"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୪୩ କ ଧାଡ଼ି:
 
କୋଭିଡ ଯୋଦ୍ଧା ବା ଚିକିତ୍ସକ ଓ ସେବିକାମାନେ ମାତ୍ରାଧିକ ଚାପଗ୍ରସ୍ତ ରହନ୍ତି କାରଣ ସେମାନେ ପ୍ରତ୍ୟହ ରୋଗୀ ସଂସ୍ପର୍ଶରେ ଆସୁଥିବାରୁ ଅଧିକ ରୋଗ ସମ୍ଭାବନା, ସର୍ବଦା ସୁରକ୍ଷା ଉପକରଣମାନ ପିନ୍ଧିବା ଚାପ, ସର୍ବଦା ଜାଗରୁକ ଓ କର୍ମ ଚାପ, ନିଜର ଯତ୍ନ ଓ ସୁରକ୍ଷା ନିମନ୍ତେ ଅସମର୍ଥ ଓ ସର୍ବୋପରି ନିଜଦ୍ୱାରା ନିଜ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିବା ସମ୍ଭାବନା ବୃଦ୍ଧି ହେବାର ଭୟ ତାଙ୍କୁ ଚାପଗ୍ରସ୍ତ କରୁଛି ।<ref name="iascg" /><ref>{{cite web |title=ICN COVID-19 Update: New guidance on mental health and psychosocial support will help to alleviate effects of stress on hard-pressed staff |url=https://www.icn.ch/news/icn-covid-19-update-new-guidance-mental-health-and-psychosocial-support-will-help-alleviate |website=ICN - International Council of Nurses |accessdate=28 March 2020 |language=en |archive-url=https://web.archive.org/web/20200328121114/https://www.icn.ch/news/icn-covid-19-update-new-guidance-mental-health-and-psychosocial-support-will-help-alleviate |archive-date=28 March 2020 |url-status=live }}</ref><ref>{{cite news |title=Emergency Responders: Tips for taking care of yourself |url=https://emergency.cdc.gov/coping/responders.asp |work=emergency.cdc.gov |date=10 January 2020 |language=en-us |access-date=28 March 2020 |archive-url=https://web.archive.org/web/20200327193757/https://www.emergency.cdc.gov/coping/responders.asp |archive-date=27 March 2020 |url-status=live }}</ref>
 
ଜେକ ରିପବ୍ଲିକ ଦେଶରେ ପ୍ରଥମ କୋଭିଡ-୧୯ ସଂକ୍ରମଣ ସମୟରେ ଲୋକମାନଙ୍କଠାରେ ଭୟ, କ୍ରୋଧ ଓ ନିରାଶା ଭଳି ମାନସିକ ପ୍ରତିକ୍ରିୟା ଦେଖାଯାଇଥିଲା । ଚାରି ଶ୍ରେଣୀର ଭୟ ଦେଖାଗଲା: ପରିବାର ଅର୍ଥନୀତିର ବିଯୁକ୍ତାତ୍ମକ ପ୍ରଭାବ, ଏହି ବିଯୁକ୍ତାତ୍ମକ ପ୍ରଭାବର ଅନ୍ୟ ଉଲ୍ଲେଖନୀୟ ପ୍ରଭାବ, ସ୍ୱାସ୍ଥ୍ୟ ଯତ୍ନର ଅଭାବ ଓ ଯଥେଷ୍ଟ ଖାଦ୍ୟାଭାବ । <ref>https://www.researchgate.net/publication/342188336_Fear_anger_and_media-induced_trauma_during_the_outbreak_of_COVID-19_in_the_Czech_Republic</ref>
 
== ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ପ୍ରତିଷେଧ ଓ ଚିକିତ୍ସା ==