"ବନ୍ଦେ ଉତ୍କଳ ଜନନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
ରାଜ୍ୟ ସଙ୍ଗୀତ ମାନ୍ୟତା
୧ କ ଧାଡ଼ି:
{{About|ଜାତିଭକ୍ତି କବିତା||ବନ୍ଦେ ଉତ୍କଳ ଜନନୀ (ଓଡ଼ିଆ କଥାଚିତ୍ର)}}
{{ଛୋଟ|Bande Utkala Janani}}
'''ବନ୍ଦେ ଉତ୍କଳଜନନୀ''' କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]]ଙ୍କ ରଚିତ ଏକ [[ଓଡ଼ିଆ]] ଜାତିଭକ୍ତି କବିତା ।<ref name="George1992">{{cite web book|last1author=ଦାଶଶର୍ମାK. |first1=ଦିଲୀପM. George|title=ରାଜ୍ୟModern ସଙ୍ଗୀତIndian ମାନ୍ୟତାLiterature, an Anthology: Surveys and poems|url=httphttps://wwwbooks.dharitrigoogle.com/e-Paper/Bhubaneswar/050314/p6.htm books?id=m1R2Pa3f7r0C&pg=PA305|year=1992|publisher=dharitri.comSahitya Akademi|accessdateisbn=16 April 2019978-81-7201-324-0|pages=305–}}</ref> [[ଓଡ଼ିଶା ଦିବସ|୧ ଏପ୍ରିଲ ୧୯୩୬]]ରେ ସ୍ୱତନ୍ତ୍ର [[ଓଡ଼ିଶା]] ଗଠନ ପରେ ଏହି କବିତାଟି ରାଜ୍ୟଗାନ ଭାବେ ପରିଚିତ ହେଲା ।<ref>http://orissa.gov.in/e-magazine/orissaannualreference/ORA-2005/pdf/bande_utkal_janani.pdf</ref>
 
[[ଓଡ଼ିଶା ଦିବସ|୧ ଏପ୍ରିଲ ୧୯୩୬]]ରେ ସ୍ୱତନ୍ତ୍ର [[ଓଡ଼ିଶା]] ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା ।<ref>http://orissa.gov.in/e-magazine/orissaannualreference/ORA-2005/pdf/bande_utkal_janani.pdf</ref> କିନ୍ତୁ ଏ ନେଇ କୌଣସି ସରକାରୀ ମାନ୍ୟତା ମିଳିନାହିଁ । ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ସ୍ୱୀକୃତି ନିମନ୍ତେ ଦାବି ରହିଛି । ୧୯୯୪ ମସିହାରେ ବାଚସ୍ପତି [[ଯୁଧିଷ୍ଠିର ଦାସ]] ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ [[ଓଡ଼ିଶା ବିଧାନ ସଭା|ବିଧାନସଭାରେ]] ନିଷ୍ପତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନସଭାରେ ଏହି ପରମ୍ପରା ଚାଲି ଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ, ବିଧାନସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି [[ଶରତ କୁମାର କର]] ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତି ନିଆଯାଇଥିଲା । ୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ । ୨) ରାଜ୍ୟ ସଙ୍ଗୀତର ଅବଧି ୭୦ ରୁ ୯୦ ସେକେଣ୍ଡ ରହିବ । ୩) ଆକାଶବାଣୀରେ [[ବାଳକୃଷ୍ଣ ଦାସ|ବାଳକୃଷ୍ଣ ଦାଶଙ୍କର]] ପରିବେଶିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ । ୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ । ୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ । ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି [[ମହେଶ୍ୱର ମହାନ୍ତି]]ଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନା ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା ।<ref>{{cite web |author1=ଦିଲୀପ ଦାଶଶର୍ମା |title=ରାଜ୍ୟ ସଙ୍ଗୀତ ମାନ୍ୟତା |url=https://www.dharitri.com/e-Paper/Bhubaneswar/050314/p6.htm |website=www.dharitri.com |publisher=ଧରିତ୍ରୀ |accessdate=30 May 2020 |archiveurl=http://web.archive.org/save/https://www.dharitri.com/e-Paper/Bhubaneswar/050314/p6.htm |archivedate=30 May 2020}}</ref>
 
== କବିତାର ପଦାବଳୀ ==