"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୯୩ କ ଧାଡ଼ି:
* ଫୋନ ଓ ନେଟ ମାଧ୍ୟମରେ ଲୋକଙ୍କ ସ‌ହିତ ବାର୍ତ୍ତାଳାପ ଓ ହସଖୁସି ହେବା ଆବଶ୍ୟକ ।
* ଗୋଷ୍ଟୀର ସେବାର ଯଥା ସମ୍ଭବ ନିୟୋଜିତ ରହିବା, ସାମାଜିକ ଦୂରତା ରଖିବାକୁ ଚେଷ୍ଟ କରନ୍ତୁ । ଗରିବମାନଙ୍କୁ ମିଲ, ଶୁଖିଲା ଖାଦ୍ୟ ବଣ୍ଟନ କରି ନିଜକୁ ନିୟୋଜିତ ରଖନ୍ତୁ ।
 
==== ଏକାନ୍ତରେ ଥିବା ଲୋକଙ୍କ ନିମନ୍ତେ ====
* ପରସ୍ପର ସ‌ହିତ ଯୋଗାଯୋଗ ରଖନ୍ତୁ ଓ ସାମାଜିକ ନେଟ‌ୱର୍କ ଚାଲୁ ରଖନ୍ତୁ ।
* ନିଜର ଆବଶ୍ୟକତା ଓ ଭାବନା ପ୍ରତି ଧ୍ୟାନ ଦିଅନ୍ତୁ । ନିଜକୁ ବିଶ୍ଳିଷ୍ଟ (relax) କଲାଭଳି କର୍ମରେ ନିୟୋଜିତ ହୁଅନ୍ତୁ ।
* ବେଆରାମ କଲାଭଳି ଗୁଜବ ଶୁଣିବା ବନ୍ଦ କରିଦିଅନ୍ତୁ ।
 
== ଆଧାର ==