"ଗୋଲ କୃମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
Replacing Ascariasis_LifeCycle_-_CDC_Division_of_Parasitic_Diseases.gif with File:Ascariasis_LifeCycle_-_CDC_Division_of_Parasitic_Diseases.png (by CommonsDelinker because: file renamed, redirect linked from other project).
୨୭ କ ଧାଡ଼ି:
ପରିତ୍ୟକ୍ତ ଜଳକୁ ମ୍ୟୁନିସିପାଲିଟି କୃଷି କ୍ଷେତ୍ରକୁ ଛାଡ଼ି ଦେଲେ ମଧ୍ୟ ଏହା ବ୍ୟାପେ । ଶସ୍ୟ ବିକ୍ରି, ରପ୍ତାନୀ ଉପରେ ଏହାର ପ୍ରଭାବ ରହେ । ୧୯୮୬ ମସିହାରେ ଇଟାଲୀରେ ହୋଇଥିବା ଏକ ଗୋଲ କୃମି ମଡ଼କର ଉତ୍ସ ଖୋଜିବାରୁ ଦେଖାଗଲା ଏହା ବାଲକାନ ପରିବା ରପ୍ତାନି ନିମନ୍ତେ ପରିତ୍ୟକ୍ତ ଜଳ ସରବରାହ ଯୋଗୁ ହୋଇଥିଲା ।<ref>{{cite book |last=Pawlowski | first = ZS |author2=Schultzberg K | chapter =Ascariasis and sewage in Europe| editor = Block JC |title=Epidemiological Studies of Risks Associated With the Agricultural Use of Sewage Sludge: Knowledge and Needs (EUR) |publisher=Elsevier Science Pub Co |location= |year=1986|pages=83–93 |isbn=1-85166-035-6 |oclc= |doi= }}</ref> <br />
=== ଜୀବନ ଚକ୍ର ===
[[File:Ascariasis LifeCycle - CDC Division of Parasitic Diseases.gifpng|thumb|right|ପୂର୍ଣାଙ୍ଗ କୃମି (୧) କ୍ଷୁଦ୍ର ଅନ୍ତ୍ରର ନଳୀ ମଧ୍ୟରେ ବାସ କରେ ଗୋଟିଏ ମାଈ କୃମି ଦିନକୁ ୨୦୦,୦୦୦ ଅଣ୍ଡା ଦିଏ ଯାହା ମଳ ସହ ବାହାରି ଯାଏ । (୨). ଅଣବିଦ୍ଧ ଅଣ୍ଡା ଖାଇଲେ ସଂକ୍ରମଣ ହୁଏ ନାହିଁ । ସଂବିଦ୍ଧ ଅଣ୍ଡା ଏମ୍ବ୍ରିଓରେ ପରିଣତ ହୋଇ ୧୮ ଦିନରୁ କିଛି ସପ୍ତାହ ପରେ (୩) ବାତାବରଣ (ମଧ୍ୟମ ଆର୍ଦ୍ରତା, ଉଷ୍ମତା ଓ ଛାଇରେ ଥିବା ମାଟି) ଉପରେ ନିର୍ଭର କରି ସଂକ୍ରମଣକ୍ଷମ ହୁଏ । (୪),ଖାଦ୍ୟ ସହ ସଂକ୍ରମଣକ୍ଷମ ଅଣ୍ଡା ଖାଇବା ପରେ ଏଥିରୁ ଲାର୍ଭା ବାହାରି (୫), ଅନ୍ତନାଳୀର ମ୍ୟୁକୋଷା ଭେଦ କରେ ଓ ପୋର୍ଟାଲ ସଂଚାଳନ ପଥରେ ଯାଇ ଶିଷ୍ଟମିକ ସଂଚାଳନରେ ଅଥବା ଲିମ୍ଫାଟିକରେ ବାହିତ ହୋଇ ଫୁସଫୁସରେ ପହଞ୍ଚେ ଓ ପରିପକ୍ୱ ହୁଏ । ଲାର୍ଭା ଫୁସଫୁସରେ ପରିପକ୍ୱ ହୋଇ (୬) ୧୦ରୁ ୧୪ ଦିନରେ ଆଲଭିଓଲାର କାନ୍ଥ ଭେଦ କରି ବ୍ରୋଙ୍କିଆଲ ବୃକ୍ଷରେ ଉପରକୁ ଉଠି ତୋଟିରେ ପହଞ୍ଚିବା ପରେ ଗିଳି ହୋଇଯାଏ । (୭).ଆଉଥରେ କ୍ଷୁଦ୍ର ଅନ୍ତନାଳୀରେ ପହଞ୍ଚି ବୟଃପ୍ରାପ୍ତ ପୋକରେ ପରିଣତ ହୁଏ । ଏହି ଅବସ୍ଥାକୁ ଆସିବା ନିମନ୍ତେ ମୋଟ ୨ରୁ ୩ ସପ୍ତାହ ଲାଗିଯାଏ । ପୂର୍ଣାଙ୍ଗ କୃମି୧ ବର୍ଷରୁ ୨ ବର୍ଷ ବଞ୍ଚି ରହନ୍ତି ।]]
ଗୋଲ କୃମି ସଂକ୍ରମଣର ୬୦ରୁ ୭୦ ଦିନ ପରେ ମଳରେ ତାହାର ଅଣ୍ଡା ଦେଖାଯାଏ, ଲକ୍ଷଣ ୪ରୁ ୧୬ ଦିନ ମଧ୍ୟରେ ଦେଖାଯାଏ । ଅନ୍ତିମ ଲକ୍ଷଣ: ପାକ-ଅନ୍ତନାଳୀ ବେଆରାମ, କଲିକ (ଅନ୍ତ୍ରଶୂଳ), ବାନ୍ତି, ଜ୍ୱର ଓ ମଳରେ ଅଣ୍ଡା । କେତେକ ରୋଗୀଙ୍କର ଫୁସଫୁସ ଓ ସ୍ନାୟୁ ଲକ୍ଷଣ ଦେଖାଯାଏ । କେତେକ କୃମି ପେଣ୍ଡୁ ଆକାର ପ୍ରାପ୍ତ ହୋଇ ଅନ୍ତନାଳୀ ପଥରୋଧ କରନ୍ତି । ଚଳମାନ ଲାର୍ଭା ଯୋଗୁ ନିମୋନିଆ ଓ ଇଓସିନୋଫିଲିଆ ହୁଏ । ପୂର୍ଣାଙ୍ଗ କୃମିର ଆୟୁଷ ୧ରୁ ୨ ବର୍ଷ । ପୁରୁଣା କୃମି ମଲା ପରେ ନୂଆ କୃମି ବାହାରନ୍ତି<ref name=Anderson1>Anderson, R.M. & May, R.M. (1991). Infectious diseases of humans. Dynamics and control. Oxford: Oxford Scientific Publications</ref>, ତେଣୁ ରୋଗୀ ସାରା ଜୀବନ ଏହାର ଶିକାର ହୁଏ । <br> ଅଣ୍ଡା ୧୫ ବର୍ଷ ରହିପାରେ ଓ ଗୋଟି କୃମି ଦିନକୁ ୨୦୦.୦୦୦ ଅଣ୍ଡା ଦେଇପାରେ । ଅନ୍ତନଳୀର ବିପରୀତ ଦିଗରେ ଏମାନେ ଗତି କରି ପାରନ୍ତି ।<ref name=Crompton1>Crompton, D.W. and Pawlowski, Z. (1985). Life history and development of ''Ascaris lumbricoides'' and the persistence of human ascariasis. In: Ascariasis and its public health significance. Eds Crompton, D.W. Nesheim, M.C. and Pawlowski, Z.S. London: Taylor & Francis</ref>
 
"https://or.wikipedia.org/wiki/ଗୋଲ_କୃମି"ରୁ ଅଣାଯାଇଅଛି