"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୬୮ କ ଧାଡ଼ି:
* ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ‌ହିତ ବୁଝିପାରୁଥିବା ଭାଷାରେ ତ‌ଥ୍ୟ ଆଦାନ ପ୍ରଦାନ କରନ୍ତୁ ।
* କୋଭିଡ-୧୯ ସଂକ୍ରମିତ ଲୋକଙ୍କ ସ‌ହିତ ସଂଯୋଗ କିପରି କରିବେ, ତାହା ଶିକ୍ଷା କରନ୍ତୁ ।
 
==== ସ୍ୱାସ୍ଥ୍ୟକର୍ମୀମାନଙ୍କର ଦଳପତି ନିମନ୍ତେ ====
* ମାନସିକ ସ୍ୱାସ୍ଥ୍ୟ କମ ଥିବା ସୁରକ୍ଷାକର୍ମୀମାନଙ୍କର ସୁରକ୍ଷା ନମନ୍ତେ ପଦକ୍ଷେପ ନିଅନ୍ତୁ । ସ୍ୱଳ୍ପକାଳୀନ ଫଳ ଅପେକ୍ଷା ଦୀର୍ଘକାଳୀନ କର୍ମ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟିତ ହୁଅନ୍ତୁ ।
* ଉତ୍ତମ ମାନର ଯୋଗାଯୋଗ ଓ ନିର୍ଭୁଲ ଅଦ୍ୟତନ କରନ୍ତୁ ।
* ସ୍ୱାସ୍ଥ୍ୟ ସୁରକ୍ଷା ସାହାଯ୍ୟ କିପରି ଓ କେଉଁଠାରେ ମିଳିବ, ତାହା ସମସ୍ତ କର୍ମୀ ଜାଣିରଖନ୍ତୁ ।
* ରୋଗୀଙ୍କୁ ମନୋବୈଜ୍ଞାନିକ ଫାଷ୍ଟ ଏଡ କିପରି ଦିଆଯାଏ ତାହା କର୍ମୀମାନେ ଅବଗତ ହୁଅନ୍ତୁ ।
* ଚିକିତ୍ସକମାନେ ଆଶୁ ମାନସିକ ସ୍ୱାସ୍ଥ୍ୟ ସେବା ପରିଚାଳନା କରନ୍ତୁ ।
* ମାନସିକ ରୋଗ ଔଷଧ ଉପଲବ୍‌ଧ କରେଇବା ନିମନ୍ତେ ପଦକ୍ଷେପ ନିଅନ୍ତୁ ।
 
==== ବୟସ୍କ ଓ ଅନ୍ତର୍ନିହିତ ରୋଗ ଥିବା ଲୋକ ଓ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ନିମନ୍ତେ ====