"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨ କ ଧାଡ଼ି:
{{short description|Psychological aspect of viral outbreak}}
କୋଭିଡ-୧୯ ପାଣ୍ଡେମିକ ସଂକ୍ରମଣ ଯୋଗୁ ସାରା ପୃଥିବୀର ଲୋକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ବିରାଟ ପ୍ରଭାବ ପଡ଼ିଛି ।<ref>{{Cite web|title=Coronavirus Disease 2019 (COVID-19)|url=https://www.cdc.gov/coronavirus/2019-ncov/daily-life-coping/managing-stress-anxiety.html|last=CDC|date=2020-02-11|website=Centers for Disease Control and Prevention|language=en-us|access-date=2020-05-17}}</ref> [[ମିଳିତ ଜାତିସଂଘ]]ର ଇଣ୍ଟର-ଏଜେନ୍ସି ସ୍ଟାଣ୍ଡିଙ୍ଗ କମିଟିର ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସପୋର୍ଟର କେନ୍ଦ୍ରୀୟ ଗାଇଡ ଲାଇନ ଅନୁସାରେ ଜରୁରୀକାଳୀନ ମାନସିକ ସ୍ୱାସ୍ଥ୍ୟ ସାହାଯ୍ୟର ନିମନ୍ତେ "କୌଣସି କ୍ଷତି କରନାହିଁ, ମାନବାଧିକାର ଓ ସାମ୍ୟ, ସ‌ହଭାଗୀ ସାମିପ୍ୟ, ଉପଲବ୍‌ଧ ଶକ୍ତି ଓ ସାଧନ‌କୁ ନେଇ ଗଠନ, ବ‌ହୁସ୍ତରୀୟ କାର୍ଯ୍ୟ ହସ୍ତକ୍ଷେପ କରି ସମନ୍ୱିତ ସାହାଯ୍ୟକାରୀ ସ‌ହ‌ଯୋଗ" କରିବାକୁ ଉପଦେଶ ଦେଇଛନ୍ତି ।<ref name= iascg>{{cite web |title=Inter-Agency Standing Committee Guidelines on Mental Health and Psychosocial support |url=https://www.mhinnovation.net/sites/default/files/downloads/resource/IASC%20Interim%20Briefing%20Note%20on%20COVID-19%20Outbreak%20Readiness%20and%20Response%20Operations%20-%20MHPSS.pdf |publisher=MH Innovation |accessdate=28 March 2020 |archive-url=https://web.archive.org/web/20200331002938/https://www.mhinnovation.net/sites/default/files/downloads/resource/IASC%20Interim%20Briefing%20Note%20on%20COVID-19%20Outbreak%20Readiness%20and%20Response%20Operations%20-%20MHPSS.pdf |archive-date=31 March 2020 |url-status=live }}</ref> କୋଭିଡ-୧୯ ପାଣ୍ଡେମିକ ସଂକ୍ରମଣ ଯୋଗୁ ଜନ ସାଧାରଣଙ୍କର ସେମାନଙ୍କର କର୍ମ ଓ ଆମଦାନୀ, ଉତ୍କଣ୍ଠା ଓ ଚିନ୍ତା ଅତ୍ୟଧିକ ଭାବରେ ବୃଦ୍ଧି ପାଇଛି ।<ref>{{Cite web|title=OECD|url=https://read.oecd-ilibrary.org/view/?ref=126_126985-nv145m3l96&title=COVID-19-Protecting-people-and-societies|website=read.oecd-ilibrary.org|access-date=2020-05-07}}</ref>
 
== କୋଭିଡ-୧୯ ପାଣ୍ଡେମିକ ସମୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ==
 
କରୋନା ରୋଗ ୨୯୧୯ ସ‌ହିତ ସାମାଜିକ ଦୂରତା ଇତ୍ୟାଦି ନିୟମ ପ୍ରଣୟନ ଯୋଗୁ ଲୋକମାନେ ମାନସିକ ଚାପ, ଉତ୍କଣ୍ଠା ଓ ଚିନ୍ତାଗ୍ରସ୍ତ ରହୁଛନ୍ତି । ମୁଖ୍ୟତଃ ଏହି ରୋଗ ଯୋଗୁ ମୃତ୍ୟୁ ସମ୍ଭାବନା, କର୍ମ ଛଟେଇ ଯୋଗୁ ଜୀବିକାହାନୀ, ରୋଗ ସମ୍ଭାବନା, ସମାଜରୁ ଦୂରେଇଯିବା ଭୟ, କ୍ୱାରେଣ୍ଟାଇନ ଭୟ, ନିଜର ଓ ପରିବାରର ସୁରକ୍ଷା ଦେବାକୁ ଶକ୍ତିହୀନତା, ସଂକ୍ରମଣ ଭୟରେ ନିଜ ଲୋକଙ୍କର କାମରେ ନ ଆସିବା, ଅସ‌ହାୟତା, ଏକାକୀତ୍ୱ ଓ ତଦ‌୍‌ଜନିତ ଅବସାଦର ଭୟ ଯୋଗୁ ମାନସିକ ସମସ୍ୟା ଉତ୍ପନ୍ନ ହୁଏ ।<ref name= iascg/>
 
କୋଭିଡ ରୋଗ ସମ୍ପୁର୍ଣ୍ଣ ନିରାକରଣ ହେଉନଥିବାରୁ ନିଜର ସଂକ୍ରମଣ ସମ୍ଭାବନା, ସାଧାରଣ ରୋଗ ହେଲେ ମଧ୍ୟ କୋଭିଡ ରୋଗ ହୋଇଥିବା ଭୟ, ପିଲାମାନେ ଘରେ ଏକାକୀ ରହିବା ଭୟ ଓ ସୁରକ୍ଷିତ ଯତ୍ନ ଅଭାବରୁ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟର ନିମ୍ନ‌ଗତି ହୋଇଯାଏ । <ref name="iascg" />
 
କୋଭିଡ ଯୋଦ୍ଧା ବା ଚିକିତ୍ସକ ଓ ସେବିକାମାନେ ମାତ୍ରାଧିକ ଚାପଗ୍ରସ୍ତ ରହନ୍ତି କାରଣ ସେମାନେ ପ୍ରତ୍ୟହ ରୋଗୀ ସଂସ୍ପର୍ଶରେ ଆସୁଥିବାରୁ ଅଧିକ ରୋଗ ସମ୍ଭାବନା, ସର୍ବଦା ସୁରକ୍ଷା ଉପକରଣମାନ ପିନ୍ଧିବା ଚାପ, ସର୍ବଦା ଜାଗରୁକ ଓ କର୍ମ ଚାପ, ନିଜର ଯତ୍ନ ଓ ସୁରକ୍ଷା ନିମନ୍ତେ ଅସମର୍ଥ ଓ ସର୍ବୋପରି ନିଜଦ୍ୱାରା ନିଜ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିବା ସମ୍ଭାବନା ବୃଦ୍ଧି ହେବାର ଭୟ ତାଙ୍କୁ ଚାପଗ୍ରସ୍ତ କରୁଛି ।<ref name="iascg" /><ref>{{cite web |title=ICN COVID-19 Update: New guidance on mental health and psychosocial support will help to alleviate effects of stress on hard-pressed staff |url=https://www.icn.ch/news/icn-covid-19-update-new-guidance-mental-health-and-psychosocial-support-will-help-alleviate |website=ICN - International Council of Nurses |accessdate=28 March 2020 |language=en |archive-url=https://web.archive.org/web/20200328121114/https://www.icn.ch/news/icn-covid-19-update-new-guidance-mental-health-and-psychosocial-support-will-help-alleviate |archive-date=28 March 2020 |url-status=live }}</ref><ref>{{cite news |title=Emergency Responders: Tips for taking care of yourself |url=https://emergency.cdc.gov/coping/responders.asp |work=emergency.cdc.gov |date=10 January 2020 |language=en-us |access-date=28 March 2020 |archive-url=https://web.archive.org/web/20200327193757/https://www.emergency.cdc.gov/coping/responders.asp |archive-date=27 March 2020 |url-status=live }}</ref>
 
 
 
== ଆଧାର ==