"ଯମୁନା ଟୁଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Jamuna Tudu}}
{{Infobox person
| name = ଯମୁନା ଟୁଡୁ
Line ୧୭ ⟶ ୧୮:
| awards = ପଦ୍ମଶ୍ରୀ
}}
 
'''ଯମୁନା ଟୁଡୁ''', ଜଣେ ପରିବେଶବିତ । [[ଓଡ଼ିଶା]]<nowiki/>ରେ ଜନ୍ମିତ ଯମୁନା ନିଜ ଶାଶୁଘର [[ଝାଡ଼ଖଣ୍ଡ|ଝାଡ଼ଖଣ୍ଡre]]''' ବନ ସଂରକ୍ଷଣ ଦିଗରେ କରିଥିବା କାର୍ଯ୍ୟ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ।
 
== ଜୀବନୀ ==
Line ୨୩ ⟶ ୨୫:
 
== ସମ୍ମାନ ଓ ପୁରସ୍କାର ==
୨୦୧୭ ମସିହାରେ ଯମୁନା "ୱମେନ ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ" ପୁରସ୍କାର ଲାଭ କରିଥିଲେ । ୨୦୧୯ ମସିହାରେ ସେ [[ପଦ୍ମଶ୍ରୀ]] ପୁରସ୍କାର ଲାଭ କରିଥିଲେ । ୨୦୧୪ରେ ତାଙ୍କୁ "ଗଡ଼ଫ୍ରେ ଫିଲିପ୍ସ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଝାଡ଼ଖଣ୍ଡ ରାଜ୍ୟରେ ସେ "ଲେଡି ଟାର୍ଜନ", ବନଦେବୀ ଓ ବନମା ଭାବରେ ପରିଚିତ । ୨୦୨୦ରେ ଯମୁନା ଓ ଚାମି ମୁର୍ମୁ ଏକାଠି ହୋଇଥିଲେ ଝାଡ଼ଖଣ୍ଡର ଜଙ୍ଗଲକୁ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ । ଉଭୟଙ୍କୁ ଝାଡ଼ଖଣ୍ଡରେ "ଲେଡି ଟାର୍ଜନ" କୁହାଯାଏ । ଚାମିଙ୍କ ଅନୁଷ୍ଠାନରେ ୩୦୦୦ ମହିଳା କାମ କରନ୍ତି ଓ ଜଙ୍ଗଲ ସୁରକ୍ଷା ଦିଗରେ ସେମାନେ କାମ କରନ୍ତି ।
୨୦୧୭ ମସିହାରେ ଯମୁନା "ୱମେନ ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ" ପୁରସ୍କାର ଲାଭ କରିଥିଲେ ।
 
୨୦୧୯ ମସିହାରେ ସେ [[ପଦ୍ମଶ୍ରୀ]] ପୁରସ୍କାର ଲାଭ କରିଥିଲେ । ୨୦୧୪ରେ ତାଙ୍କୁ "ଗଡ଼ଫ୍ରେ ଫିଲିପ୍ସ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଝାଡ଼ଖଣ୍ଡ ରାଜ୍ୟରେ ସେ "ଲେଡି ଟାର୍ଜନ", ବନଦେବୀ ଓ ବନମା ଭାବରେ ପରିଚିତ ।
 
୨୦୨୦ରେ ଯମୁନା ଓ ଚାମି ମୁର୍ମୁ ଏକାଠି ହୋଇଥିଲେ ଝାଡ଼ଖଣ୍ଡର ଜଙ୍ଗଲକୁ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ । ଉଭୟଙ୍କୁ ଝାଡ଼ଖଣ୍ଡରେ "ଲେଡି ଟାର୍ଜନ" କୁହାଯାଏ । ଚାମିଙ୍କ ଅନୁଷ୍ଠାନରେ ୩୦୦୦ ମହିଳା କାମ କରନ୍ତି ଓ ଜଙ୍ଗଲ ସୁରକ୍ଷା ଦିଗରେ ସେମାନେ କାମ କରନ୍ତି ।
 
== ମନ କି ବାତ ==