"ଶ୍ରେଣୀ ଆଲୋଚନା:କୋଭିଡ ପାଣ୍ଡେମିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"== ନାମ ବଦଳ "ଶ୍ରେଣୀ" → ଶ୍ରେଣୀ:କୋଭିଡ ମହାମାରୀ == {{move|..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ମହାମାରୀ ନାମ ପରିବର୍ତ୍ତନରେ ଏକ ଅସୁବିଧା
୨ କ ଧାଡ଼ି:
 
{{move|:କୋଭିଡ ମହାମାରୀ}} ଉଇକିପିଡ଼ିଆରେ ସବୁବେଳେ ବହୁପ୍ରଚଳିତ ଶବ୍ଦକୁ ଅଗ୍ରାଧିକାର ଦିଆଯାଉଥିବାରୁ ପାଣ୍ଡେମିକ ନ ହୋଇ ମହାମାରୀ ହେବା କଥା । ଏଥି ସହ ସମ୍ବନ୍ଧିତ [[:ଶ୍ରେଣୀ:କୋଭିଡ ପାଣ୍ଡେମିକ|ଶ୍ରେଣୀ]] ମଧ୍ୟ ସମାନ କାରଣରୁ ବଦଳ ହେବା ଉଚିତ । --[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୦୮:୧୭, ୧ ଜୁଲାଇ ୨୦୨୦ (IST)
 
== ମହାମାରୀ ନାମ ପରିବର୍ତ୍ତନରେ ଏକ ଅସୁବିଧା ==
 
ଇଂରାଜୀ ଭାଷାରେ ତିନୋଟି ଶବ୍ଦ ଅଛି: ଏଣ୍ଡେମିକ, ଏପିଡେମିକ ଓ ପାଣ୍ଡେମିକ । ତିନୋଟି ଶବ୍ଦ ଭିନ୍ନ ଭିନ୍ନ ଅବସ୍ଥାରେ ବ୍ୟବ‌ହୃତ ହୁଏ । ଓଡ଼ିଆରେ କିନ୍ତୁ ମହାମାରୀ ଶବ୍ଦଟିଏ ଅଛି । ଆମେ ଯଦି ପିନପଏଣ୍ଟ ନ କରି ବ୍ୟବ‌ହାର କରିବା, ତା ହେଲେ ଚଳିବ । କିଛି ଅସୁବିଧା ନାହିଁ । ମୋର ବ୍ୟକ୍ତିଗତ ମତ ତିନୋଟି ଥାଉ ବା ମହାମାରୀ ସ‌ହ ବନ୍ଧନୀ ଦେଇ ଉପରୋକ୍ତ ତିନୋଟି ଶବ୍ଦ ଲେଖାଯାଉ । --[[ବ୍ୟବହାରକାରୀ:Subas Chandra Rout|Subas Chandra Rout]] ([[ବ୍ୟବହାରକାରୀଙ୍କ ଆଲୋଚନା:Subas Chandra Rout|ମୋ ଆଲୋଚନା]]) ୧୭:୨୪, ୧ ଜୁଲାଇ ୨୦୨୦ (IST)
Return to "କୋଭିଡ ପାଣ୍ଡେମିକ" page.