"ଦହିଆଳ ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Oriental Magpie Robin}} {{speciesbox | name = ଦହିଆଳ ପକ୍ଷୀ</br>ଦୟାଳୁ ପକ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୪୯ କ ଧାଡ଼ି:
 
[[ସିଙ୍ଗାପୁର]] ଓ [[ହଂକଂ|ହଂକଂରେ]] (ଏଠାରେ ଦହିଆଳ ପକ୍ଷୀର ପ୍ରଚଳିତ ମାଳୟ ନାମ ମୁରାଇ କାମ୍ପୁଂଗ୍/କ୍ୟାକିଂ) ୧୯୨୦ ଦଶନ୍ଧି ପର୍ଯ୍ୟନ୍ତ ଏମାନଙ୍କୁ ଦେଖିବା ଏକ ସାଧାରଣ ବିଷୟ ଥିଲା । କିନ୍ତୁ ସମ୍ଭବତଃ [[ବଣି|ବଣିମାନଙ୍କ]] ସଂଖ୍ୟା ଓ ତତ୍-ସମ୍ପର୍କିତ ପ୍ରତିଯୋଗିତା ବଢ଼ିବାରୁ ୧୯୭୦ ଦଶନ୍ଧି ବେଳକୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା ।<ref>{{cite journal|lastauthoramp=yes|vauthors=Huong SL, Sodhi NS|year=1997|title=Status of the Oriental Magpie Robin ''Copsychus saularis'' in Singapore|journal=Malay Nat. J.|volume=50|pages=347–354}}</ref> ପୋଷା ମନାଇବା ପାଇଁ ଫାଶ ପକାଇ ଧରିବା, ପରିବାସ ନଷ୍ଟ ଓ ପକ୍ଷୀ ବ୍ୟବସାୟ ମଧ୍ୟ ଏହାର ଅନ୍ୟାନ୍ୟ କାରଣ ସାଜିବାରୁ ଦହିଆଳ ପକ୍ଷୀଙ୍କୁ ସ୍ଥାନୀୟ ଆଇନର ସୁରକ୍ଷା ପ୍ରଦାନ କରାଯାଉଛି ।<ref>{{cite journal|author1=Yap, Charlotte A. M.|author2=Navjot S. Sodhi|lastauthoramp=yes|year=2004|title=Southeast Asian invasive birds: ecology, impact and management|journal=Ornithological Science|volume=3|pages=57–67}}</ref>
[[ଫାଇଲ:Doyel_Chatwar_1.A.M.R.jpg|ଡାହାଣ|thumb|[[ଢାକା]] ସହରର ଡୋଏଲ୍ ଛକ]]
 
କିଛି ଶିକାରୀ ପକ୍ଷୀ ଦହିଆଳ ପକ୍ଷୀଙ୍କ ଶିକାର ମଧ୍ୟ କରିଥାନ୍ତି । ବିଭିନ୍ନ ଭୂତାଣୁ ଓ ପରଜୀବୀ ଜୀବାଣୁ ମଧ୍ୟ ଏମାନଙ୍କୁ ଆକ୍ରାନ୍ତ କରିପାରନ୍ତି । ପକ୍ଷୀଙ୍କ ମ୍ୟାଲେରିଆ ଜୀବାଣୁଠାରୁ ଏମାନେ ସୁରକ୍ଷିତ<ref>{{cite journal|author=Ogaki, M.|year=1949|title=Bird Malaria Parasites Found in Malay Peninsula.|journal=Am. J. Trop. Med.|volume=29|issue=4|pages=459–462|doi=10.4269/ajtmh.1949.s1-29.459|pmid=18153046}}</ref>, କିନ୍ତୁ ଦହିଆଳ ପକ୍ଷୀମାନେ ଏଚ୍୪ଏନ୍୩ (H4N3)<ref>{{cite book|title=Avian Influenza in the Eastern Hemisphere 1986-1992. Avian Diseases 47. Special Issue.|author=Dennis J. Alexander|publisher=Third International Symposium on Avian Influenza. 1992 Proceedings.|year=1992|pages=7–19}}</ref> ଓ ଏଚ୍୫ଏନ୍୧ (H5N1) ଦ୍ୱାରା ଆକ୍ରାନ୍ତ ହେବା ଦେଖାଯାଇଛି ।<ref>{{cite book|url=http://www.afcd.gov.hk/english/quarantine/qua_vetlab/qua_vetlab_ndr/qua_vetlab_ndr_adr/files/qer010306.pdf|title=Quarterly Epidemiology Report Jan-Mar 2006|publisher=Hong Kong Government|year=2006}}</ref> ଏମାନଙ୍କ ଆଖିକୁ ପରଜୀବୀ ଆକ୍ରାନ୍ତ କରିବା ମଧ୍ୟ ଦେଖାଯାଇଛି ।<ref>{{cite journal|author=Sultana, Ameer|year=1961|title=A Known and a New Filariid from Indian Birds|journal=The Journal of Parasitology|volume=47|issue=5|pages=713–714|doi=10.2307/3275453|jstor=3275453|pmid=13918345}}</ref>
 
== ସଂସ୍କୃତିରେ ଦହିଆଳ ପକ୍ଷୀ ==
 
[[ଫାଇଲ:Doyel_Chatwar_1.A.M.R.jpg|ଡାହାଣ|thumb|[[ଢାକା]] ସହରର ଡୋଏଲ୍ ଛକ]]
 
ସୁନ୍ଦର ଗୀତ ଗାଉଥିବାରୁ ଓ ପକ୍ଷୀ ଲଢ଼େଇ ପାଇଁ ପୂର୍ବେ ଭାରତରେ ଏମାନଙ୍କୁ ପଞ୍ଜୁରୀରେ ପୋଷା ମନାଇ ରଖାଯାଉଥିଲା ।<ref>{{cite book|url=https://archive.org/details/petbirdsofbengal00laws|title=Pet birds of Bengal|author=Law, Satya Churn|publisher=Thacker, Spink & Co|year=1923}}</ref> ଦକ୍ଷିଣ-ପୂର୍ବ ଏସିଆରେ ଏଯାବତ ଏମାନଙ୍କ ବ୍ୟବସାୟ ହେବାର ପ୍ରଥା ଚାଲିଛି ।