"ଓଡ୍ରାଫ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ସଜାଣି
୧ କ ଧାଡ଼ି:
[[File:Floods.jpg|350pxt|thumb|right|275px|ODRAF Rescue team in action]]
ଓଡ଼ିଶାରେ'''ଓଡ୍ରାଫ''' ପ୍ରକୃତିକ ଦୁର୍ବିପାକରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ( ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ (ସଂକ୍ଷେପରେEn : ଓଡ୍ରାଫOdisha Disaster Rapid Action Force ) [[ଓଡ଼ିଶା|ଓଡ଼ିଶାରେ]] ପ୍ରାକୃତିକ ଦୁର୍ବିପାକରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ଏକ ସ୍ୱତନ୍ତ୍ର ଦଳ ସ୍ଥାପିତ ହୋଇଛି'''ଓଡ୍ରାଫ''' ଟିମ ଗୃହ ମନ୍ତ୍ରଣାଳୟ(ପୋଲିସ ଆଇଜି-ଆଇନ ଏବଂ ଆଦେଶ) ତା ୭ ଜୁନ ୨୦୦୧ ଚିଠି ସଂଖ୍ୟା ୯୩୯/ସିଡି ଅଧିନରେ ବ୍ୟବସ୍ଥିତ ।<ref name="Department of Home resolution">{{cite web|title=Government of Odisha , department of Home resolution , 2001, [7th June, 2001.] |url=https://odishapolice.gov.in/sites/default/files/PDF/Government-Resolution-for-Creation-of-ODRAF_1.pdf|publisher= Government Of Orissa , Department of Home|accessdate=30 July 2013|author=Government Of Orissa|date=}}</ref> ଓଡ଼ିଶା ବାହାରେ, [[ପଶ୍ଚିମବଙ୍ଗ]] ଆଦି ସ୍ଥାନରେ ମଧ୍ୟ ଏହି ଦଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଛି ।<ref>{{cite web |title=ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ପହଁଚିଲେ ଓଡିଶା ଅଗ୍ନିଶମ ଓ ଓଡ୍ରାଫ ଦଳ |url=https://www.samajalive.in/odisha-sends-fire-personnel-odraf-teams-for-rescue-operations-in-west-bengal/172863.html |website=www.samajalive.in |publisher=The Samaj |accessdate=30 May 2020 |archiveurl=http://web.archive.org/save/https://www.samajalive.in/odisha-sends-fire-personnel-odraf-teams-for-rescue-operations-in-west-bengal/172863.html |archivedate=30 May 2020}}</ref>
 
== ଆବଶ୍ୟକତା ==
[[୧୯୯୯ ଓଡ଼ିଶା ମହାବାତ୍ୟା|୧୯୯୯]] ମହାବାତ୍ୟା ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୪ଟିରେ ପ୍ରଭୂତ କ୍ଷତି ହୋଇଥିଲା । ୮,୯୬୨ଟି ମୂଲ୍ୟବାନ ମଣିଷ ଜୀବନ, ୪୫୦,୦୦୦ରୁ ଉର୍ଦ୍ଧ ଗୃହପାଳିତ ପଶୁପକ୍ଷୀଙ୍କର ଜୀବନ ହାନି ଘଟିଥିଲା । ଗମନାଗମନ, ଟେଲିକମ, ଶକ୍ତିବିଭାଗ ଅଚଳ ହେଇଗଲା । ୨ଅୟୁତ ବାସଗୃହ ଏବଂ ୧.୮୪ଅୟୁତ ହେକ୍ଟର ଶସ୍ୟକ୍ଷେତ୍ର ଉଜୁଡିଗଲା । ସମଗ୍ର ପୁର୍ବ ଉପକୂଳ ନଷ୍ଟ ଭ୍ରଷ୍ଟ ହୋଇଯାଇଥିଲା । ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରବଣତା, ଅପ୍ରସ୍ତୁତତା ବିପର୍ଯ୍ୟୟ ପରିଚାଳନା ଓ ସ୍ଥିତି ପୁନର୍ବହାଲ କରିବା ପ୍ରଶାସନିକ-ବ୍ୟବସ୍ଥାପକ ପ୍ରକ୍ରିୟା ଏବଂ ଅର୍ଥନୀତି ପାଇଁ ଏକ ଚ୍ୟାଲେଂଜ ସୃଷ୍ଟିକଲା । ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରବଣତା, ଅପ୍ରସ୍ତୁତତା ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ନୂଆ ବ୍ୟବସ୍ଥାର ଅହ୍ୱାନଆହ୍ୱାନ ସୃଷ୍ଟି ହେଲାକରିଥିଲା
 
==କେନ୍ଦ୍ର==
ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ସୁବଣ୍ଟନ,ଖୋଜା ଏବଂ ଉଦ୍ଧାର କାର୍ଯ୍ୟ ବନ୍ଦୋବସ୍ତ ଭଳି ସାଧାରଣ ବହିଃପରିଚାଳନା ନିମନ୍ତେ ଓଡ଼ିଶା ରାଜ୍ୟ ଆର୍ମଡ ପୋଲିସ (ଓଏସଏପି) ଏବଂ ଆର୍ମଡ ପୋଲିସ ରିଜର୍ଭ (ଏପିଆର)ମାନଙ୍କ ସହାୟତା ନେଇ ପ୍ରଥମ ପର୍ଯ୍ୟାୟରେ କଟକ, ଛତ୍ରପୁର,ବାଲେଶ୍ୱର, ଝାରସୁଗୁଡ଼ା, ଏବଂ କୋରାପୁଟଠାରେ ପାଂଚଟି ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ(ଓଡ୍ରାଫ) ୟୁନିଟ ସ୍ଥାପିତ ହେଲାହୋଇଥିଲା
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ୍ରାଫର ଗୁରୁତ୍ୱକୁ ଧ୍ୟାନରେ ରଖି ରାଜ୍ୟ ସରକାର ଅଧିକ ପାଂଚଟିପାଞ୍ଚଟି ୟୁନିଟ୍ [[ବାରିପଦା]], [[ଭୁବନେଶ୍ୱର]], [[ବଲାଙ୍ଗୀର]], [[ରାଉରକେଲା]] ଏବଂ ପାରଦୀପଠାରେ[[ପାରାଦୀପ|ପାରାଦୀପଠାରେ]] ସ୍ଥାପନ କଲେ । ପରିଚାଳନା କରିବା ପାଇଁ କର୍ମଚାରୀ ଅଭାବ ପଡ଼ିବାରୁ ନୂଆ ଓଡ୍ରାଫ ଟିମ୍‌କୁ ଓଡ଼ିଶା ଅଗ୍ନିଶମ ସେବା ପ୍ରଶିକ୍ଷଣ ସଂସ୍ଥାନ(ଓଏଫଏସଟିଆଇ),ଭୂବନେଶ୍ୱରରେ ସ୍ଥାପନା କରାଯାଇଛି ଏବଂ ଏହାକୁ ଅଗ୍ନିଶମ ଓଡ୍ରାଫ ଭାବେ ନାମିତ କରାଯାଇଛି । ଏହି '''''ଅଗ୍ନିଶମ ଓଡ୍ରାଫ''''',ନିଜର ମୂଳ ଅଗ୍ନିଶମ ଓ ପ୍ରକୃତିକପ୍ରାକୃତିକ ଏବଂ ମନୁଷ୍ୟ କୃତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ଛଡ଼ା ରାଜଧାନୀକୁ କେନ୍ଦ୍ରିୟ ହବ୍ ଭାବେ ନେଇ ରାଜ୍ୟ ଆପାତକାଳୀନ କାର୍ଯ୍ୟ କେନ୍ଦ୍ର ସହଯୋଗରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା କରନ୍ତି ।
 
ପ୍ରତିଷ୍ଠିତ କେନ୍ଦ୍ରଗୁଡ଼ିକ ହେଲା:
# ଓଏସଏପି ଷଷ୍ଠ ବାଟାଲିଅନ, କଟକ
Line ୬୨ ⟶ ୬୩:
ଅରମ୍ଭରୁ ଓଡ୍ରାଫ ୟୁନିଟ ତା’ର ଅତି ଜରୁରୀକାଳୀନ ସେବା ସହ ୨୦୦୨,୨୦୦୬,୨୦୦୭ ଏବଂ ୨୦୦୮ରେ ବନ୍ୟା ରିଲିଫ ପଦକ୍ଷେପମାନ ନେଇ ଆସୁଛି । ୨୦୦୮ ଜୁନ୍ ଏବଂ ସେପ୍ଟେମ୍ବରରେ ଘଟିଥିବା ବନ୍ୟା ସମୟରେ ଓଡ୍ରାଫ ଟିମ ଦ୍ୱାର ୫,୦୦୦ରୁ ଉର୍ଦ୍ଧ୍ୱ ଲୋକ ଉଦ୍ଧାର ଏବଂ ସ୍ଥାନାନ୍ତର ହୋଇଥିଲେ ୨୦୦୯ ଫେବୃୟାରୀରେ [[କଟକ]] [[ମହାନଦୀ]] ପୋଲ ନିକଟରେ ସଡକ ଦୁର୍ଘଟଣା, [[ଯାଜପୁର]] ରୋଡରେ ଘଟିଥିବା ଟ୍ରେନ ଦୁର୍ଘଟଣା, ୨୦୦୯, ୩୧ ମାର୍ଚ୍ଚରେ [[କେନ୍ଦ୍ରାପଡ଼ା]] [[ରାଜକନିକା ବ୍ଲକ]] ଘୁର୍ଣ୍ଣିଝଡ଼ରେ ନଷ୍ଟଭ୍ରଷ୍ଟ ହେବା ପରେ ରାତିକ ମଧ୍ୟରେ ୩ଟି ମୁଖ୍ୟ ରାସ୍ତା ଅବରୋଧ ସଫା କାର୍ଯ୍ୟ ଓଡ୍ରାଫ ଟିମ ଦ୍ୱାର ବ୍ୟବସ୍ଥିତ ହୋଇଥିଲା ।
୨୧-୨୬ ଅକ୍ଟୋବର ପ୍ରଳୟଙ୍କରୀ ବନ୍ୟା, ଫାଇଲିନ ୧୨-୧୫ ଅକ୍ଟୋବର ୨୦୧୩ ଏବଂ [[ହୁଡ଼ହୁଡ଼]] ୧୦-୧୫ ଅକ୍ଟୋବର ୨୦୧୪ ବାତ୍ୟା ସମୟରେ ଦକ୍ଷିଣ ଓଡ଼ିଶାରେ ବାତ୍ୟା ପୁର୍ବରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟାର କିଛି ଘଣ୍ଟା ମଧ୍ୟରେ ରେଳପଥ ଏବଂ ରାଜପଥ ଅବରୋଧ ପରିଷ୍କାର ଏବଂ ଉତ୍ତର [[ଆନ୍ଧ୍ର ପ୍ରଦେଶ]]ରେ ଉଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ଅଟେ ।
 
<ref>http://www.osdma.org</ref>
 
"https://or.wikipedia.org/wiki/ଓଡ୍ରାଫ"ରୁ ଅଣାଯାଇଅଛି