"କୈଳାଶ ଲେଙ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଟିକେNo edit summary
୨୩ କ ଧାଡ଼ି:
 
== ଜୀବନୀ ==
କୈଳାଶ, ୧୯୩୭ ମସିହାରେ [[କଟକ ଜିଲ୍ଲା|କଟକ ଜିଲ୍ଲାର]] ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ 'ଆଧୁନିକ ଇତିହାସ'ରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ|ଉତ୍କଳ ବିଶ୍ୱବିଦ୍ୟାଳୟରୁ]] ଏଲଏଲବି ପଢିଥିଲେ । [[ଓଡ଼ିଶା ଉଚ୍ଚ ନ୍ୟାୟାଳୟ|ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ]] ସେ ଓକିଲାତି କରୁଥିଲେ ।<ref name="Mahapatra2011">{{cite book|author=Justice Harihar Mahapatra|title=My Life, My Work|url=https://books.google.com/books?id=oZ_cWeqBj9YC&pg=PA202|date=15 February 2011|publisher=Allied Publishers|isbn=978-81-8424-640-7|pages=202–}}</ref> ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । 'ବାସରୀୟ ସାହିତ୍ୟ ସଂସଦ'ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ସେ 'ଓଡ଼ିଆ ଯୁବ ଲେଖକ ସମ୍ମେଳନ' ଏବଂ [[ଓଡ଼ିଶା ସାହିତ୍ୟ ଏକାଡେମୀ|ଓଡ଼ିଶା ସାହିତ୍ୟ ଏକାଡେମୀର]] ସଦସ୍ୟ ଥିଲେ ।
 
== ରଚନାବଳୀ ==
୩୧ କ ଧାଡ଼ି:
* ଶ୍ରୀକ୍ଷେତ୍ର - ୧୯୮୭
* କାଠ ବେଙ୍ଗ କାଠର ବେଙ୍ଗୁଲୀ<ref>{{cite web |title=1998 MAIN ENTRIES |url=http://odishaculture.gov.in/pdf/bibliography/bib1998.pdf |website=http://odishaculture.gov.in/ |publisher=Odisha Govt. Culture Dept |accessdate=1 June 2020 |archiveurl=http://web.archive.org/save/http://odishaculture.gov.in/pdf/bibliography/bib1998.pdf |archivedate=30 May 2020}}</ref>
* କେତେ ରାସ୍ତା ଆନନ୍ଦ ମଠକୁ
 
== ସମ୍ମାନ ଓ ପୁରସ୍କାର ==