"ବୈଦ୍ୟନାଥ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେNo edit summary
୪୭ କ ଧାଡ଼ି:
 
== ବାଲ୍ୟଜୀବନ ଓ ଶିକ୍ଷା ==
ବୈଦ୍ୟନାଥ, ୧୯୨୦ ମସିହାରେ [[ଖୋର୍ଦ୍ଧା ଜିଲ୍ଲା]]ର [[ବୋଲଗଡ଼]] ପଞ୍ଚାୟତ ସମିତି ଅନ୍ତର୍ଗତ ଦିବ୍ୟସିଂହପୁର ଶାସନରେ ଏକ ପୂଜାରୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମହାଦେବ ମିଶ୍ର ଓ ମାତାଙ୍କ ନାମ ମାଣିକ ଦେବୀ । ପରିବାରର ଆର୍ଥିକ ଅନାଟନ ଯୋଗୁ ତାଙ୍କ ପିଲାଦିନା ସଂଘର୍ଷମୟ ଥିଲା । ନିଜେ ଗୋବର ଗୋଟେଇ ଘର ପାଇଁ ଜାଳେଣି ଯୋଗାଡ଼ କରୁଥିଲେ । ସ୍କୁଲ ହତା ଓଳାଇ ଟ୍ୟୁସନ ଖର୍ଚ୍ଚ ଭରଣା କରୁଥିଲେ । ଅଗରପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ, ସେ [[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍‌ସା କଲେଜରୁ]] [[ଅର୍ଥନୀତି]]<nowiki/>ରେ ସ୍ନାତକ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ୧୯୫୨ ମସିହାରେ ସେ [[ଯୁକ୍ତରାଷ୍ଟ୍ର ଆମେରିକା|ଆମେରିକା]]<nowiki/>ର ହ୍ୱାଟନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏ.ଏମ୍ ଡିଗ୍ରି ଓ ପରବର୍ତ୍ତୀ ସମୟରେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ ପିଏଚ୍‌ଡି ହାସଲ କରିଥିଲେ ।<ref>{{cite web |title=ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ |url=http://sambad.in/state/prof-baidyanath-mishra-passes-away-2-357811/ |website=/sambad.in |publisher=ସମ୍ବାଦ |accessdate=9 May 2019}}</ref> ୧୯୫୨ରେ ଆମେରିକାରୁ ଫେରିବା ସମୟରେ, ସେ [[ଇଂଲଣ୍ଡ|ଇଂଲଣ୍ଡରେ]] ୨/୩ ମାସ ରହି [[ୟୁରୋପ ମହାଦେଶ]]ର କିଛି ଦେଶକୁ ରେଳଯାତ୍ରାରେ ଯାଇଥିଲେ । ସେହି ସବୁ ଭ୍ରମଣ ଅନୁଭୁତିକୁ ନେଇ, ସେ ଏକ ଭ୍ରମଣ ପୁସ୍ତକ ମଧ୍ୟ ରଚନା କରିଥିଲେ ।
 
== ବୃତ୍ତିଗତ ଜୀବନ ==
୬୩ କ ଧାଡ଼ି:
* ଷ୍ଟ୍ରକଚରାଲ ଚେଞ୍ଜ
* ଗ୍ରୋଥ ଆଣ୍ଡ ଗଭର୍ନାନ୍ସ
* ରାମରାଜ୍ୟରେ ଅଶାନ୍ତି
ଏତଦ ଭିନ୍ନ ତାଙ୍କର ଇଂରାଜୀରେ ୧୬ଟି, ଓଡ଼ିଆରେ ୨୦ଟି, ୬୦ଟି ଗବେଷଣାଧର୍ମୀ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ତାଙ୍କ ଅଧିନରେ ୨୫ଜଣ ଗବେଷକ ପିଏଚଡ଼ି ହାସଲ କରିଥିଲେ ।<ref>{{cite news |title=ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦନାଥ ମିଶ୍ରଙ୍କ ପରଲୋକ |url=http://sambadepaper.com/Details.aspx?id=606047&boxid=24325204 |accessdate=9 May 2019 |issue=ସମ୍ବାଦ ୦୯/୦୫/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩}}</ref>
* ଚନ୍ଦ୍ରଲୋକରେ ଚହଳ
* ଆଧୁନିକ ସଭ୍ୟତାର ଯନ୍ତ୍ରଣା
* ସାମାଜିକ ମୁଲ୍ୟବୋଧ<ref>{{cite news |title=ଲେଖାଲେଖିରେ ଆନନ୍ଦ ମିଳେ |url=https://sambadepaper.com/epaper/1/71/2020-05-23/1 |accessdate=23 May 2020 |issue=ସମ୍ବାଦ ୨୩/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୯ |publisher=ସମ୍ବାଦ |archiveurl=http://web.archive.org/save/https://sambadepaper.com/epaper/1/71/2020-05-23/1 |archivedate=23 May 2020}}</ref>
 
ଏତଦ ଭିନ୍ନ ତାଙ୍କର ଇଂରାଜୀରେ ୧୬ଟି, ଓଡ଼ିଆରେ ୨୦ଟି, ୬୦ଟି ଗବେଷଣାଧର୍ମୀ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ତାଙ୍କ ଅଧିନରେ ୨୫ଜଣ ଗବେଷକ ପିଏଚଡ଼ି ହାସଲ କରିଥିଲେ ।<ref>{{cite news |title=ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦନାଥ ମିଶ୍ରଙ୍କ ପରଲୋକ |url=http://sambadepaper.com/Details.aspx?id=606047&boxid=24325204 |accessdate=9 May 2019 |issue=ସମ୍ବାଦ ୦୯/୦୫/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩}}</ref>
 
== ଆଧାର ==