Content deleted Content added
ଟ୍ୟାଗ: MassMessage delivery
୪୬୮ କ ଧାଡ଼ି:
 
ସାର୍ ଆପଣଙ୍କ ସ‌ହ ବ‌ହୁତ ଦିନ ପରେ ଫୋନରେ କଥା ହୋଇ ଭଲ ଲାଗିଲା । ଆପଣଙ୍କ ଅଭିଯୋଗ ଥିଲା କି "ମୁଁ କାଇଁ ଜେମ୍ସ ହେଲମାନ ଲେଖିଥବା ମେଡିକାଲ ପ୍ରସଙ୍ଗରୁ ଲେଖା କାଟୁଛି" । ସାର୍ ପ୍ରକୃତରେ ମୁଁ କିଛି କାଟୁନି କିମ୍ବା ଲେଖାରେ ବି ବଦଳ କରୁନି ବରଂ ଅଧାର ସଜାଡୁଛି । ଏନେକ ଗୁଡିଏ ଲେଖା ଅଛି ଯେଉଁଥିରେ ଆଧାରଗତ ତ୍ରୁଟି ର‌ହିଛି ତାହା ସଜାଡିବାକୁ ପଡିବ ନେହଲେ ପସଙ୍ଗ ତଳେ ନାଲି ଅକ୍ଷରରେ ଆଧାର ତ୍ରୁଟି ଅଛି ବୋଲି ଦେଖାଇବ । ଏଇ ଲିଙ୍କ [[:ଶ୍ରେଣୀ:Pages with reference errors]] ଯାଇ ଆପଣ ଯେକୌଣସି ପ୍ରସଙ୍ଗ ଦେଖିପାରିବେ ସବୁଥିରେ ଆଧାର ତ୍ରୁଟି ରହିଛି । ସଜାଣି ବେଳେ ମୁଁ କଣ କରୁଛି ଅଧିକ ଜାଣିବା ପାଇ [[ବ୍ୟବହାରକାରୀ:Jnanaranjan sahu/Error Fixing|ଏଠି (ଆଧାର ତ୍ରୁଟି ସୁଧାର)]] ଦେଖନ୍ତୁ । ଆପଣ କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବାବଦରେ କହି ନାହାନ୍ତି, ସେଇ ନିର୍ଦ୍ଦିଷ୍ଟ ପ୍ରସଙ୍ଗଟିର ଲିଙ୍କ ଦେଲେ କଣ ବଦଳ ହେଇଛି ଦେଖି ପାରିବା ଏବଂ ବିଶ୍ଲେଷଣ କରିପାରିବା । ଆପଣ ନିଜେ ବି ସେଇ ପ୍ରସଙ୍ଗର ଇତିହାସକୁ ଯାଇ କଣ ବଦଳ ହେଇଛି ଦେଖିପାରିବେ । କିଛି ଅସୁବିଧା ଥିଲେ ଏଠି ଜଣାଇବେ, ସବୁ ବଦଳ ସଜଡା ଯାଇ ପାରିବ । ଧନ୍ୟବାଦ ।--<span style="font-family: Segoe Script; font-size:12px; color: white; text-shadow: black 0.1em 0.1em 0.2em;">[[User:Jnanaranjan_sahu|Jnanaranjan Sahu (ଜ୍ଞାନ)]]</span> <sup>[[User talk:Jnanaranjan_sahu|<font color="red">ମୋତେ କିଛି କହିବେ </font>]]</sup> ୧୭:୦୫, ୨୯ ମଇ ୨୦୨୦ (IST)
 
== Wiki Loves Women South Asia 2020 ==
 
[[File:Wiki Loves Women South Asia 2020.svg|frameless|right]]
 
Hello!
 
Thank you for your contribution in [[:m:Wiki Loves Women South Asia 2020|Wiki Loves Women South Asia 2020]]. We appreciate your time and efforts in bridging gender gap on Wikipedia. Due to the novel coronavirus (COVID-19) pandemic, we will not be couriering the prizes in the form of mechanize in 2020 but instead offer a gratitude token in the form of online claimable gift coupon. Please fill [https://docs.google.com/forms/d/e/1FAIpQLScJ_5LgwLdIVtIuBDcew839VuOcqLtyPScfFFKF-LiwxQ_nqw/viewform?usp=sf_link this form] by last at June 10 for claiming your prize for the contest.
 
Wiki Love and regards!
 
[[:c:Commons:Wiki Loves Folklore/International Team|Wiki Loves Folklore International Team]].
 
--[[ବ୍ୟବହାରକାରୀ:MediaWiki message delivery|MediaWiki message delivery]] ([[ବ୍ୟବହାରକାରୀଙ୍କ ଆଲୋଚନା:MediaWiki message delivery|ମୋ ଆଲୋଚନା]]) ୧୯:୪୦, ୩୧ ମଇ ୨୦୨୦ (IST)
<!-- Message sent by User:Tiven2240@metawiki using the list at https://meta.wikimedia.org/w/index.php?title=User:Tiven2240/wlwsa&oldid=20129673 -->