"ସମ୍ବଲପୁରୀ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar କୋଶଳୀ ଭାଷା ପୃଷ୍ଠାଟି ସମ୍ବଲପୁରୀ ଭାଷାକୁ ଲେଉଟାଇଲେ: ଉପଯୁକ୍ତନାମ, ଆଲୋଚନା ପୃଷ୍ଠାରେ ମିଳିଥିବା ସହମତି ଅନୁସାରେ
ଟିକେ ଇଂରାଜୀ ନାମ
୧ କ ଧାଡ଼ି:
{{ଛୋଟ|Sambalpuri language}}
{{move|ସମ୍ବଲପୁରୀ ଭାଷା}}
{{Infobox Language|familycolor=Indo-European
{{Infobox Language|familycolor=Indo-European|name=କୋଶଳୀ|altname=ସମ୍ବଲପୁରୀ|nativename=ପଶ୍ଚିମ ଓଡ଼ିଆ|states=[[India|ଭାରତ]]|region=[[Western Odisha|ପଶ୍ଚିମ ଓଡ଼ିଶା]]|speakers=2 crores |date=2011 census|ref=e18|iso3=spv|speakers2=(additional speakers may have identified as Oriya speakers)|fam2=[[Indo-Iranian languages|Indo-Iranian]]|fam3=[[Indo-Aryan languages|Indo-Aryan]]|fam4=[[List of Eastern Indo-Aryan languages|Eastern]]|fam5=[[Odia languages|Odia]]|script=[[Odia alphabet|Odia]]<ref name="IEL">{{cite book|title=International Encyclopedia of Linguistics|url=https://books.google.com/books?id=sl_dDVctycgC&pg=PA467|year=2003|publisher=Oxford University Press|isbn=978-0-19-513977-8|pages=467–}}</ref><ref name="BASI">{{cite book|title=Bulletin of the Anthropological Survey of India|url=https://books.google.com/books?id=lnELAAAAIAAJ|year=1979|publisher=Director, Anthropological Survey of India, Indian Museum}}</ref><ref name="Pasayat1998">{{cite book|author=Chitrasen Pasayat|title=Tribe, Caste, and Folk Culture|url=https://books.google.com/books?id=E8TYAAAAMAAJ|year=1998|publisher=Rawat Publications}}</ref><ref name="Kapoor2002">{{cite book|author=Subodh Kapoor|title=The Indian Encyclopaedia: La Behmen-Maheya|url=https://books.google.com/books?id=4LqRXZPJTUoC&pg=PA4240|year=2002|publisher=Cosmo Publications|isbn=978-81-7755-271-3|pages=4240–}}</ref>}}'''କୋଶଳୀ ଭାଷା''' ('''ସମ୍ବଲପୁରୀ''' ନାମରେ ମଧ୍ୟ ପରିଚିତ) ଏକ ପଶ୍ଚିମ ଓଡ଼ିଶା କେନ୍ଦ୍ରିକ [[ଓଡ଼ିଆ ଭାଷା]] । ଏହାକୁ ଓଡ଼ିଆ ଭାଷା ମଧ୍ୟରେ ଏକ ସ୍ୱତନ୍ତ୍ର ଭାଷା ଭାବରେ ମଧ୍ୟ ଦାବି କରାଯାଇଥାଏ ।<ref name="IEL"><cite class="citation book">[https://books.google.com/books?id=sl_dDVctycgC&pg=PA467 ''International Encyclopedia of Linguistics'']. </cite></ref>
{{move|name=ସମ୍ବଲପୁରୀ ଭାଷା}}|altname=
|nativename=ପଶ୍ଚିମ ଓଡ଼ିଆ
|states= ଭାରତ
|region= ପଶ୍ଚିମ ଓଡ଼ିଶା
|speakers= {{sigfig|2.630|3}} million |date=2011 census|ref=e18
|iso3=spv|speakers2=(additional speakers may have identified as Oriya speakers)
|fam2=[[Indo-Iranian languages|Indo-Iranian]]
|fam3=[[Indo-Aryan languages|Indo-Aryan]]
|fam4=[[List of Eastern Indo-Aryan languages|Eastern]]
|fam5=[[ଓଡ଼ିଆ ଭାଷା|ଓଡ଼ିଆ]]
|script=[[ଓଡ଼ିଆ ଲିପି|ଓଡ଼ିଆ]]
}}
'''ସମ୍ବଲପୁରୀ ଭାଷା''' ଏକ ପଶ୍ଚିମ ଓଡ଼ିଶା କେନ୍ଦ୍ରିକ [[ଓଡ଼ିଆ ଭାଷା]] । ଏହାକୁ ଓଡ଼ିଆ ଭାଷା ମଧ୍ୟରେ ଏକ ସ୍ୱତନ୍ତ୍ର ଭାଷା ଭାବରେ ମଧ୍ୟ ଦାବି କରାଯାଇଥାଏ ।<ref name="IEL"><cite class="citation book">[https://books.google.com/books?id=sl_dDVctycgC&pg=PA467 ''International Encyclopedia of Linguistics'']. </cite></ref>
 
== ଲିପି ==
Line ୨୪ ⟶ ୩୭:
ଏହି କ୍ରମରେ ୧୮୯୧ ମସିହାରୁ ୧୯୪୭ ମସିହା ଯାଏଁ ୩୫ଟି କୋଶଳୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ । <ref><nowiki>Panda, Sasanka Sekhar, " JHULPUL ", Chitrotpala Publications, Cuttack, 2003, {{ISBN|81-86556-33-8</nowiki></ref> ୧୮୯୧ ପୂର୍ବବର୍ତ୍ତୀ ଯୁଗକୁ ସମ୍ବଲପୁରୀ ଭାଷାର "ଅନ୍ଧାର ଯୁଗ" କୁହାଯାଏ । ୧୯୭୦ ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ୟ ଲେଖିବା ସହ ଅନ୍ୟମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ସେ ସମ୍ବଲପୁରୀ ସାହିତ୍ୟକୁ ଏକ ସ୍ୱତନ୍ତ୍ର ଶୈଳୀର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମାନ ପ୍ରକାଶ କରିଥିଲେ । ସେହିପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ନରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ୍ଣ ନୁହେଁ ) 
 
# ସତ୍ୟ ନାରାୟଣ[[ସତ୍ୟନାରାୟଣ ବହିଦାର]] (୧୯୧୩-୧୯୮୦) - ତାଙ୍କର ପ୍ରଥମ କବିତା "ଅନୁଭୂତି" ୧୯୩୧ ମସିହାରେ ପ୍ରକାଶିତ ହେଇଥିଲା । ସେ ୧୧୯ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ ।<ref>"Satya Narayan Granthabali", compiler – Shyam Sunder Dhar, Friends Emporium, Sambalpur, 2001.</ref>
#ଖଗେଶ୍ୱର ସେଠ - ସେ "ପାଏର୍ଚ୍ଛା ସତୀ" ୧୯୪୯ ମସିହାରେ ଲେଖିଥିଲେ ।
#ଇନ୍ଦ୍ରମଣି ସାହୁ (୧୯୨୩-୨୦୦୬‌) - ସେ "ଝରମଲ୍ଲୀ" (୧୯୫୩) ଏବଂ "କୋଶଳୀ ରାମାୟଣ" (୧୯୯୭) ଲେଖିଥିଲେ ।
Line ୩୦ ⟶ ୪୩:
 
== ଆଧାର ସମୂହ ==
{{ଆଧାରReflist|30em}}
 
[[ଶ୍ରେଣୀ:ଭାରତର ଭାଷା]]