"ନିନା ଗୁପ୍ତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Neena Gupta}}
{{Infobox person
| name = ନିନା ଗୁପ୍ତା
Line ୧୧ ⟶ ୧୨:
| partner = [[Viv Richards]] (?–1989)
| children = [[Masaba Gupta]]
}}
}}'''ନିନା ଗୁପ୍ତା ''' (ଜନ୍ମ ୪ ଜୁଲାଇ ୧୦୫୯)  ଭାରତୀୟ ଫିଲ୍ମ ତଥା ଟିଭି କଳାକାର ଓ ନିର୍ମାତା ଓ ନିର୍ଦେଶିକା । ସେ ୧୯୯୪ ମସିହାରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତାଙ୍କ ଫିଲ୍ମରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲରେ ଅଭିନୟ ସହ ରିଆଲିଟି ଶୋରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । <ref>[http://www.hindu.com/thehindu/fr/2005/12/16/stories/2005121603280400.htm Bold and dutiful] MALA KUMAR, [//en.wikipedia.org/wiki/The_Hindu The Hindu], 16 December 2005.</ref>
 
}}'''ନିନା ଗୁପ୍ତା ''' (ଜନ୍ମ: ୪ ଜୁଲାଇ ୧୦୫୯) ଜଣେ ଭାରତୀୟ ଫିଲ୍ମ ତଥା ଟିଭିଦୂରଦର୍ଶନ କଳାକାର ଓ ନିର୍ମାତା ଓ ନିର୍ଦେଶିକାଅଭିନେତ୍ରୀ । ସେ ୧୯୯୪ ମସିହାରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତାଙ୍କ ଫିଲ୍ମରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲରେ ଅଭିନୟ ସହ ରିଆଲିଟି ଶୋରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । <ref>[http://www.hindu.com/thehindu/fr/2005/12/16/stories/2005121603280400.htm Bold and dutiful] MALA KUMAR, [//en.wikipedia.org/wiki/The_Hindu The Hindu], 16 December 2005.</ref>
== ପ୍ରାର୍ଥମିକ ଜୀବନୀ ଓ କାର୍ଯ୍ୟ ==
 
ନିନ ଗୁପ୍ତା ନୂଆ ଦିଲ୍ଲୀ ସହରରେ ଜନ୍ମ ଗ୍ରହଣ କରି ଲରେନ୍ସ ସ୍କୁଲରେ ସିକ୍ଷ୍ୟା ଲାଭ କରିଥିଲେ । ସେ ସଂସ୍କୃତ ବିଷୟରେ ସ୍ନାତକୋତ୍ତର ସହ M. Phil ମଧ୍ୟ କରିଥିଲେ । 
== ପ୍ରାର୍ଥମିକପ୍ରାଥମିକ ଜୀବନୀ ଓ କାର୍ଯ୍ୟ ==
ନିନନିନା ଗୁପ୍ତା ନୂଆ ଦିଲ୍ଲୀ ସହରରେ ଜନ୍ମ ଗ୍ରହଣ କରି ଲରେନ୍ସ ସ୍କୁଲରେ ସିକ୍ଷ୍ୟାଶିକ୍ଷା ଲାଭ କରିଥିଲେ । ସେ ସଂସ୍କୃତ ବିଷୟରେସଂସ୍କୃତରେ ସ୍ନାତକୋତ୍ତର ସହ Mଏମ୍. Philଫିଲ୍ ମଧ୍ୟ କରିଥିଲେକରିଛନ୍ତି 
- 
== ଭାରତୀୟ ଫିଲ୍ମ ==
ନିନା ଖଳନାୟକ , ଯୁନୁନ , ସାଥ ସାଥ , ଯେ ନଜଦିକିୟାନ , ମାଣ୍ଡୀ , ଶ୍ରୀମାନ ଶ୍ରୀମତୀ ,  ନଜର , ଶାନ ଆଦି ଅନେକ ବ୍ଯବସାୟିକ ଫିଲ୍ମରେ ସହ ଅଭିନେତ୍ରୀ ଭାବରେ କାର୍ଯ୍ୟ କରି ଲୋକପ୍ରିୟ ହେଇଥିଲେ । ଏହା ସହ ସେ ଅନେକ ସମାନ୍ତରାଳ ଫିଲ୍ମରେ ଅଭିନୟ କରିଥିଲେ । 
 
== ଆନ୍ତର୍ଜାତିକ ଫିଲ୍ମ ==
ନିନା ୧୯୮୨ ମସିହା ନିର୍ମିତ "ଗାନ୍ଧୀ ", ହଲିବୁଡ ନିର୍ମାତା ମାର୍ଚଣ୍ଟ ଆଇଭୋରୀଙ୍କ ଫିଲ୍ମ " The Deceivers" ,(୧୯୮୮)  " ମିର୍ଜା ଘାଲିବ ( ୧୯୮୯ ), " The Custody" (୧୯୯୩) ଓ " Cotton Mary " ( ୧୯୯୯)ରେ ଅଭିନୟ କରିଥିଲେ ।