"ବିଶ୍ୱ ସାଇକେଲ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "World Bicycle Day"
 
ଆଧାର
୧ କ ଧାଡ଼ି:
 
[[ଫାଇଲ:Cycling_Playa_del_Carmen.jpg|thumb]]
[[ଫାଇଲ:Tweed_Run_Washington,_D.C._02.jpg|thumb]]
Line ୭ ⟶ ୬:
[[ଫାଇଲ:Place_Saint-Augustin,_Paris_December_2014_001.jpg|thumb|ପ୍ୟାରିସରେ ସାଇକେଲ ଆରୋହୀମାନେ]]
[[ଫାଇଲ:Bikecultureincopenhagen.jpg|thumb|କୋପରହେଗେନରେ ସାଇକେଲ ଚାଳକମାନେ]]
 
<nowiki>'''ବିଶ୍ୱ ସାଇକେଲ ଦିବସ'''</nowiki> ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ ।<ref>{{Cite web|url=http://www.un.org/en/events/bicycleday/|title=World Bicycle Day, 3 June|website=www.un.org|language=EN|access-date=2018-11-23|ref=Official UN WBD page}}</ref> ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆ ଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା । ବିଶ୍ୱ ସାଇକେଲ ଦିବସରେ, "ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ପରିଚ୍ଛନତା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ ।"<ref name=":0">A.Res.72.272 World Bicycle Day, United Nations Resolution</ref>
 
== ବିଶ୍ୱ ସାଇକେଲ ଦିବସର ଅୟମାରମ୍ଭ ==
ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି, ନିଜେ ପଢାଉଥିବା ସମାଜବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । କ୍ରମେ ତୁର୍କମେନିସ୍ଥାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା ।<ref>{{Cite news|url=https://blogs.worldbank.org/transport/world-bicycle-day-meet-man-who-made-it-happen?CID=TAI_TT_Transport_EN_EXT|title=World Bicycle Day: Meet the man who made it happen|last=Senarath|first=Yohan|date=2018-05-01|work=Transport for Development|access-date=2018-05-02|language=en}}</ref><ref name=":0" /><ref>{{Cite web|url=http://mcblogs.montgomerycollege.edu/atmc/mc-professor-and-students-win-un-support-for-world-bicycle-day/|title=MC Professor and Students Win UN Support for World Bicycle Day|last=Staff}}</ref> ବିଶ୍ୱ ସାଇକେଲ ଦିବସର(#June3WorldBicycleDay) ଧଳା ଓ ନୀଳ ଲୋଗୋ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଥିଲା । ଏଥି ସହିତ ଜଡିତ ଆନିମେସନ କାମ କରିଥିଲେ ପ୍ରଫେସର ଜନ ଏ ସ୍ୱାନସନ । ଏହି ଲୋଗୋରେ ସାଇକେଲ ଚାଳକ ମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ । ଲୋଗୋର ନିମ୍ନରେ ଏକ ହାସଟ୍ୟାଗରେ #ଜୁନ୩ବିଶ୍ୱସାଇକେଲଦିବସ ଲେଖା ଯାଇଥାଏ । 'ସମସ୍ତ ମାନବଜାତୀର ସେବାରେ ସାଇକେଲ' ଏହି ଲୋଗୋର ମୁଖ୍ୟ ସନ୍ଦେଶ ରହିଥାଏ ।ref>{{Cite web|url=https://www.youtube.com/watch?v=-a8v6Jt9Beg|title=MC Today - World Bicycle Day}}</ref> ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ ଏ ସ୍ୱାନସନଙ୍କ ଆନିମେସନରେ ସଜ୍ଜିତ ।
 
== ବିଶ୍ୱ ସାଇକେଲ ଦିବସର ମହତ୍ତ୍ୱ ==
ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ । ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ, "ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ ।"<ref name=":0" /> ସାଇକେଲ ପୁଣି "ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷା"ର ପ୍ରତୀକ ଭାବରେ ମଧ୍ୟ ଦେଖା ଯାଇଥାଏ " ।<ref>{{Cite web|title=World Bicycle Day|url=https://www.un.org/en/observances/bicycle-day|last=United Nations|first=|date=|website=un.org|url-status=live|archive-url=|archive-date=|access-date=}}</ref>
 
ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ ଟାଇପ ୧ ଓ ଟାଇପ ୨ [[ମଧୁମେହ]] ପିଡିତଙ୍କର ସୁସ୍ଥ ଜୀବନଶୈଳୀ ସହିତ ଯୋଡା ଯାଇଛି ।<ref>{{Cite web|url=https://www.facebook.com/552375365204522/posts/667251483716909?sfns=mo|title=Mateusz Rudyk}}</ref>
 
== ଆଧାର ==