"ରାଜବଣି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
"{{ଛୋଟ|Brahminy starling}} {{Speciesbox | image = Brahminy starling (Sturnia pagodarum) male.jpg | image_caption =..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
ଟିକେNo edit summary |
||
୩୨ କ ଧାଡ଼ି:
ରାଜବଣି ସର୍ବଭକ୍ଷୀ ଓ ଏମାନେ ଫଳ ସହ କୀଟପତଙ୍ଗମାନଙ୍କୁ ମଧ୍ୟ ଆହରଣ କରିଥାନ୍ତି । ଅନ୍ୟ ମେରୁଦଣ୍ଡୀ ପ୍ରାଣୀଙ୍କ ପାଇଁ ବିଷାକ୍ତ ପ୍ରଭାବ ପକାଉଥିବା [[କନିଅର]] ଗଛର ଫଳକୁ ମଧ୍ୟ ରାଜବଣିମାନେ ଖାଇବା ଦେଖାଯାଇଛି ।<ref>{{cite journal|author=Raj, PJ Sanjeeva|year=1963|title=Additions to the list of birds eating the fruit of Yellow Oleander (''Thevetia neriifolia'' ).|url=https://biodiversitylibrary.org/page/48053644|journal=J. Bombay Nat. Hist. Soc.|volume=60|issue=2|pages=457–458}}</ref> ପାଉଁଶମୁଣ୍ଡି ବଣି ପରି ରାଜବଣି ଅଧିକାଂଶ ସମୟ ଗଛଡାଳରେ ଅତିବାହିତ କରିବା ପରିଲକ୍ଷିତ ହୁଏନାହିଁ । ରାଜବଣିମାନେ ଅନ୍ୟ [[ବଣି]] ପ୍ରଜାତିଙ୍କ ସହ ମିଶି ଏକ ଛୋଟ ଦଳ ଗଠନ କରି ତୃଣମୟ ଭୂମିରେ ଆହାର ସନ୍ଧାନରେ ବୁଲୁଥିବା ମଧ୍ୟ ଦେଖାଯାଏ । ରାଜବଣିମାନେ ଚରୁଥିବା ଗାଈଗୋରୁଙ୍କ ସହିତ ବୁଲି ଆହାର ଖାଇବା ମଧ୍ୟ ଦେଖାଯାଏ । ରାଜବଣି ଶିମିଳି, [[ପଳାଶ]], ପାଳଧୁଆ ଗଛର ଫୁଲରୁ ମହୁ ଖାଇବା ମଧ୍ୟ ଦେଖାଯାଇଛି । ପତ୍ରପୂର୍ଣ୍ଣ ଗଛଡାଳରେ ଅନ୍ୟ [[ବଣି]] ଓ [[ଶୁଆ]] ପକ୍ଷୀମାନଙ୍କ ମେଳରେ ବସି ଏମାନେ ରାତ୍ରଶୟନ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ ।<ref name="hbk">{{cite book|title=Handbook of the Birds of India and Pakistan. Volume 5|author1=Ali, S|author2=SD Ripley|publisher=Oxford University Press|year=1986|edition=2nd|pages=160–162|lastauthoramp=yes}}</ref>
ଗଛ କୋରଡ଼ କିମ୍ଵା କୌଣସି ଅପ୍ରାକୃତିକ ଖୋଲରେ ଏମାନେ ନିଜର ବସା ବାନ୍ଧନ୍ତି ।<ref name="pcr" /><ref>{{cite journal|author=Sharma, Satish Kumar|year=1996|title=Nesting in anchor-pipe by Brahminy Myna, ''Sturnus pagodarum'' (Gmelin)|url=https://biodiversitylibrary.org/page/48603339|journal=J. Bombay Nat. Hist. Soc.|volume=93|issue=1|page=91}}</ref> ମାର୍ଚ୍ଚ ମାସରୁ ସେପ୍ଟେମ୍ଵର ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ; କିନ୍ତୁ ସ୍ଥାନାନୁସାରେ ଏଥିରେ ପରିବର୍ତ୍ତନ ଦେଖାଦେଇପାରେ । ଦକ୍ଷିଣ ଭାରତୀୟ ରାଜବଣିଙ୍କ ପ୍ରଜନନ ସମୟ ଅନ୍ୟ ଅଞ୍ଚଳର ରାଜବଣିଙ୍କ ଅପେକ୍ଷା ଶୀଘ୍ର ଆରମ୍ଭ ହୁଏ । ଏହି ସମୟରେ ଅନେକ ଗଛରେ ଫଳ ଲାଗେ ଓ ମୌସୁମୀ ବର୍ଷା ଆରମ୍ଭ ସମୟରେ ଶାବକମାନେ ଜନ୍ମ ଲାଭ କରନ୍ତି । ମୁଖ୍ୟତଃ ଅଣ୍ଡିରା ପକ୍ଷୀମାନେ ବସା ଖୋଜନ୍ତି ଓ କୋରଡ଼ବାସୀ
== ବର୍ଗୀକରଣ ==
|