"କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୧୨ କ ଧାଡ଼ି:
ଏହାର ବହିଃ ପରିସୀମାକୁ ନେତ୍ରଭିତ୍ତି (Eye Wall) କୁହାଯାଏ, ଯାହା କ୍ରମେ ବାହାରକୁ ବିସ୍ତୃତ ହୁଏ । ଏହିପ୍ରକାର ବିସ୍ତୃତି ଫଳରେ ଘୂର୍ଣ୍ଣିବାତ୍ୟା କେନ୍ଦ୍ରଟି ଫୁଟବଲ ପଡ଼ିଆ ପରି ଦେଖାଯାଏ, ଏଣୁ ଏହି ବିସ୍ତୃତି ପ୍ରକ୍ରିୟାକୁ ଷ୍ଟାଡିଅମ ଇଫେକ୍ଟ ([[:en:Eye (cyclone)#Stadium effect|Stadium Effect]]) କୁହାଯାଏ ।<ref>{{cite web |title=ଏସୀୟ ମହାଦେଶରେ ଘଟିତ ଘୂର୍ଣ୍ଣିବାତ୍ୟା ଉପରେ ବିଶ୍ଳେଷଣ |url=https://digital.library.unt.edu/ark:/67531/metadc793439/}}</ref>
=== ପବନ କ୍ଷେତ୍ର ===
କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ବିଶେଷତ୍ୱ ହେଉଛି, ଏଥିରେ ସ୍ଥଳଭାଗ ନିକଟରେ ଥିବା ବାୟୁ ତୀବ୍ର ବେଗରେ ଘୁରି କେନ୍ଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ବାତ୍ୟାର ବାହାର ପାର୍ଶ୍ୱ ସମ୍ପୂର୍ଣ୍ଣ ଶାନ୍ତ ଥାଏ, ଯଦିଓ ପୃଥିବୀର ଆବର୍ତ୍ତନ ହେତୁ ଏହାର କୋୖଣିକ ସଂବେଗ ([[:en:Absolute angular momentum|Angular momentum]]) କିଛି ରହିଥାଏ । ଯେତେବେଳେ ପବନ କେନ୍ଦ୍ର ଆଡ଼କୁ ପ୍ରବାହିତ ହେବାକୁ ଆରମ୍ଭ କରେ, କୋୖଣିକ ସଂବେଗର ସନ୍ତୁଳନ ପାଇଁ ଏହା ଚକ୍ରାକାରରେ ବୁଲିବାକୁ ଲାଗେ ।<ref>{{cite web |title=ଘୂର୍ଣ୍ଣିବାତ୍ୟା ସମ୍ୱନ୍ଧୀୟସମ୍ବନ୍ଧୀୟ କେତେକ ସଂଜ୍ଞା |url=https://www.nhc.noaa.gov/aboutgloss.shtml}}</ref>
=== ଆକାର ===
{| class="wikitable" style="float:right;font-size:92%;margin:1em 0 1em 1em"