"ବନମାଳି ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୯ କ ଧାଡ଼ି:
 
== ରାଜନୈତିକ ଜୀବନ ==
ବନମାଳି ଓଡ଼ିଶା ରାଜନୀତିରେ ଜନ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।<ref name="Banamali Patnaik"/> ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ ସମୁଦାୟ ତିନିଥର କାର୍ଯ୍ୟ କରିଥିଲେ ।<ref name="Banamali Patnaik"/> ଭାରତୀୟର ସଂସଦର ତଳ ସଦନ [[ଲୋକ ସଭା]]ରେ ସେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।<ref name="Banamali Patnaik/"/> ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref name="Banamali Patnaik"/>
<!--
୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବନମାଳି ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ [[ଚୌଦ୍ୱାର-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3626-orissa-1990/|title=Orissa 1990|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ କୁମାର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରି।<ref name=":0" /> ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।