"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୭୬ କ ଧାଡ଼ି:
* ଚିକିତ୍ସକମାନେ ଆଶୁ ମାନସିକ ସ୍ୱାସ୍ଥ୍ୟ ସେବା ପରିଚାଳନା କରନ୍ତୁ ।
* ମାନସିକ ରୋଗ ଔଷଧ ଉପଲବ୍‌ଧ କରେଇବା ନିମନ୍ତେ ପଦକ୍ଷେପ ନିଅନ୍ତୁ ।
 
==== ଶିଶୁ ଯତ୍ନ ନେଉଥିବା ଲୋକଙ୍କ ନିମନ୍ତେ ====
* ନିଜର ଭାବନା ପ୍ରକାଶ କରିବାକୁ ଶିଶୁଙ୍କୁ ଶିକ୍ଷା ଦିଅନ୍ତୁ ।
* ପିତାମାତା ଓ ସେବାକାରୀଙ୍କଠାରୁ ଅଲଗା ରଖିବାରୁ ଯେତେଦୂର ସମ୍ଭବ ବିରତ ହୁଅନ୍ତୁ । ଏକାନ୍ତରେ ରହୁଥବା ସମୟରେ ପିତାମାତା ଓ ସେବାକାରୀଙ୍କ ସ‌ହିତ ନିୟମିତ ସମ୍ପର୍କ ରଖିବାକୁ ଚେଷ୍ଟିତ ହୁଅନ୍ତୁ ।
* ପରିବାରର ରୁଟିନ କାମ ଜାରି ରଖନ୍ତୁ ଓ ବୟସ ଅନୁସାରେ ପିଲାଙ୍କୁ ସକ୍ରିୟ ରହିବାକୁ ସକ୍ଷମ କରାନ୍ତୁ ।
* ପିତାମାତାଙ୍କ ସ‌ହିତ ମିଶିବାକୁ ଇଚ୍ଛୁକ ପିଲାଙ୍କୁ [[କରୋନାଭୂତାଣୁ ରୋଗ ୨୦୧୯]] ବିଷୟରେ ସଚେତନ କରାନ୍ତୁ ।
 
==== ବୟସ୍କ ଓ ଅନ୍ତର୍ନିହିତ ରୋଗ ଥିବା ଲୋକ ଓ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ନିମନ୍ତେ ====