"ନିକୋଲାସ୍‌ କୋପର୍‌ନିକସ୍‌" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (ଅଦରକାରୀ ଛାଞ୍ଚ ହଟାଗଲା using AWB)
ଟିକେNo edit summary
 
[[ଫାଇଲ:Nikolaus Kopernikus.jpg|200px|right|thumb|ନିକୋଲାସ୍‌ କୋପର୍‌ନିକସ୍‌୧୫୮୦ ଚିତ୍ରପଟ]]
[[ଫାଇଲ:CopernicusHouse.jpg|thumb|200px|left|right|କୋପର୍‌ନିକସ୍‌ଙ୍କ ଜନ୍ମସ୍ଥାନ]]
 
ନିକୋଲାସ୍‌ କୋପର୍‌ନିକସ୍‌ (୧୯ ଫେବ୍ରୁୟାରୀ ୧୪୭୩ - ୨୪ ମଈ ୧୫୪୩) ହେଉଛନ୍ତି ଜଣେ ଜ୍ୟୋତିର୍ବିଜ୍ଞାନୀ । ସୂର୍ଯ୍ୟ ଓ ପୃଥିବୀ ବିଷୟରେ ତାଙ୍କର ମତବାଦ ଖୁବ୍‌ ଜଣାଶୁଣା । ସେ କହିଥିଲେ ଯେ ବିଶ୍ୱ ହେଉଛି ସୌରକୈନ୍ଦ୍ରିକ । ଅର୍ଥାତ୍‌, ସୌରମଣ୍ଡଳର କେନ୍ଦ୍ରରେ ସୂର୍ଯ୍ୟ ଓ ଚାରିପାଖରେ ଗ୍ରହମାନେ ଅଛନ୍ତି । ଏହା ସେ ତାଙ୍କର ଗୋଟିଏ ବହିରେ ପ୍ରକାଶ କରିଥିଲେ ।
୫,୬୧୭

ଗୋଟି ସମ୍ପାଦନା