"ଆଲୋଚନା:ସମ୍ବଲପୁରୀ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଆଲୋଚନା:କୋଶଳୀ ଭାଷାରୁ ଆଲୋଚନା:ସମ୍ବଲପୁରୀ ଭାଷାକୁ ଘୁଞ୍ଚାଇଲେ: ଉପଯୁକ୍ତନାମ, ଆଲୋଚନା ପୃଷ୍ଠାରେ ମିଳିଥିବା ସହମତି ଅନୁସାରେ
ଟିକେ ନାମ ବଦଳ: ଆଲୋଚନା ପୃଷ୍ଠାର ମତ ଅନୁସାରେ ନୂଆ ନାମକୁଘୁଞ୍ଚାଗଲା ।
 
୩ କ ଧାଡ଼ି:
ଅଧିକ ପ୍ରଚଳିତ ନାମ ହିଁ ବ୍ୟବହାର ହୁଏ ଉଇକିପିଡ଼ିଆରେ, ଏଣୁ ଏହାକୁ ସମ୍ବଲପୁରୀ ନାମକୁ ଘୁଞ୍ଚାଯଉ । ଇଂରାଜୀ ଉଇକିରେ ବି ସମ୍ବଲପୁରୀ ଅଛି । କୋଶଳୀକୁ ପ୍ରାୟତଃ ଆୱାଧି ଭାଷାର ଅନ୍ୟନାମ ଭାବେ ବ୍ୟବହାର କରାଯାଏ (ଅଧିକ ପଢନ୍ତୁ: [[w:en:Awadhi language]])--[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୦୭:୩୩, ୧୯ ଜୁନ ୨୦୨୦ (IST)
: {{ସମର୍ଥନ}} ତା ସହିତ ଲେଖାଟି ଅତି ନିମ୍ନମାନର ଏବଂ ତାହାକୁ [[ଉଇକିପିଡ଼ିଆ:ଲିଖନଶୈଳୀ]] ଅନୁସାରେ ସୁଧାରିବାକୁ ହେବ । ଏଠାରେ ଆଲୋଚନାକୁ ସପ୍ତାହେ ଅର୍ଥାତ ୨୬ ତାରିଖ ଯାଏ ରଖି ୨୭ ତାରିଖ ଦିନ ଆଲୋଚନା ଆଧାରରେ ରଖାଯିବ/ବଦଳାଯିବ । --[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୧୩:୪୧, ୧୯ ଜୁନ ୨୦୨୦ (IST)
::{{done}} ପ୍ରସ୍ତାବ ଅନୁସାରେ 'ସମ୍ବଲପୁରୀ ଭାଷା' ନାମକୁ ଘୁଞ୍ଚାଗଲା । --[[ବ୍ୟବହାରକାରୀ:MKar|MKar]] ([[ବ୍ୟବହାରକାରୀଙ୍କ ଆଲୋଚନା:MKar|ମୋ ଆଲୋଚନା]]) ୧୨:୩୬, ୨ ଜୁଲାଇ ୨୦୨୦ (IST)
Return to "ସମ୍ବଲପୁରୀ ଭାଷା" page.