"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୦୫ କ ଧାଡ଼ି:
କୋଭିଡ-୧୯ ପାଣ୍ଡେମିକର ଲକଡାଉନ ସମୟରେ [[ଭାରତ]]ରେ ମଦ ନ ମିଳିବା ଯୋଗୁ [[ଆତ୍ମହତ୍ୟା]] ହେଉଥିବା ଖବର ଆସୁଛି । <ref>{{cite news |title=Two tipplers in Kerala commit suicide upset at not getting liquor during COVID-19 lockdown |url=https://www.newindianexpress.com/states/kerala/2020/mar/29/two-tipplers-in-kerala-commit-suicide-upset-at-not-getting-liquor-during-covid-19-lockdown-2123056.html |work=The New Indian Express |access-date=29 March 2020 |archive-url=https://web.archive.org/web/20200329150106/https://www.newindianexpress.com/states/kerala/2020/mar/29/two-tipplers-in-kerala-commit-suicide-upset-at-not-getting-liquor-during-covid-19-lockdown-2123056.html |archive-date=29 March 2020 |url-status=live }}</ref>
 
== ପରବର୍ତ୍ତୀ ମାନସିକ ଯତ୍ନ ==
ଏହି ପାଣ୍ଡେମିକ ସମାପ୍ତ ହେଲେ ବା ସ୍ଥିର ହୋଇଗଲେ ସମୟ ବାହାର କରି ଏହି ଘଟଣାରୁ ଯେଉଁ ଶିକ୍ଷା ମିଳିଲା ତାହା ଜନସାଧାରଣଙ୍କ ଅନୁଭୂତି, ଚିକିତ୍ସକମାନଙ୍କର ଅନୁଭୂତି ଇତ୍ୟାଦି ବିଚାରକୁ ନେଇ ପରବର୍ତ୍ତୀ ସମୟରେ ଏଭଳି କିଛି ହେଲେ ତୁରନ୍ତ କାର୍ଯ୍ୟକ୍ରମ ଚାଲୁ କରିବାକୁ ଏକ ଖସଡ଼ା ପ୍ରସ୍ତୁତ କରିବାକୁ ପଡ଼ିବ । ମାନସିକ ଚାପ ଓ ଅସୁସ୍ଥାତ କମ୍‌ କରିବା ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ଓ ଯତ୍ନ ଉତ୍କୃଷ୍ଟତା ଅନୁଷ୍ଠାନ ([[:en:National Institute for Health and Care Excellence|National Institute for Health and Care Excellence]]) ପଦକ୍ଷେପ ନେବାକୁ ପଡ଼ିବ ।
 
== ଆଧାର ==