"ପ୍ରମୋଦ କୁମାର ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Pramod Kumar Satapathy"
 
ଆଧାର ଓ ସଜାଣି
୧ କ ଧାଡ଼ି:
{{ଛୋଟ|Pramod Kumar Satapathy}}
{{Infobox police officer|honorific prefix=ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ|name=ପ୍ରମୋଦ କୁମାର ଶତପଥୀ|honorific suffix=ଅଶୋକ ଚକ୍ର|image=Smt. Amita Satpathy receiving Ashoka Chakra awarded to her husband Shri Pramod Kumar Satpathy (Posthumous) from the President, Smt. Pratibha Devisingh Patil, during the 60th Republic Day Parade-2009, in New Delhi.jpg|caption=ଶ୍ରୀମତି ଅମିତା ଶତପଥୀ, ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଶତପଥୀଙ୍କଠାରୁ ସ୍ୱାମୀ ପ୍ରମୋଦ କୁମାର ଶତପଥୀଙ୍କ ପାଇଁ ୨୦୦୯ ମସିହା ଗଣତନ୍ତ୍ର ଦିବସ ପାରେଡ଼ରେ ଅଶୋକ ଚକ୍ର ପୁରସ୍କାର ଗ୍ରହଣ କରିଥିଲେ ।|awards=[[File:Ashoka Chakra ribbon.svg|30px]] [[Ashoka Chakra (military decoration)|Ashoka Chakra]]|death_date={{Death date |df=yes|2008|02|15}}|birth_place=[[ଓଡ଼ିଶା]], [[ଭାରତ]]|death_place=[[ନୟାଗଡ଼]], [[ଓଡ଼ିଶା]], [[ଭାରତ]]|rank=ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ|allegiance={{Flag|India}}}}ପ୍ରମୋଦ କୁମାର ଶତପଥୀ, ଜଣେ ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ ଥିଲେ । ସେ ଓଡ଼ିଶା ପୋଲିସ ଅଧିନରେ ଥିବା ଓଡ଼ିଶା ସ୍ପେସିଆଲ ଆର୍ମଡ଼ ଫୋର୍ସ ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଥିଲେ
{{Infobox police officer
|honorific prefix= ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ
|name= ପ୍ରମୋଦ କୁମାର ଶତପଥୀ
|honorific suffix= ଅଶୋକ ଚକ୍ର
|image=Smt. Amita Satpathy receiving Ashoka Chakra awarded to her husband Shri Pramod Kumar Satpathy (Posthumous) from the President, Smt. Pratibha Devisingh Patil, during the 60th Republic Day Parade-2009, in New Delhi.jpg
|caption= ଶ୍ରୀମତି ଅମିତା ଶତପଥୀ, ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଶତପଥୀଙ୍କଠାରୁ ସ୍ୱାମୀ ପ୍ରମୋଦ କୁମାର ଶତପଥୀଙ୍କ ପାଇଁ ୨୦୦୯ ମସିହା ଗଣତନ୍ତ୍ର ଦିବସ ପାରେଡ଼ରେ ଅଶୋକ ଚକ୍ର ପୁରସ୍କାର ଗ୍ରହଣ କରିଥିଲେ ।
|awards= ଅଶୋକ ଚକ୍ର ୨୦୦୯
|death_date={{Death date |df=yes|2008|02|15}}
|birth_place=[[ଓଡ଼ିଶା]], [[ଭାରତ]]
|death_place=[[ନୟାଗଡ଼]], [[ଓଡ଼ିଶା]], [[ଭାରତ]]
|rank=ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ
|allegiance={{Flag|India}}}}
 
'''ପ୍ରମୋଦ କୁମାର ଶତପଥୀ''', ଜଣେ ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ ଥିଲେ । ସେ ଓଡ଼ିଶା ପୋଲିସ ଅଧିନରେ ଥିବା ଓଡ଼ିଶା ସ୍ପେସିଆଲ ଆର୍ମଡ଼ ଫୋର୍ସ ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଥିଲେ ।<ref name="Aggarwal">{{cite book|author=Rashmi Aggarwal|title=Ashoka Chakra Recipients|url=https://books.google.com/books?id=8LjjDAAAQBAJ&pg=PT134|date=101-01-01|publisher=Prabhat Prakashan|pages=134–}}</ref> ୨୦୦୯ରେ ତାଙ୍କ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।<ref name="Mohanty2010">{{cite book|author=Muktikanta Mohanty|title=Macmillan's General Knowledge Manual 2010|url=https://books.google.com/books?id=PBx03lUGHlUC&pg=PA352|date=February 2010|publisher=Macmillan Publishers India Limited|isbn=978-0-230-32874-7|pages=352–}}</ref>
 
== ବୀରତାପୂର୍ଣ୍ଣ କାର୍ଯ୍ୟ ==
୨୦୦୮ ମସିହା ଫେବୃଆରୀ ୧୫ ତାରିଖରେ, ୫୦୦ ଜଣ ସଶସ୍ତ୍ର ନକ୍ସଲ ପୋଲିସ ଉପରେ ଆକ୍ରମଣ କରିଥିଲେ । ସେହି ଆକ୍ରମଣକାରୀ ନକ୍ସଲମାନେ [[ନୟାଗଡ଼ ଜିଲ୍ଲା]]<nowiki/>ର ଜଙ୍ଗଲରେ ଲୁଚିଥିବା ଖବର ପାଇଥିଲେ ପ୍ରମୋଦ । ସେ ନିଜ ସହିତ ୨୦ଜଣ ପୋଲିସ କର୍ମୀଙ୍କୁ ସାଥିରେ ନେଇ ସେହି ନକ୍ସଲମାନଙ୍କ ଉପରେ ଆକ୍ରମଣ କରିଥିଲେ । ନକ୍ସଲମାନଙ୍କ ସହିତ ଏହି ଯୁଦ୍ଧର ନେତୃତ୍ୱ ନେଇଥିଲେ ପ୍ରମୋଦ । ନକ୍ସଲମାନଙ୍କ ସହିତ ଏହି ଯୁଦ୍ଧରେ ପ୍ରମୋଦ ସହିଦ ହୋଇଥିଲେ ।<ref>{{cite web|title=Ashoka Chakra awardees and their saga of gallantry|url=http://pib.nic.in/newsite/PrintRelease.aspx?relid=46980|website=PIB, Government of India|accessdate=}}</ref>
 
== ଅଶୋକ ଚକ୍ର ସମ୍ମାନ ==