"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୬୮ କ ଧାଡ଼ି:
* ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ‌ହିତ ବୁଝିପାରୁଥିବା ଭାଷାରେ ତ‌ଥ୍ୟ ଆଦାନ ପ୍ରଦାନ କରନ୍ତୁ ।
* କୋଭିଡ-୧୯ ସଂକ୍ରମିତ ଲୋକଙ୍କ ସ‌ହିତ ସଂଯୋଗ କିପରି କରିବେ, ତାହା ଶିକ୍ଷା କରନ୍ତୁ ।
 
==== ବୟସ୍କ ଓ ଅନ୍ତର୍ନିହିତ ରୋଗ ଥିବା ଲୋକ ଓ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ନିମନ୍ତେ ====
* ପୂର୍ବରୁ ଅନ୍ୟ ବେମାରୀ ଥିବା ଓ ଏକାନ୍ତରେ ଥିବା ବୟସ୍କ ଲୋକ ଅଧିକ ଚାପଗ୍ରସ୍ତ ହେବାରୁ ତାଙ୍କର ଉତ୍କଣ୍ଠା, କ୍ରୋଧ ଓ ପରିତ୍ୟକ୍ତ ବୋଧ ହୁଏ । ଏମାନଙ୍କୁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରବୋଧନା ଦେବା ଆବଶ୍ୟକ ।
* ସଂକ୍ରମଣ ସଙ୍କଟ କମ୍ କରିବା ଉପାୟ ବତେଇବା ଓ ସଙ୍କଟ ସମୟ ଏଡ଼େଇବା ନିମନ୍ତେ ସାଧାରଣ ସ୍ପଷ୍ଟ ସୂଚନା ଦେବାକୁ ଉପଦେଶ ଦିଆଯାଅଏ ।
* ବ୍ୟବ‌ହାର ଉପ‌ଯୋଗୀ ଔଷଧ ପାଖରେ ଉପଲବ୍‌ଧ କରେଇବା ଉଚିତ ।
* କେଉଁଠାରେ ଓ କିପରି ବ୍ୟବ‌ହାରିକ ସାହାଯ୍ୟ ମିଳିବ, ତାହାର ଜ୍ଞାନ ରହିବା ଆବଶ୍ୟକ ।
* ନିଜ ଘରେ ଦୈନନ୍ଦିନ ସାଧାରଣ ବ୍ୟାୟାମ କରିବା ଶିକ୍ଷା ଆବଶ୍ୟକ ।
* ଦୈନନ୍ଦିନ କାର୍ଯ୍ୟ କରିବା ଓ ସ୍ନେହାସ୍ପଦ ଲୋକଙ୍କ ସ‌ହ ସମ୍ପର୍କ ରଖିବାକୁ କୁହାଯାଏ ।
* ନିଜର କର୍ମ ତ‌ଥା ହବିରେ ମଗ୍ନ ରହିଲେ ଚାପ କମିଯାଏ ।
* ଫୋନ ଓ ନେଟ ମାଧ୍ୟମରେ ଲୋକଙ୍କ ସ‌ହିତ ବାର୍ତ୍ତାଳାପ ଓ ହସଖୁସି ହେବା ଆବଶ୍ୟକ ।
* ଗୋଷ୍ଟୀର ସେବାର ଯଥା ସମ୍ଭବ ନିୟୋଜିତ ରହିବା, ସାମାଜିକ ଦୂରତା ରଖିବାକୁ ଚେଷ୍ଟ କରନ୍ତୁ । ଗରିବମାନଙ୍କୁ ମିଲ, ଶୁଖିଲା ଖାଦ୍ୟ ବଣ୍ଟନ କରି ନିଜକୁ ନିୟୋଜିତ ରଖନ୍ତୁ ।
 
== ଆଧାର ==