"ଅନୁ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୬ କ ଧାଡ଼ି:
}}
 
'''ଅନୁ ଚୌଧୁରୀ''' (ଜନ୍ମ, ୩୦ ଅଗଷ୍ଟ ୧୯୭୯) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ ସିନେମା|କଥାଚିତ୍ର]] ଅଭିନେତ୍ରୀ<ref name=''Anu''>[http://www.celebrityborn.com/biography/anu-choudhury/502], Anu Choudhury Birthday, Age, Family & Biography</ref> । ସେ ୫୦ରୁ ଅଧିକ [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] କଥାଚିତ୍ରରେ କାମ କରିଛନ୍ତି । ପ୍ରଥମେ [[ବଧୂ ନିରୁପମା]]ରେ ଶିଶୁକଳାକାର ଭାବେ<ref>{{cite news|title=ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ|url=http://sambad.in/entertainment/anu-without-hero-148164/|accessdate=6 June 2018|newspaper=sambad.in|date=28 May 2018}}</ref> ଓ ପରେ ୧୯୯୯ ମସିହାରେ [[ମା ଗୋଜବାୟାଣୀ (ଓଡ଼ିଆ କଥାଚିତ୍ର)|ମା ଗୋଜବାୟାଣୀ]] କଥାଚିତ୍ରରେ ଅଭିନେତ୍ରୀ ଭାବେ ସେ ଅଭିନୟ ଆରମ୍ଭ କରିଥିଲେ<ref>{{cite news |title=ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ ! {{!}} Sambad |url=http://sambad.in/entertainment/anu-choudhury-sharing-screen-with-201560/ |accessdate=31 August 2018 |work=Sambad |date=27 August 2018 |archiveurl=http://www.webcitation.org/725dM6akg |archivedate=31 August 2018}}</ref> । ଅନୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିଥିଲେକରିଛନ୍ତି ।<ref>{{cite news|title=ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା|url=http://sambad.in/entertainment/ollywood-actress-in-south-144439/|accessdate=6 June 2018|newspaper=sambad.in|date=22 May 2018}}</ref>
[[File:Anu Chaudhury.jpg|thumb|ଅନୁ ଚୌଧୁରୀ]]
 
== ପ୍ରାରମ୍ଭିକ ଜୀବନ ==
'''ଅନୁ ଚୌଧୁରୀ''' [[ଓଡ଼ିଶା]]ରେ [[ଭୁବନେଶ୍ୱର]]ଠାରେ ଜନ୍ମ ଗ୍ରହଣ କରିଥିଲେ<ref>[https://starsfact.com/anu-choudhury/], Anu choudhuri height, weight, age, affairs, wiki,fact</ref> । ସେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ [[ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ|ରମାଦେବୀ ମହିଳା ମହାବିଦ୍ୟାଳୟରୁ]] ଗୃହବିଜ୍ଞାନରେ ସ୍ନାତକ ଉପାଧି ହାସଲ କରିବା ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।
 
== ସିନେମା ଜୀବନ ==
୪୬ କ ଧାଡ଼ି:
|[[କଥାନ୍ତର]]||୨୦୦୭|| [[ହିମାଂଶୁ ଖଟୁଆ]]
|-
|[[କାଳିଶଙ୍କରକାଳୀଶଙ୍କର]]||୨୦୦୭|| ପ୍ରଶାନ୍ତ ନନ୍ଦ
|-
|[[ଚକା ଚକା ଭଉଁରୀ]]||୨୦୦୭|| [[ଶୁଭେନ୍ଦୁ ସ୍ୱାଇଁ]]
୫୪ କ ଧାଡ଼ି:
|[[ଧଉଳି ଏକ୍ସପ୍ରେସ୍]]||୨୦୦୭|| [[ଚିତ୍ତ ରଞ୍ଜନ ତ୍ରିପାଠୀ]]
|-
|[[ଲାଲ ଟୁକୁଟୁକ୍ ଟୁକୁଟୁକ୍ ସାଧବ ବୋହୁସାଧବବୋହୂ]]||୨୦୦୭|| ସଂଗମ ବିଶ୍ୱାଳ
|-
|[[ସମୟ ହାତରେ ଡୋରୀଡୋରି]]||୨୦୦୭|| ଅମୂଲ୍ୟ ଦାସ ଓ ନିର୍ମଳ ଓଝା
|-
|[[ପ୍ରେମ ଋତୁ ଆସିଲାରେ]]||୨୦୦୬|| [[ସୁଧାଂଶୁ ସାହୁ]]
୬୨ କ ଧାଡ଼ି:
|[[ଶାଶୁଘର ଚାଲିଯିବି]]||୨୦୦୬ || [[ବସନ୍ତ ସାହୁ]]
|-
|[[ରାଖିରାକ୍ଷୀ ବାନ୍ଧିଲି ମୋ ରଖିବ ମାନ]]||୨୦୦୬|| ସଞ୍ଜୟ ନାୟକ
|-
|[[ଅଗ୍ନିପରିକ୍ଷାଅଗ୍ନି ପରୀକ୍ଷା]]||୨୦୦୫|| ସୂର୍ଯ୍ୟ ମିଶ୍ର
|-
|[[ବାବୁ ଆଇ ଲଭ ୟୁ]]||୨୦୦୫|| ସଞ୍ଜୟ ନାୟକ
୭୦ କ ଧାଡ଼ି:
|[[ଓମ ଶାନ୍ତି ଓମ]]||୨୦୦୫|| ପ୍ରଶାନ୍ତ ନନ୍ଦ
|-
|[[ଟୋପାଏ ସିନ୍ଦୁରସିନ୍ଦୂର ଦିଟୋପାଦି ଟୋପା ଲୁହ]]||୨୦୦୫|| [[ବସନ୍ତ ସାହୁ]]
|-
|[[ସିନ୍ଦୁର ମୋ ସପନ ହେଲା]]|| ||
୭୬ କ ଧାଡ଼ି:
|[[ରଖିବ ଯଦି ସେ ମାରିବ କିଏ]]||୨୦୦୪|| ରିତେଶ ନାୟକ
|-
|[[ସାବତ ମାମାଆ (ଓଡ଼ିଆ କଥାଚିତ୍ର)‌|ସାବତ ମାଆ]]||୨୦୦୩|| ଶିଶିର ମିଶ୍ର
|-
|[[ଗାରେ ସିନ୍ଦୂର ଧାରେ ଲୁହ]]||୨୦୦୨|| [[ଗୋବିନ୍ଦ ତେଜ]]
|-
|[[ସମୟ ଖେଳୁଚିଖେଳୁଛି ଚକା ଭଉଁରୀ]]||୨୦୦୨|| ସୁଧାଂଶୁ ସାହୁ
|-
|[[ବାଜି]]||୨୦୦୧|| ଅଶୋକ ପତି
|-
|[[ହରିଭାଇ ହାରେନା|ହରି ଭାଇ ହାରେନା]]||୨୦୦୦|| ରାଜୁ ମିଶ୍ର
|-
|[[ବିଶ୍ୱପ୍ରକାଶ]]||୧୯୯୯|| [[ସୁଶାନ୍ତ ମିଶ୍ର]]
୯୦ କ ଧାଡ଼ି:
|[[ମନ ରହିଗଲା ତୁମରି ଠାରେ]]||୧୯୯୯|| [[ମହମ୍ମଦ ମହସୀନ]]
|-
|[[ମା ଗୋଜବାୟାଣୀ (ଓଡ଼ିଆ କଥାଚିତ୍ର)|ମା ଗୋଜବାୟାଣୀ]]||୧୯୯୯ || [[ବସନ୍ତ ସାହୁ]]
|-
|[[ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)|ମା’ ଓ ମମତା]]||୧୯୯୯||
|-
|[[ପୁଅ ମୋର ଜଗତଜିତାଜଗତ ଜିତା]]||୧୯୯୭|| ସନକ ଦେବତା
|-
|[[ରକତ କହିବ କିଏ କାହାର]]||୧୯୯୫||[[ମହମ୍ମଦ ମହସୀନ]]
୧୦୫ କ ଧାଡ଼ି:
 
== ପୁରସ୍କାର ==
ଅନୁ ଚୌଧୁରୀ ୨୦୦୫ରେ [[ଶାଶୁଘର ଚାଲିଯିବି]] ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ କ୍ଷେତ୍ରରେଭାବରେ [[ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର]] ପାଇଥିଲେ ।<ref name="thehindu_stateaward">{{cite news|title='Maidens' sweep annual State film awards|url=http://www.hindu.com/2007/05/31/stories/2007053106980200.htm|work=The Hindu|date=31 May 2007}}</ref> କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରଯୋଜନା ସଂସ୍ଥାର [[କଥାନ୍ତର]] ଚଳଚ୍ଚିତ୍ରରେ [[ପୂର୍ବ ବଙ୍ଗଳା]]ର ଦ୍ୱିତୀୟ ପିଢୀ ଶରଣାର୍ଥୀ ଚରିତ୍ର ପାଇଁ ଚତୁର୍ଥ ସିନେ ଇଣ୍ଡିଆ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠାଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।<ref name="kathantara1">{{cite web|title=Kathantara|url=http://kadambini.org/film.htm|publisher=Kadambinee Media Pvt. Ltd}}</ref>
 
୩୦ ଡିସେମ୍ବର ୨୦୦୭ରେ, [[ଲାଲ ଟୁକୁ ଟୁକୁ ସାଧବ ବୋହୂ]] ଚଳଚ୍ଚିତ୍ର ପାଇଁ [[ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ]]- ୨୦୦୭ରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।<ref name="anu_oriyatimes1">{{cite news