସମୟରେ ତାଙ୍କର ପ୍ରଥମ ଗପ 'ଅନ୍ଧାରର ଅନ୍ଧ ମନ', କଲେଜ ପତ୍ରିକା 'ପଲ୍ଲୀ ଭାରତୀ'ରେ ପ୍ରକାଶ ପାଇଥିଲା । [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରେ ପଢୁଥିବା ସମୟରେ ତାଙ୍କର ସାହିତ୍ୟ ସର୍ଜନା ଅଧିକ ମୁଖରିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ପତ୍ରିକା 'ବାଣୀ ବିକାଶ'ର ସେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ।<ref>{{cite news |title=କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |url=https://samajaepaper.in/imageview_27_117202003050117_4_71_11-07-2020_17_i_1_sf.html |accessdate=11 July 2020 |issue=ସମାଜ ୧୧/୦୭/୨୦୨୦ ଉତ୍ତର ଓଡ଼ିଶା ସଂସ୍କରଣ ପୃଷ୍ଠା ୭ |publisher=ସମାଜ}}</ref> ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି [[ଓଡ଼ିଆ ସାହିତ୍ୟ]]ର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦନାସମ୍ପାଦାନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ''ପ୍ରେମିକର ଦଶାବତାର'' ମଧ୍ୟ ପ୍ରକାଶ କରିଥିଲେ । ''ବସନ୍ତ ମୁଦୁଲୀ ସ୍ମୃତି ସଂସଦ'' ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।<ref>http://www.thehindu.com/todays-paper/tp-national/tp-otherstates/Basant-Mudulis-poetry-celebrated/article15906917.ece</ref>
 
== ରଚନାବଳୀ ==
ପବିତ୍ରଙ୍କର ସମୁଦାୟ ୩୩ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥି ମଧ୍ୟରୁ ୮ଟି ଶିଶୁ ସାହିତ୍ୟ ଓ ୮ଟି କବିତା ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କ ସମ୍ପାଦନାରେ ୬ଟି ଗଳ୍ପ, ୫ଟି କବିତା ଓ ୩ଟି ଅନୁଦିତ ପୁସ୍ତକ ପ୍ରକାଶିତ ହୋଇଛି ।
 
== ରଚନାବଳି ==
=== ଉପନ୍ୟାସ ===
* ଡଅଁର