Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

2409:4062:3:8567:E95F:BE46:9ED5:7442 (ଆଲୋଚନାଅବଦାନ)

ଦେବସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଲେଖାଯାଇଛି କି ବର୍ଷତମାମ ଅପବ୍ୟବହୃତ କୂପରୁ ପାଣି ଅଣାଯାଏ। ଏହା ଅପବ୍ୟବହୃତ ବଦଳରେ ଅବ୍ୟବହୃତ ଲେଖାଯିବା ଉଚିତ । ଅପବ୍ୟବହୃତ ଶବ୍ଦ ଅତ୍ୟନ୍ତ ନକାରାତ୍ମକ ଅର୍ଥ'ସୂଚକ ଯାହାର ଆକ୍ଷରିକ ଅର୍ଥ ଦୁରୁପଯୋଗ।

Hpsatapathy (ଆଲୋଚନାଅବଦାନ)

ଏଠାରେ ଅବ୍ୟବହୃତ ହିଁ ସଠିକ ଶବ୍ଦ ।````

Hpsatapathy (ଆଲୋଚନାଅବଦାନ)

ଏଠାରେ ଅବ୍ୟବହୃତ ହିଁ ସଠିକ ଶବ୍ଦ ।````

Hpsatapathy (ଆଲୋଚନାଅବଦାନ)

ଏଠାରେ ଅବ୍ୟବହୃତ ହିଁ ସଠିକ ଶବ୍ଦ ।````