"ଗିରୀଶ ଚନ୍ଦ୍ର ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର ଓ ଅଧିକ ତଥ୍ୟ
୨୯ କ ଧାଡ଼ି:
}}
 
'''ଗିରୀଶ ଚନ୍ଦ୍ର ମୁର୍ମୁ''' (ଜନ୍ମ: ୨୧ ନଭେମ୍ବର ୧୯୫୯) ଜମ୍ମୁ ଓ କାଶ୍ମୀର ରାଜ୍ୟର ପ୍ରଥମ ଉପ-ରାଜ୍ୟପାଳ ଅଟନ୍ତି ।<ref>{{Cite web|url=https://www.deccanherald.com/national/gc-murmu-appointed-as-jk-lt-guv-rk-mathur-for-ladakh-771164.html|title=GC Murmu appointed as J&K Lt Guv, RK Mathur for Ladakh|date=25 October 2019|website=Deccan Herald|language=en|access-date=25 October 2019}}</ref> ସେ ଜଣେ ୧୯୮୫ ମସିହାର [[ଗୁଜରାଟ]] କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । [[ନରେନ୍ଦ୍ର ମୋଦୀ]], [[ଗୁଜରାଟ]]<nowiki/>ର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ମୁର୍ମୁ ତାଙ୍କ ପ୍ରମୁଖ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।<ref>{{Cite web|url=https://www.theweek.in/news/india/2019/10/25/who-is-gc-murmu-modi-aide-and-now-jks-first-lt-governor.html|title=Who is G.C. Murmu, Modi aide and now J&K's first Lt Governor?|website=The Week|language=en|access-date=17 November 2019}}</ref>
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ମୁର୍ମୁ, ୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର [[ବେତନଟୀ|ବେତନଟୀର]] ଥାନା ଅନ୍ତର୍ଗତ ଖଡ଼ିଶୋଳ ପଞ୍ଚାୟତର କଞ୍ଚତୋଳ ଗ୍ରାମର ଏକ [[ସାନ୍ତାଳ ଜନଜାତି]] ପରିବାରରେ ଜନ୍ମଗ୍ରହଣ କରିଥିଲେ ।<ref>{{Cite news|url=https://www.news18.com/news/india/a-tribal-boy-got-a-big-opportunity-gc-murmus-mother-elated-on-his-appointment-as-jks-l-g-2370675.html|title='A Tribal Boy Got a Big Opportunity': GC Murmu's Mother Elated over His Appointment as J&K's L-G|last=Das|first=Anand ST|date=1 November 2019|work=News18|access-date=19 February 2020}}</ref> ତାଙ୍କ ପିତା ଭାଗବତ ମୁର୍ମୁ ଜଣେ [[ସାନ୍ତାଳୀ ଭାଷା|ସାନ୍ତାଳୀ]] ସାହିତ୍ୟିକ ଥିଲେ । ମାତାଙ୍କ ନାମ ଥିଲା ପାର୍ବତୀ ମୁର୍ମୁ ।<ref>{{cite web |title=ଉଚ୍ଚ ପଦବୀରେ ପୁଣି ଜଣେ ଓଡିଆ |url=https://www.dharitri.com/112325/ |website=www.dharitri.com |publisher=www.dharitri.com |accessdate=30 May 2020 |archiveurl=http://web.archive.org/save/https://www.dharitri.com/112325/ |archivedate=30 May 2020}}</ref> [[ଉତ୍କଳ ବିଶ୍ୱବିଦ୍ୟାଳୟ]]<nowiki/>ରୁ ସେ [[ରାଜନୀତି ବିଜ୍ଞାନ]]<nowiki/>ରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ବର୍ମିଂହାମ ବିଶ୍ୱବିଦ୍ୟାଳୟରୁ, ସେ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତାଙ୍କ ୮ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ଅଟନ୍ତି ।<ref>{{Cite web|url= https://government.economictimes.indiatimes.com/news/governance/from-mayurbhanj-to-crown-of-india-girish-chandra-murmus-rise-to-top/71782257|title= From Mayurbhanj to Crown of India|website=Economic Times| date = 27 October 2019| language=en|access-date=8 February 2020}}</ref>
 
== ନରେନ୍ଦ୍ର ମୋଦୀଙ୍କ ସହିତ କାର୍ଯ୍ୟ ==
୨୦୦୧ ମସିହାରେ, ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେହି ସମୟରେ ସେ ଗୁଜୁରାଟର ରିଲିଫ କମିଶନର ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଖଣି ସଚିବ ଓ ଗୁଜୁରାଟ ନୌବାଣିଜ୍ୟ ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।<ref>{{Cite web | url= https://www.outlookindia.com/newsscroll/after-chief-secy-pm-modi-handpicks-trusted-aide-murmu-as-jampks-lt-governor/1649059 |title = PM Modi Hand Picks Murmu| website= The Outlook| date = 25 October 2019}}</ref>
 
=== ଗୁଜୁରାଟ ଗୃହ ସଚିବ ଦାୟିତ୍ୱ ===
ମୁର୍ମୁଙ୍କୁ ୨୦୦୪ ମସିହାରେ ଗୁଜୁରାଟର ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଥିଲେ । ସେତେବେଳେ ଗୃହ ବିଭାଗର ମନ୍ତ୍ରୀ ଥିଲେ [[ଅମିତ ଶାହା]] ।
 
ତାଙ୍କୁ ୨୦୦୨ ମସିହା ଗୁଜୁରାଟ ଦଙ୍ଗାର ତଦନ୍ତ ଦାୟିତ୍ୱ ମିଳିଥିଲା । ଜେଲରେ ଥିବା ଅମିତ ଶାହାଙ୍କ ବେଲ ପାଇଁ ସେ କାର୍ଯ୍ୟ କରିଥିଲେ । ୨୦୦୮ରେ ମୁର୍ମୁ ମୁଖ୍ୟମନ୍ତ୍ରୀ ସଚିବାଳୟକୁ ସ୍ଥାନାନ୍ତରିତ ହୋଇଥିଲେ ଓ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ ।<ref>{{Cite web | url= https://www.nationalheraldindia.com/india/rajiv-shah-writes-on-the-rise-and-rise-of-gc-murmu-the-first-lt-governor-of-j-and-k |title = Rise and Rise of Girish Murmu| website= National Heralad| date = 31 October 2019}}</ref>
 
=== ବିବାଦ ===
୧୯୭୧ର ପ୍ରଶାସନିକ ଅଧିକାରୀ ଆର ବି ଶ୍ରୀକୁମାର, ମୁର୍ମୁଙ୍କୁ ୨୦୦୪ ମସିହାରେ ନାନାବତି କମିଶନଙ୍କ ସାକ୍ଷୀମାନଙ୍କୁ ନିଜ ମନ୍ତବ୍ୟ ବଦଳାଇବା ପାଇଁ ପ୍ରରୋଚିତ କରିଥିଲେ ବୋଲି ଅଭିଯୋଗ ଆଣିଥିଲେ ।{{ଆଧାର ଲୋଡ଼ା|date=ମଇ ୨୦୨୦}} ଏହା ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଆସିଥିବା ସବୁ ଅଭିଯୋଗକୁ ନାକଚ କରିବାରେ ସହାୟକ ହୋଇଥିଲା ବୋଲି ଶ୍ରୀକୁମାର ଅଭିଯୋଗ କରିଥିଲେ । ୨୦୧୩ରେ 'ଇସରତ ଜାହାନ' ଏନକାଉଣ୍ଟର ମାମଲାରେ, ସିବିଆଇ ତଦନ୍ତକୁ ପ୍ରଭାବିତ କରିବାର ଅଭିଯୋଗ ମଧ୍ୟ ତାଙ୍କ ଉପରେ ଲଗାଯାଏ ।<ref>{{ଆଧାରCite web ଲୋଡ଼ା| url= https://www.theweek.in/news/india/2019/10/25/who-is-gc-murmu-modi-aide-and-now-jks-first-lt-governor.html |title = Who is G C Murmu ?| website= The Week| date =ମଇ ୨୦୨୦25 October 2019}}</ref>
 
== ଜାମ୍ମୁ କାଶ୍ମୀର ଉପ-ଜିଲ୍ଲାପାଳ ଦାୟିତ୍ୱ ==
ଜାମ୍ମୁ କାଶ୍ମୀର, କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ସ୍ଥିରିକୃତ ହେବାପରେ, ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ମୁର୍ମୁ ଜାମ୍ମୁ କାଶ୍ମୀରର ପ୍ରଥମ ଉପ-ଜିଲ୍ଲାପାଳ ଭାବରେ ଶପଥ ଗ୍ରହଣ କରିଥିଲେ ।<ref>{{Cite web | url=https://www.livemint.com/news/india/g-c-murmu-set-to-play-a-key-role-in-modi-govt-s-administration-of-j-k-11572265182753.html |title = For GC Murmu, J&K's first L-G, law and order will be top priority|date = 28 October 2019}}</ref>
 
== ଆଧାର ==