"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଅଯୋଗ୍ୟ ଆଧାର କଢ଼ାଗଲା । କେତେକ ଆଧାର ଖାଲି ଅଯୋଗ୍ୟ ନୁହେଁ ବରଂଚ ପର୍ଣ୍ଣୋଗ୍ରାଫିକ ୱେବସାଇଟର URL ।
୧ କ ଧାଡ଼ି:
{{Lead too short}}
{{Sections}}
'''ଢଗ ଢମାଳି''' [[ଓଡ଼ିଆ ଭାଷା|ଓଡ଼ିଆ]]ରେ ବ୍ୟବହୃତ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥିବା [[ପଦ୍ୟ]]ରେ ଲିଖିତ "ଢଗ" ଓ ବ୍ଯଙ୍ଗୋକ୍ତିକୁ ନେଇ ରଚିତ "ଢମାଳି"କୁ ନେଇ ତିଆରି । ଢଗରେ ପଦମାନଙ୍କ ଶେଷ ଅକ୍ଷର ମେଳ ହେଉଥିବା ବେଳେ ଓ ଢମାଳିରେ ଅକ୍ଷର ମେଳ ହୁଏନାହିଁ । ଉଭୟ ଢଗ ଓ ଢମାଳି ମୁଖ ନିଃସୃତ ଲୋକକଥା ଏବଂ ରୂଢି, ଗଦ୍ୟ/ପଦ, କାବ୍ୟାଂଶ, ଲୋକଗୀତ ଆଦିର ଅଂଶବିଶେଷ । ଏଥିରେ ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଉପଦେଶ ଆଦି ରହିଥାଏ ।
[https://www.statuspictures.com/2019/11/subha-sakala-good-morning-30-images23.html ଓଡ଼ିଆ] ସମାଜିକ ଚାଲିଚଳଣିରେ ଆକ୍ଷେପ, ଉପଦେଶ, ମନ୍ତବ୍ୟ ପାଇଁ ମୁଖ ନିଃସୃତ ଲୋକ କଥା ଯାହା ରୂଢି, ପଦ, କାବ୍ୟାଂଶ, ଲୋକଗୀତର ଅଂଶବିଶେଷ ଅଟେ ଏବଂ ଗଦ୍ୟ କିମ୍ବା ପଦ୍ୟ ଭାବେ ପ୍ରକାଶ ହୋଇଥାଏ । ଲୋକକଥା, ଢଗ ଢମାଳି ତଥା ରୂଢି ପ୍ରୟୋଗର ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଭାଷାଗତ ମୂଲ୍ୟ କିଛି କମ୍‌ ନୁହେଁ । ମାନବ ସମାଜରେ ଭାବର ଏହି ବ୍ୟଙ୍ଗାତ୍ମକ ପରିପ୍ରକାଶରେ [https://www.statuspictures.com/2019/11/subha-sakala-good-morning-30-images23.html ସାଂସ୍କୃତିକ, ପୌରାଣିକ ତଥା ସାମାଜିକ] ପରମ୍ପରାର ଝଲକ ଦେଖିବାକୁ ମିଳେ । ଆମ ଦୈନନ୍ଦିନ ଜୀବନର ନିତିଦିନିଆ ଘଟଣାକୁ ଏକ ରଚନାତ୍ମକ ତଥା ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରକାଶ କରିବାର ଏହି ଅଭିନବ ଶୈଳୀ ଆମ ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ସାଧାରଣତଃ ଢଗ ଢମାଳିକୁ ସାତୋଟି ବିଚାରଧାରାରେ ଉଲ୍ଲିଖିତ କରାଯାଇପାରେ । ଢଗ ଓ ଢମାଳି ସମାନାର୍ଥ ପ୍ରତୀତ ହେଉଥିଲେ ମଧ୍ୟ ଏଥିରେ ଏକ ସୂକ୍ଷ୍ମ ପାର୍ଥକ୍ୟ ଦୁଇଟି ଶବ୍ଦରେ ମଧ୍ୟ ବିଦ୍ୟମାନ । ଢଗରେ ଥାଏ ଶେଷ ଅକ୍ଷରର ମେଳ, ଉପଦେଶମୂଳକ ଏବଂ ଅନୁଭୂତିସିଦ୍ଧ ବଚନ । ଢ଼ମାଳିରେ ଅମେଳଯୁକ୍ତ ଗୀତ ଥାଏ ଏବଂ ସେ ସବୁ ସାଧାରଣତଃ ବ୍ୟଙ୍ଗୋକ୍ତିପୁର୍ଣ୍ଣ। ଯଥା: ବ୍ୟକ୍ତିଗତ, ସାହିତ୍ୟିକ, ବ୍ୟାବହାରିକ, ଧାର୍ମିକ, ସାଂସ୍କୃତିକ, ଔପଚାରିକ ଏବଂ ସଜ୍ଞାନାତ୍ମକ ।<ref name="indianfolklore">{{cite web|url=http://www.indianfolklore.org/journals/index.php/Lok/article/download/1213/1410|title=Socio-cultural Praxis and Stylistics in Selected Odia Proverbs|last=Pratap Kumar Dash|first=Dr.|accessdate=2 November 2015}}</ref> ଅନ୍ୟ ଭାଷା ଭଳି [https://www.statuspictures.com/2019/11/subha-sakala-good-morning-30-images23.html ଓଡ଼ିଆ] ଭାଷାରେ ଢଗ ଢମାଳିର ସଂଖ୍ୟା କିଛି କମ୍‌ ନୁହେଁ । ତେବେ ବ୍ୟାବହାରିକ ତଥା ଶୈଳୀଗତ ଦୃଷ୍ଟିରୁ ଓଡ଼ିଆ ଢଗ ଢମାଳିଗୁଡିକୁ ନିମ୍ନମତେ ଭାଗ କରାଯାଇପାରେ:<ref name="indianfolklore" />
 
== ପ୍ରକାରଭେଦ ==
ଢଗ ଢମାଳିକୁ ସାଧାରଣତଃ ସାତୋଟି ବିଚାରଧାରା ଯଥା ବ୍ୟକ୍ତିଗତ, ସାହିତ୍ୟିକ, ବ୍ୟାବହାରିକ, ଧାର୍ମିକ, ସାଂସ୍କୃତିକ, ଔପଚାରିକ ଏବଂ ସଜ୍ଞାନାତ୍ମକ ଭାବେ ଉଲ୍ଲିଖିତ କରାଯାଇପାରେ ।<ref name="indianfolklore">{{cite web|url=http://www.indianfolklore.org/journals/index.php/Lok/article/download/1213/1410|title=Socio-cultural Praxis and Stylistics in Selected Odia Proverbs|last=Pratap Kumar Dash|first=Dr.|accessdate=2 November 2015}}</ref>
 
==ଉଦାହରଣ==
ଏହିଠାରେ ଉଦାହରଣ ନିମନ୍ତେ କିଛି ଜଶାଶୁଣା ଢଗମାନ ଦିଆଯାଇଅଛି। ଏକ ବର୍ଣ୍ଣମାଳା ଭିତ୍ତିକ ତାଲିକା ପାଇଁ [[ଢଗ ଢମାଳି/ତାଲିକା]] ଦେଖନ୍ତୁ।
=== ବ୍ୟାବହାରିକ ===
* '''ଅରକ୍ଷିତକୁ ଦଇବ ସାହା''' -
ଦୈନନ୍ଦିନ ଜୀବନର ଅନେକ ବ୍ୟାବହାରିକ ସତ୍ୟକୁ ଦର୍ପଣ ଭଳି ଆମକୁ ଦେଖାଇ ଆମର ଭବିଷ୍ୟତ ପାଇଁ ଏକ ମାର୍ଗ ଦର୍ଶନ କରୁଥିବା କିଛି ଢଗ ଏହି ଶ୍ରେଣୀର ଅନ୍ତର୍ଗତ ।
* '''ଅଳ୍ପ ବିଦ୍ୟା ଭୟଙ୍କରୀ''' - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
* '''ଅରକ୍ଷିତକୁ ଦଇବ ସାହା''' -
*' ''ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା-'''
* '''ଅଳ୍ପ ବିଦ୍ୟା ଭୟଙ୍କରୀ''' - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
*' ''କଟକ ଚିନ୍ତା ବାଇମୁଣ୍ଦିକୁ-'ବାଇମୁଣ୍ଡିକି''
*'''ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା-'''
*'''କଟକ ଚିନ୍ତା ବାଇମୁଣ୍ଦିକୁ-'''
 
=== ଧାର୍ମିକ ===
* '''ଅତି ଗର୍ବେ ହତ ଲଙ୍କା''' -
 
*' ''ମର୍ତ୍ତ୍ୟମଣ୍ଡଳେ ଦେହ ବୋହି, ଦେବତା ହେଲେ ବି ମରଇ-'''
* '''ଅତି ଗର୍ବେ ହତ ଲଙ୍କା''' -
*' ''ରଖେ ହରି ମାରେ କିଏ, ମାରେ ହରି ରଖେ କିଏ-'''
*'''ମର୍ତ୍ତ୍ୟମଣ୍ଡଳେ ଦେହ ବୋହି, ଦେବତା ହେଲେ ବି ମରଇ-'''
*'''ରଖେ ହରି ମାରେ କିଏ, ମାରେ ହରି ରଖେ କିଏ-'''
 
=== କିମ୍ବଦନ୍ତୀ ତଥା ଉପାଖ୍ୟାନ ===
*' ''କୀଚକ ବାହୁବଳେ ବିରାଟ ରାଜା-'''
 
*' ''ନର ହେଉ ବା ହାତି, ଅଶ୍ୱତ୍ଥମା ହତ-'''
*'''କୀଚକ ବାହୁବଳେ ବିରାଟ ରାଜା-'''
*' ''ଭୀମବଳ କୁନ୍ତିକୁ ଜଣା-'''
*'''ନର ହେଉ ବା ହାତି, ଅଶ୍ୱତ୍ଥମା ହତ-'''
*'''ଭୀମବଳ କୁନ୍ତିକୁ ଜଣା-'''
 
=== ଲୋକକଥା ===
*' ''ଅକାଳେ ଗୋଦରି କଲା ବେଉସା ,ଲାଭ ଖାଇଗଲା ଚୁଟିଆ ମୁଷା''' - ବ୍ୟବସାୟ ବାବଦରେ କିଛି ନ ଜାଣି ହଠାତ୍‌ ବ୍ୟବସାୟ କରି କ୍ଷତି ସହିବା ।
* '''ଅତି ଅଲାଜୁକ ନାଚିଯାଏ, ଅତି ପୋଡାମୁହାଁପୋଡ଼ାମୁହାଁ ଗୀତଗାଏ''' - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା । <ref name="nuaodisha">{{cite web|url=http://www.nuaodisha.com/Odia-Dhaga-Dhamali-1.aspx|title=ଓଡ଼ିଆ ଢଗ ଧମାଳି|accessdate=2 November 2015}}</ref><ref name="odiaproverb">{{cite web|url=http://www.odiasantabanta.in/p/odia-dhaga-dhamali.html|title=Common Odia Proverbs with their meaning|accessdate=2 November 2015}}</ref>
*' ''ଅଣ୍ଟିଛୁରୀ ତଣ୍ଟି କାଟେ''' -
 
== ଆଧାର ==
{{ଆଧାର}}
 
==ଅଧିକ ଦେଖିବେ==
[[ଢଗ ଢମାଳି/ତାଲିକା| କିଛି ଢଗ ଢମାଳିର ତାଲିକା]]
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି