"ଆଲୋଚନା:ସମ୍ବଲପୁରୀ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Latest comment: ୩ ବର୍ଷ ପୂର୍ବେ by ଶିତିକଣ୍ଠ ଦାଶ in topic ନୂଆ ନାମ
Content deleted Content added
→‎ନୂଆ ନାମ: ନୂଆ ଭାଗ
(କିଛି ବଦଳିନାହିଁ)

୦୭:୩୩, ୧୯ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ନୂଆ ନାମ

ଅଧିକ ପ୍ରଚଳିତ ନାମ ହିଁ ବ୍ୟବହାର ହୁଏ ଉଇକିପିଡ଼ିଆରେ, ଏଣୁ ଏହାକୁ ସମ୍ବଲପୁରୀ ନାମକୁ ଘୁଞ୍ଚାଯଉ । ଇଂରାଜୀ ଉଇକିରେ ବି ସମ୍ବଲପୁରୀ ଅଛି । କୋଶଳୀକୁ ପ୍ରାୟତଃ ଆୱାଧି ଭାଷାର ଅନ୍ୟନାମ ଭାବେ ବ୍ୟବହାର କରାଯାଏ (ଅଧିକ ପଢନ୍ତୁ: w:en:Awadhi language)--ଶିତିକଣ୍ଠ (ଆଲୋଚନା) ୦୭:୩୩, ୧୯ ଜୁନ ୨୦୨୦ (IST)Reply

Return to "ସମ୍ବଲପୁରୀ ଭାଷା" page.