"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୫୧ କ ଧାଡ଼ି:
=== ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରୋଗ ନିୟନ୍ତ୍ରଣ କେନ୍ଦ୍ରର ମାର୍ଗ ଦର୍ଶନ ===
[[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ]] ଓ ରୋଗ ନିୟନ୍ତ୍ରଣ କେନ୍ଦ୍ର ([[:en:Centre for Disease Control|Centre for Disease Control]]) କୋଭିଡ-୧୯ ପାଣ୍ଡେମିକ ସମୟରେ ମାନସିକ ସ୍ୱାସ୍ଥ୍ୟ ଅବନତି ରୋକିବା ନିମନ୍ତେ କିଛି ମାର୍ଗଦର୍ଶକ ଜାରି କରିଛନ୍ତି । ଏହି ମାର୍ଗଦର୍ଶିକାର ସାରାଂଶ ନିମ୍ନରେ ଦିଆଗଲା: <ref>{{cite web |title=Mental health and psychosocial considerations during the COVID-19 outbreak |url=https://www.who.int/docs/default-source/coronaviruse/mental-health-considerations.pdf |publisher=World Health Organization |accessdate=28 March 2020 |archive-url=https://web.archive.org/web/20200326231309/https://www.who.int/docs/default-source/coronaviruse/mental-health-considerations.pdf |archive-date=26 March 2020 |url-status=live }}</ref><ref>{{cite web |title=Coronavirus Disease 2019 (COVID-19) |url=https://www.cdc.gov/coronavirus/2019-ncov/prepare/managing-stress-anxiety.html |website=Centers for Disease Control and Prevention |accessdate=28 March 2020 |language=en-us |date=11 February 2020 |archive-url=https://web.archive.org/web/20200329113040/https://www.cdc.gov/coronavirus/2019-ncov/daily-life-coping/managing-stress-anxiety.html?CDC_AA_refVal=https%3A%2F%2Fwww.cdc.gov%2Fcoronavirus%2F2019-ncov%2Fprepare%2Fmanaging-stress-anxiety.html |archive-date=29 March 2020 |url-status=live }}</ref>
 
====ଜନ ସାଧାରଣଙ୍କ ନିମନ୍ତେ====
* ଜାତି ଧର୍ମ ନିର୍ବିଶେଷରେ ରୋଗ‌ଗ୍ରସ୍ତ ଲୋକଙ୍କ ପ୍ରତି ସ‌ହାନୁଭୂତି ପ୍ରଦର୍ଶନ କରନ୍ତୁ ।
* ରୋଗ‌ଗ୍ରସ୍ତ ଲୋକଙ୍କୁ କୋଭିଡ-୧୯ ନାମ ନ‌ଦେଇ ତାଙ୍କର ବର୍ଣ୍ଣନା ([[:en:people-first language|people-first language]]) କରନ୍ତୁ ।
* ଖବର ପଢ଼ିଲେ ଯଦି ଉତ୍କଣ୍ଠା ବଢ଼ୁଛି, ତାହେଲେ କମ୍ ଖବର ପଢ଼ନ୍ତୁ । ପ୍ରତ୍ୟହ ଥରେ ବା ଦୁଇ ଥର ବିଶ୍ୱସନୀୟ ଉତ୍ସରୁ ପଢ଼ନ୍ତୁ ।
* ନିଜର ଓ ପଡ଼ୋଶୀମାନଙ୍କର ସୁରକ୍ଷା ନିମନ୍ତ ଯତ୍ନଶୀଳ ହୁଅନ୍ତୁ ।
* ସୁସ୍ଥ ହୋଇଥିବା ରୋଗୀଙ୍କର ଅନୁଭୂତି ପ୍ରଚାର କରିବାରେ ସାହାଯ୍ୟ କରନ୍ତୁ ।
* କରୋନା ରୋଗୀଙ୍କର ଚିକିତ୍ସା କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ଦିଅନ୍ତୁ ।
 
== ଆଧାର ==