"ପବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
File
 
୧ କ ଧାଡ଼ି:
{{ଛୋଟ|Wind}}
[[File:Cherry tree moving in the wind 1.gif|thumb|ଚେରି ବୃକ୍ଷ ପବନ ବୋହିବା ଯୋଗୁ ୨୨ମି/ସେକଣ୍ଡ ବା ସେକେଣ୍ଡ ପ୍ରତି ୪୯ମାଇଲ ବେଗରେ ହଲୁଛି ।]]
[[ଫାଇଲ:Pieter_Kluyver_-_Boom_in_stormwind.jpg|thumb]]
ବାୟୁ ଓ ତା ମଧ୍ୟରେ ଥିବା ଗ୍ୟାସର ([[:en:gas|gas]]es) ଅଧିକ ପରିମାଣର ପ୍ରବାହକୁ '''ପବନ''' କୁହାଯାଏ । ପୃଥିବୀର ଭୁପୃଷ୍ଠରେ ପବନ ବୋହିବା ଅର୍ଥ ବାୟୁର ଅଧିକ ପରିମାଣର ଚଳନ‌କୁ ବୁଝାଏ । ଅନ୍ତରୀକ୍ଷରେ ([[:en:outer space|outer space]]) ସୋଲାର ପବନ ଅର୍ଥ ଗ୍ୟାସ ବା ସୂର୍ଯ୍ୟରୁ ଆସୁଥିବା ଚାର୍ଜ ହୋଇଥିବା କଣିକା, ପ୍ଲାନେଟାରୀ ପବନ ଅର୍ଥ ଗ୍ରହର ବାୟୁମଣ୍ଡଳରୁ ହାଲୁକା ରାସାୟନିକ ଏଲିମେଣ୍ଟର ଅନ୍ତରୀକ୍ଷକୁ ପ୍ରବାହ । ପବନର ସ୍ପାସିଆଲ ସ୍କେଲ ([[:en:scale (spatial)|spatial scale]]), ବେଗ, ତାକୁ ସୃଷ୍ଟିକରୁଥିବା ବଳ, ସୃଷ୍ଟିର ସ୍ଥାନ ଓ ପ୍ରଭାବ ଇତ୍ୟାଦିକୁ ନେଇ ପବନର ବର୍ଗୀକରଣ କରାଯାଏ । [[ସୌର ମଣ୍ଡଳ]]ରେ ନେପଚ୍ୟୁନ ([[:en:Neptune|Neptune]]) ଓ ଶନି ([[:en:Saturn|Saturn]]) ଗ୍ରହରେ ସର୍ବାଧିକ ଜୋରରେ ପବନ ପ୍ରବାହିତ ହୁଏ । ପବନ ବୋହୁଥିଲେ ତାହାର ଭେଲୋସିଟି ପବନ ବେଗ ([[:en:velocity|velocity]] ([[:en:wind speed|wind speed]])), ସେଥିରେ ଥିବା ଗ୍ୟାସମାନଙ୍କର ଘନତ୍ୱ ଓ ପବନର ଶକ୍ତି ([[:en:wind energy|wind energy]]) ପରିମାଣ ହିସାବକୁ ଆସେ । ପବନ ମାଧମରେ ମଞ୍ଜି ଓ ଛୋଟ ପକ୍ଷୀମାନେ ହଜାର ହଜାର ମାଇଲ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାଅନ୍ତି ।
 
"https://or.wikipedia.org/wiki/ପବନ"ରୁ ଅଣାଯାଇଅଛି