"ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox Book
| name = ପୂର୍ଣଚନ୍ଦ୍ରପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
| title_orig =
| translator =
୨୩ କ ଧାଡ଼ି:
| followed_by =
}}
'''ପୂର୍ଣଚନ୍ଦ୍ରପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ''' ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର [[ଓଡ଼ିଆ ଭାଷା|ଓଡ଼ିଆ]] [[ଭାଷାକୋଷ]] ଯାହା ମୁଖ୍ୟତଃ [[ଗୋପାଳ ଚନ୍ଦ୍ର ପ୍ରହରାଜ]] (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।<ref>http://www.orissadiary.com/personality/writer/GOPAL%20CHANDRA%20PRAHARAJ%20.asp</ref>
 
ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖରଚ ମଧ୍ୟ ବହନ କରିଥିଲେ ।
 
==ବିଶେଷତା==
ପୂର୍ଣଚନ୍ଦ୍ରପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ [[ଓଡ଼ିଆ ଭାଷା]]ର ୧,୮୫,୦୦୦ ଟି ଶବ୍ଦରେ ଭରା । ଏଥିରେ ଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଅର୍ଥ ମଧ୍ୟ ଅଛି । ତାହା ସହିତ ନାନାଦି ବର୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣନା ସହ ଦେଖିବାକୁ ମିଳିଥାଏ ।<ref>http://www.srujanika.org/dictionary.php?dictid=1</ref>
 
==ଇ-ଭାଷାକୋଷ==