"ବିଷ୍ଣୁ ଚରଣ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୮ କ ଧାଡ଼ି:
 
 
 
'''ବିଷ୍ଣୁ ଚରଣ ଦାସ''' (ଜନ୍ମ: {{Birth date|1954|10|09}} - ଜୁଲାଇ ୬, ୨୦୨୦) ଜଣେ ଭାରତୀୟ ରାଜନେତା ଥିଲେ । ସେ [[ବିଜୁ ଜନତା ଦଳ]]ର ପ୍ରାର୍ଥୀ ଭାବରେ ଓଡ଼ିଶାରୁ [[ରାଜ୍ୟ ସଭା]]କୁ ଓ [[ଜଗତସିଂହପୁର ନିର୍ବାଚନ ମଣ୍ଡଳୀ]]ରୁ [[ଓଡ଼ିଶା ବିଧାନ ସଭା]]କୁ ନିର୍ବାଚିତ ହୋଇଛନ୍ତିହୋଇଥିଲେ
 
୨୦୧୬ ମସିହାରେ ରାଜ୍ୟ ସଭା ପାଇଁ ଓଡ଼ିଶାରୁ ପୁନଃନିର୍ବାଚନରେ ଶ୍ରୀ ଦାସ ନିର୍ବାଚନ ଲଢ଼ିଥିଲେ ଓ ବିନାପ୍ରତିଦ୍ୱନ୍ଦୀତାରେ [[ପ୍ରସନ୍ନ ଆଚାର୍ଯ୍ୟ]] ଓ [[ଏନ୍. ଭାସ୍କର ରାଓ]]ଙ୍କ ସ‌ହ ନିର୍ବାଚିତ ହୋଇଥିଲେ ।<ref>http://timesofindia.indiatimes.com/city/delhi/26-Rajya-Sabha-members-elected-unopposed-in-six-states-Roundup/articleshow/52577769.cms</ref> ସେ ୨୦୧୭ ମସିହାରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହେବାପରେ ୨୧ ମାର୍ଚ୍ଚ ୨୦୧୭ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ ।<ref>{{cite web |title=Bishnu Charan Das resigns as Rajya Sabha MP |url=http://indianexpress.com/article/india/bishnu-charan-das-resigns-as-rajya-sabha-mp/}}</ref>
 
== ମୃତ୍ୟୁ ==
ବିଷ୍ଣୁ ଦାସ ୨୦୨୦ ମସିହାର ଜୁଲାଇ ମାସ ୬ ତାରିଖରେ ମୃତ୍ୟବରଣ କରିଥିଲେ ।<ref>{{cite news |title=ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ {{!}} Sambad |url=https://sambad.in/state/bishnu-das-is-no-more-537329/ |accessdate=6 July 2020 |work=ସମ୍ବାଦ |publisher=sambad.in |date=6 July 2020}}</ref> ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।
 
==ଆଧାର==