"ଗଳା ପ୍ରଦାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ତୃଟି ଠିକ କରାଗଲା
ଟିକେNo edit summary
 
୧୮ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଗଳା ପ୍ରଦାହ''' ରୋଗରେ ତଣ୍ଟି ପଛ ପାଖରେ [[ପ୍ରଦାହ]] ହୁଏ । ଏହା ଫଳରେ [[ଜ୍ୱର]] ଓ [[ଗଳା ଯନ୍ତ୍ରଣା]] ([[:en:sore throat|sore throat]]) ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନାକରୁ ପାଣି ବୋହିବା, [[କାଶ]], ମୁଣ୍ଡବଥା, [[କର୍କଶ ସ୍ୱର]] ([[:en:hoarse voice|hoarse voice]]) ହୁଏ ।<ref name=Rut2015/> ଲକ୍ଷଣ ପ୍ରାୟ ୩ରୁ ୫ ଦିନ ପର୍ଯ୍ୟନ୍ତ ରହେ ।ରୋଗ ଜଟିଳ ହେଲେ ସାଇନୁସାଇଟିସ ([[:en:sinusitis|sinusitis]]) , ଆକ୍ୟୁଟ ଓଟାଇଟିସ ମିଡିଆ ହୁଏ ([[:en:acute otitis media|acute otitis media]]) । ଗଳା ପ୍ରଦାହ ରୋଗ ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯୋଗୁ ହୁଏ ।<ref>{{cite web|title=Pharyngitis|url=https://www.nlm.nih.gov/cgi/mesh/2016/MB_cgi?mode=&term=Pharyngitis&field=entry#TreeC08.730.561|website=National Library of Medicine|accessdate=4 August 2016}}</ref>