"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର + ଲିଖନଶୈଳୀ
୧ କ ଧାଡ଼ି:
{{ଅଧାଗଢ଼ା}}
{{Lead too short}}
'''ଢଗ ଢମାଳି''' (ଅଞ୍ଚଳ ବିଶେଷରେ '''ଢେଗ''' ଓ [[ସମ୍ବଲପୁରୀ ଭାଷା|ସମ୍ବଲପୁରୀ]]ରେ<ref>{{cite book|title=Folk-lore|url=https://books.google.com/books?id=M28LAAAAIAAJ|year=1978|publisher=Indian Publications}}</ref> '''ଢେଙ୍ଗ''', '''ଢେଙ୍ଗା''' ଓ '''ଢଗ''' ବୋଲି ମଧ୍ୟ ଜଣା) [[ଓଡ଼ିଆ ଭାଷା|ଓଡ଼ିଆ]]ରେ ବ୍ୟବହୃତ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥିବା [[ପଦ୍ୟ]]ରେ ଲିଖିତ "ଢଗ" ଓ ବ୍ଯଙ୍ଗୋକ୍ତିକୁ ନେଇ ରଚିତ "ଢମାଳି"କୁ ନେଇ ତିଆରି । ଢଗରେ ପଦମାନଙ୍କ ଶେଷ ଅକ୍ଷର ମେଳ ହେଉଥିବା ବେଳେ ଓ ଢମାଳିରେ ଅକ୍ଷର ମେଳ ହୁଏନାହିଁ । ଉଭୟ ଢଗ ଓ ଢମାଳି ମୁଖ ନିଃସୃତ ଲୋକକଥା ଏବଂ ରୂଢି, ଗଦ୍ୟ/ପଦ, କାବ୍ୟାଂଶ, ଲୋକଗୀତ ଆଦିର ଅଂଶବିଶେଷ । ଏଥିରେ ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଉପଦେଶ ଆଦି ରହିଥାଏ ।<ref name="Bhashakosha">{{cite book |last1=Praharaj |first1=G. C. |title=Purnnacandra Odia Bhashakosha. |date=1930 |url=https://dsal.uchicago.edu/cgi-bin/app/praharaj_query.py?qs=%E0%AC%A2%E0%AC%97%20%E0%AC%A2%E0%AC%AE%E0%AC%BE%E0%AC%B3%E0%AC%BF&searchhws=yes |accessdate=19 June 2020}}</ref><ref name="MahantiMahānti1993">{{cite book|author1=Jagannatha Mahanti|author2=Jagannātha Mahānti|title=Children's Literature of Orissa|url=https://books.google.com/books?id=zepjAAAAMAAJ|year=1993|publisher=Orissa Sahitya Akademi}}</ref> ଢଗ ଢମାଳିକୁ ଲିପିବଦ୍ଧ କରିବାରେ [[ଗୋପାଳ ପ୍ରହରାଜ]] ପ୍ରଥମ ବୋଲି [[ରାଧାରମଣ ପଣ୍ଡା]] ''ପ୍ରହରାଜ ପରିକ୍ରମା''ରେ ଉଲ୍ଲେଖ କରିଥିଲେ ।<ref name="Boulton2003">{{cite book|author=J. V. Boulton|title=Essays on Oriya literature|url=https://books.google.com/books?id=y7VjAAAAMAAJ|year=2003|publisher=Prafulla}}</ref>
{{Sections}}
'''ଢଗ ଢମାଳି''' [[ଓଡ଼ିଆ ଭାଷା|ଓଡ଼ିଆ]]ରେ ବ୍ୟବହୃତ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥିବା [[ପଦ୍ୟ]]ରେ ଲିଖିତ "ଢଗ" ଓ ବ୍ଯଙ୍ଗୋକ୍ତିକୁ ନେଇ ରଚିତ "ଢମାଳି"କୁ ନେଇ ତିଆରି । ଢଗରେ ପଦମାନଙ୍କ ଶେଷ ଅକ୍ଷର ମେଳ ହେଉଥିବା ବେଳେ ଓ ଢମାଳିରେ ଅକ୍ଷର ମେଳ ହୁଏନାହିଁ । ଉଭୟ ଢଗ ଓ ଢମାଳି ମୁଖ ନିଃସୃତ ଲୋକକଥା ଏବଂ ରୂଢି, ଗଦ୍ୟ/ପଦ, କାବ୍ୟାଂଶ, ଲୋକଗୀତ ଆଦିର ଅଂଶବିଶେଷ । ଏଥିରେ ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଉପଦେଶ ଆଦି ରହିଥାଏ ।
 
== ପ୍ରକାରଭେଦ ==
ଢଗ ଢମାଳିକୁ ସାଧାରଣତଃ ସାତୋଟି ବିଚାରଧାରା ଯଥା ବ୍ୟକ୍ତିଗତ, ସାହିତ୍ୟିକ, ବ୍ୟାବହାରିକ, ଧାର୍ମିକ, ସାଂସ୍କୃତିକ, ଔପଚାରିକ ଏବଂ ସଜ୍ଞାନାତ୍ମକ ଭାବେ ଉଲ୍ଲିଖିତ କରାଯାଇପାରେ ।<ref name="indianfolklore">{{cite web|url=http://www.indianfolklore.org/journals/index.php/Lok/article/download/1213/1410|title=Socio-cultural Praxis and Stylistics in Selected Odia Proverbs|last=Pratap Kumar Dash|first=Dr.|accessdate=2 November 2015}}</ref>
 
==ଉଦାହରଣ==
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି