"ଅବସାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଏକ ମିଡିଆ ଫାଇଲ ଯୋଗ କରାଗଲା
ଏକ ମିଡିଆ ଫାଇଲ ଯୋଗ କରାଗଲା
୫୦ କ ଧାଡ଼ି:
 
=== ମନୋବୈଜ୍ଞାନିକ ରୋଗ ଲକ୍ଷଣ ===
[[File:Depression-symptoms-and-early-warning-signs_orig.png|thumb|ଦଶଟି ଅବସାଦ ଲକ୍ଷଣର ଏକ ଚାର୍ଟ]]
ଅବସାଦ ବିଭିନ୍ନ ପ୍ରକାରର ମନୋବୈଜ୍ଞାନିକ ରୋଗର ମୁଖ୍ୟ ଲକ୍ଷଣ ହୋଇପାରେ । ମନୋବସ୍ଥା ସମ୍ବଧିତ ବିକାରଗୁଡ଼ିକୁ ମନ ମଧ୍ୟରେ ହେଉଥିବା ଗଣ୍ଡଗୋଳକୁ କୁହାଯାଏ । କେତେକ ବିକାର ଯାହା ଏହି ବର୍ଗ ଅନ୍ତର୍ଗତ ହେଲା: [[ପ୍ରମୁଖ ଅବସାଦ ବେମାରୀ]], ଯେଉଁ ରୋଗରେ ଜଣେ ଅତି କମରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ରହିଥାଏ, କାମ କରିବାର ଇଚ୍ଛା, ଖୁଶିବାସୀ ଆଦି ସବୁ ଚାଲିଯାଏ । ଏବଂ ଡିସ୍ଥିମିଆ, ଏକ ହାଲକା ଅବସାଦଗ୍ରସ୍ତ ମନ ଏବଂ [[ବାଇପୋଲାର ଡିଜଅଡର]] ।<ref>{{cite book |last=Gabbard |first=Glen O. |title=Treatment of Psychiatric Disorders |edition=3rd |volume=2 |publisher=American Psychiatric Publishing |location=Washington, DC |page=1296}}</ref> ଯଦି ଅବସାଦ ଗୁରୁତର ଭାବେ ଧାରାବାହିକଭାବେ ଲାଗିରୁହେ, ତାହାକୁ ସିଜନାଲ ଅଫେକ୍ତିଭ ଡିଜଅଡର କୁହାଯାଇଥାଏ । ମନର ବିକାର ଛଡ଼ା, [[ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର]] ସାଧାରଣତଃ ସାଙ୍ଘାତିକ ଅବସାଦଗ୍ରସ୍ତ ମନ ବୋଲି ଧରାଯାଏ । [[ଆଘାତୋତ୍ତର ଚାପ ବେମାରୀ]] ହେଉଛି ଏକ ଚିନ୍ତାଦକରୁ ପଡି ହେଉଥିବା ବେମାରୀକୁ କୁହାଯାଇଥାଏ, ଏହା ପରେ ପରେ ମାନସିକ ଆଘାତ ଲାଗିଥାଏ ଯାହାକି ସାଧାରଣତଃ ଏକ ଅବସାଦଗ୍ରସ୍ତ ମନ ସହ ଚାଲେ ।<ref>{{cite journal |last1=Vieweg |first1=W. V. |last2=Fernandez |first2=D. A. |last3=Beatty-Brooks |first3=M |last4=Hettema |first4=J. M. |last5=Pandurangi |first5=A. K. |title=Posttraumatic Stress Disorder: Clinical Features, Pathophysiology, and Treatment |journal=Am. J. Med. |volume=119 |issue=5 |pages=383–90 |date=May 2006 |pmid=16651048 |doi=10.1016/j.amjmed.2005.09.027 |last6=Pandurangi |first6=Anand K.}}</ref>
 
"https://or.wikipedia.org/wiki/ଅବସାଦ"ରୁ ଅଣାଯାଇଅଛି