"ପ୍ରମୋଦ କୁମାର ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ
Content deleted Content added
Created by translating the page "Pramod Kumar Satapathy"
(କିଛି ବଦଳିନାହିଁ)

୧୪:୪୧, ୪ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ପ୍ରମୋଦ କୁମାର ଶତପଥୀ, ଜଣେ ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ ଥିଲେ । ସେ ଓଡ଼ିଶା ପୋଲିସ ଅଧିନରେ ଥିବା ଓଡ଼ିଶା ସ୍ପେସିଆଲ ଆର୍ମଡ଼ ଫୋର୍ସ ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଥିଲେ

ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ପ୍ରମୋଦ କୁମାର ଶତପଥୀ

ଅଶୋକ ଚକ୍ର
ଶ୍ରୀମତି ଅମିତା ଶତପଥୀ, ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଶତପଥୀଙ୍କଠାରୁ ସ୍ୱାମୀ ପ୍ରମୋଦ କୁମାର ଶତପଥୀଙ୍କ ପାଇଁ ୨୦୦୯ ମସିହା ଗଣତନ୍ତ୍ର ଦିବସ ପାରେଡ଼ରେ ଅଶୋକ ଚକ୍ର ପୁରସ୍କାର ଗ୍ରହଣ କରିଥିଲେ ।
Born
Died୧୫ ଫେବୃଆରୀ ୨୦୦୮(୨୦୦୮-୦୨-୧୫)
Awards Ashoka Chakra
Police career
Allegiance India
Rankଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ବୀରତାପୂର୍ଣ୍ଣ କାର୍ଯ୍ୟ

୨୦୦୮ ମସିହା ଫେବୃଆରୀ ୧୫ ତାରିଖରେ, ୫୦୦ ଜଣ ସଶସ୍ତ୍ର ନକ୍ସଲ ପୋଲିସ ଉପରେ ଆକ୍ରମଣ କରିଥିଲେ । ସେହି ଆକ୍ରମଣକାରୀ ନକ୍ସଲମାନେ ନୟାଗଡ଼ ଜିଲ୍ଲାର ଜଙ୍ଗଲରେ ଲୁଚିଥିବା ଖବର ପାଇଥିଲେ ପ୍ରମୋଦ । ସେ ନିଜ ସହିତ ୨୦ଜଣ ପୋଲିସ କର୍ମୀଙ୍କୁ ସାଥିରେ ନେଇ ସେହି ନକ୍ସଲମାନଙ୍କ ଉପରେ ଆକ୍ରମଣ କରିଥିଲେ । ନକ୍ସଲମାନଙ୍କ ସହିତ ଏହି ଯୁଦ୍ଧର ନେତୃତ୍ୱ ନେଇଥିଲେ ପ୍ରମୋଦ । ନକ୍ସଲମାନଙ୍କ ସହିତ ଏହି ଯୁଦ୍ଧରେ ପ୍ରମୋଦ ସହିଦ ହୋଇଥିଲେ ।

ଅଶୋକ ଚକ୍ର ସମ୍ମାନ

ପ୍ରମୋଦଙ୍କର ଏହି ବୀରତାପୂର୍ଣ୍ନ କାର୍ଯ୍ୟପାଇଁ ୨୦୦୯ ମସିହା ସାଧାରଣତନ୍ତ୍ର ଦିବସ (ଭାରତ) ଦିବସରେ ରାଷ୍ଟ୍ରପତି ପ୍ରତିଭା ପାଟିଲ, ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରିଥିଲେ ।[୧]

ଆଧାର

  1. "Posthumous honour for top police official". The Hindu. Retrieved 16 March 2018.