"ଚଣ୍ଡୁଳ ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Oriental Skylark}} {{Speciesbox | image = Oriental Skylark by David Raju (cropped).jpg | image_caption = ଭ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୨୩ କ ଧାଡ଼ି:
 
=== ଉପପ୍ରଜାତି ===
ଚଣ୍ଡୁଳର ବିଭିନ୍ନ ପ୍ରକାରର ୧୩ଟି ଉପପ୍ରଜାତି ଚିହ୍ନଟ କରାଯାଇଛି :<ref>{{Cite journal|title=IOC World Bird List 6.4|url=http://www.worldbirdnames.org/ioc-lists/crossref|journal=IOC World Bird List Datasets|doi=10.14344/ioc.ml.6.4|doi-access=free}}</ref>
 
* '''କାଶ୍ମୀରୀ ଚଣ୍ଡୁଳ''' (''A. g. lhamarum'') - <small>ରିଖାର୍ଡ୍ ମାଇନେର୍ଟଜ୍‍ହାଗେନ୍ ଓ ଆନ୍ନି ମାଇନେର୍ଟଜ୍‍ହାଗେନ୍, ୧୯୨୬</small>: ଏମାନେ ପାମିର ମାଳଭୂମି ଓ ପଶ୍ଚିମ [[ହିମାଳୟ|ହିମାଳୟରେ]] ଦେଖାଯାନ୍ତି