"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେNo edit summary
୧୩ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଅପସ୍ମାର''' ବାତ ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ ।<ref name=NEJM2003>{{cite journal | author = Chang BS, Lowenstein DH | title =Epilepsy | year = 2003 | journal = N. Engl. J. Med. | volume = 349 | issue = 13 | pages = 1257–66 | doi = 10.1056/NEJMra022308 | pmid = 14507951}}</ref><ref name=Fisher2014>{{cite journal |last=Fisher |first=Robert S |author2=Acevedo, C; Arzimanoglou, A; Bogacz, A; Cross, JH; Elger, CE; Engel J, Jr; Forsgren, L; French, JA; Glynn, M; Hesdorffer, DC; Lee, BI; Mathern, GW; Moshé, SL; Perucca, E; Scheffer, IE; Tomson, T; Watanabe, M; Wiebe, S |title=ILAE Official Report: A practical clinical definition of epilepsy |journal=Epilepsia |date=April 2014 |volume=55 |issue=4 |pages=475–82 |pmid=24730690 |doi=10.1111/epi.12550 |url=http://www.ilae.org/Visitors/Centre/documents/Definition2014-RFisher.pdf}}</ref> ଏହା [[:en:Epilesy|ଏପିଲେପ୍ସି]] ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ହୋଇପାରେ ବା ସେଥିରେ ଦୀର୍ଘ ସମୟ ଧରି ପ୍ରବଳ କମ୍ପନ ହୋଇପାରେ ।<ref name=WHO2016/> ଏହା ଫଳରେ ଶାରୀରିକ କ୍ଷତି ଯେପରିକି [[ଅସ୍ଥି ଭଗ୍ନ]] ହୋଇପାରେ । ବାତ ବାରମ୍ବାର ହୋଇପାରେ ଓ ଏହାର କୌଣସି ଅନ୍ତର୍ନିହିତ କାରଣ ନ ଥାଏ ।<ref name=NEJM2003/> କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ବାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ,<ref name="nejm-2003"/><ref name="who-2009"/><ref name="aan-patient">{{cite web | publisher = [[American Academy of Neurology]] | title = Patient Fact Sheet: Epilepsy | url = http://patients.aan.com/disorders/index.cfm?event=view&disorder_id=918 | accessdate = January 5, 2012}}</ref> ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ଓ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ<ref name="Fisher2005"/> ବିଷକ୍ରିୟା ଯୋଗୁ ଉତ୍ପନ୍ନ ହେଉଥିବା ବାତକୁ ଅପସ୍ମାର ଶ୍ରେଣୀରେ ନିଆଯାଏ ନାହିଁ ।<ref name=Fisher2005/> ପୃଥିବୀର କେତେକ ଅଞ୍ଚଳରେ ଏହାକୁ [[ସାମାଜିକ କଳଙ୍କ]] ([[:en:stigma|stigma]]) କୁହାଯାଏ ।<ref name=WHO2016/>
 
<!-- କାରଣ, ବିକୃତ ଶରୀର କ୍ରିୟାତ‌ତ୍ତ୍ୱ ଓ ରୋଗ ନିର୍ଣ୍ଣୟ -->
ଅଧିକାଂଶ ଅପସ୍ମାର ରୋଗର କାରଣ ଅଜଣା ଥିଲେ ମଧ୍ୟ କେତେକ କାରଣ ଯଥା [[ମସ୍ତିଷ୍କ ଆଘାତ]], [[ସ୍ଟ୍ରୋକ]], [[ମସ୍କିଷ୍କ ଅର୍ବୁଦ]], ଔଷଧ, [[ଜନ୍ମଗତ ତୃଟି]] ଓ ମାତ୍ରାଧିକ ମଦ୍ୟପାନ ଉଲ୍ଲେଖ ଯୋଗ୍ୟ ।<ref name=WHO2016/> ପରିଚିତ ଜେନେଟିକ ମ୍ୟୁଟେସନ ଯୋଗୁ କେତେକ ଅପସ୍ମାର ହୁଏ ।.<ref name="Longo 2012"/><ref name=Pand2011>{{Cite journal | last1 = Pandolfo | first1 = M. | title = Genetics of epilepsy. |journal = Semin Neurol | volume = 31 | issue = 5 | pages = 506–18 |date=Nov 2011 | doi = 10.1055/s-0031-1299789 | PMID = 22266888 }}</ref> ଏହି ରୋଗ ମସ୍ତିଷ୍କରେ ଅସାଧାରଣ ଓ ଅତ୍ୟଧିକ ସ୍ନାୟୁ ଉତ୍ତେଜନା ହେବା ଯୋଗୁ ଦେଖାଯାଏ ।<ref name="Fisher2005">{{cite journal| author = Fisher R, van Emde Boas W, Blume W, Elger C, Genton P, Lee P, Engel J| title = Epileptic seizures and epilepsy: definitions proposed by the International League Against Epilepsy (ILAE) and the International Bureau for Epilepsy (IBE)| journal = Epilepsia| volume = 46| issue = 4| pages = 470–2| year = 2005| pmid = 15816939| url = http://www.blackwell-synergy.com/doi/full/10.1111/j.0013-9580.2005.66104.x| doi = 10.1111/j.0013-9580.2005.66104.x}}</ref> ସମଲକ୍ଷଣ ବିଶିଷ୍ଟ ରୋଗ ଯଥା [[:en:cyncope(medicine)|ଅଚେତା]], [[ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ]] ବା [[ଇଲେକ୍ଟ୍ରୋଲାଇଟ]] ସମସ୍ୟାର ଉପସ୍ଥିତି ନିମନ୍ତେ ପରୀକ୍ଷା କରି ଦୂର କରାଯାଏ ।<!--<ref name="Longo 2012"> --> ଆଂଶିକ ଭାବରେ ଏହା [[ନିଉରୋଇମେଜିଙ୍ଗ|ମସ୍ତିଷ୍କ ଇମେଜିଙ୍ଗ]] ରକ୍ତ ପରୀକ୍ଷା କରି ଚିହ୍ନଟ କରାଯାଏ ।<!--<ref name="Longo 2012"/> --> ଏହି ରୋଗ [[ଇଲେକ୍ଟ୍ରୋଏନସେଫାଲୋଗ୍ରାମ]] (ଇଇଜି) କରି ନିଧାର୍ଯ୍ୟ କରାଯାଏ କିନ୍ତୁ ସାଧାରଣ ପରୀକ୍ଷାଦ୍ୱାରା ଏହାର ଅନୁପସ୍ଥିତି ଜଣାଯାଏ ନାହିଁ ।<ref name="Longo 2012">{{cite book |last1=Longo |first1=Dan L |title=Harrison's principles of internal medicine |year=2012 |publisher=McGraw-Hill |isbn=978-0-07-174887-2 |page=3258 |edition=18th|chapter=369 Seizures and Epilepsy}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
ଜଣାଶୁଣା କାରଣରୁ ହେଉଥିବା ଅପସ୍ମାର ପ୍ରତିରୋଧ କରିହୁଏ ।<ref name=WHO2016/> ପ୍ରାୟ ୭୦% କେଶ୍‌ରେ ଔଷଧଦ୍ୱାରା ବାତ ନିୟନ୍ତ୍ରଣ କରିହୁଏ ।<ref name=Ead2012>{{cite journal|last=Eadie|first=MJ|title=Shortcomings in the current treatment of epilepsy.|journal=Expert Review of Neurotherapeutics|date=December 2012|volume=12|issue=12|pages=1419–27|pmid=23237349|doi=10.1586/ern.12.129}}</ref> ଶସ୍ତା ଔଷଧ ମଧ୍ୟ ଉପଲବ୍‌‌ଧ ଅଛି ।<ref name=WHO2016/> ଔଷଧ କାମ ନ କଲେ [[ଅପରେଶନ]], [[ନିଉରୋସ୍ଟିମୁଲେସନ]], ବା ଖାଦ୍ୟ ପରିବର୍ତ୍ତନ କରାଯାଏ ।<ref name=Bergey2013>{{cite journal|last=Bergey|first=GK|title=Neurostimulation in the treatment of epilepsy.|journal=Experimental neurology|date=June 2013|volume=244|pages=87–95|pmid=23583414|doi=10.1016/j.expneurol.2013.04.004}}</ref><ref name=Levy2012>{{cite journal|last=Levy|first=RG|author2=Cooper, PN |author3=Giri, P |title=Ketogenic diet and other dietary treatments for epilepsy.|journal=The Cochrane database of systematic reviews|date=14 March 2012|volume=3|pages=CD001903|pmid=22419282|url=http://www.ncbi.nlm.nih.gov/pubmedhealth/PMH0011258/|doi=10.1002/14651858.CD001903.pub2}}</ref> ସବୁ ଅପସ୍ମାର ଜୀବନବ୍ୟାପୀ ନୁହେଁ; କେତେକ ରୋଗୀ ଏତେ ଉନ୍ନତି କରନ୍ତି ଯେ ତାଙ୍କର ଆଉ ଔଷଧ ଆବଶ୍ୟକ ହୁଏ ନାହିଁ ।<ref name=WHO2016/>
 
<!-- ରୋଗାନୁଶୀଳନ -->
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି