"ପାଇ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୨୧ କ ଧାଡ଼ି:
 
== ଇତିହାସ ==
ସରକାରୀ ସୂତ୍ର ଅନୁସାରେ ମିଳୁଥିବା ତଥ୍ୟ ଅନୁଯାୟୀ ସର୍ବପ୍ରଥମ ଜଣାଶୁଣା ପାଇ ଉତ୍ସବ ୧୯୪୯ ମସିହାରେ ସାନ ଫ୍ରାନ୍ସିସ୍କୋସ୍ଥ ଏକ ଏକ୍ସୋରାଟୋରିୟମରେ( ବିଜ୍ଞାନ ମ୍ୟୁଜିୟମ) ଲ୍ୟାରି ଶଙ୍କଦ୍ଵାରାଶଙ୍କଦ୍ୱାରା ଆୟୋଜିତ ହୋଇଥିଲା, ଯେଉଁଠାରେ କି ଶ ଜଣେ ପଦାର୍ଥ ବିଜ୍ଞାନୀ ଭାବରେ କାର୍ଯ୍ୟ କରିଥିଲେ ।
 
ମାର୍ଚ୍ଚ ୧୨, ୨୦୦୯ରେ, ଆମେରିକା ଲୋକ ସଭାରେ ଏକ ଅଣ-ବାଧ୍ୟତାମୂଳକ ସଂକଳ୍ପ (111 H. Res। 224) ପାରିତ ହେଲା ୟେଉଁଥିରେ କି ମାର୍ଚ୍ଚ ୧୪, ୨୦୦୯କୁ ଜାତୀୟ ପାଇ ଦିବସ ଭାବରେ ମାନ୍ୟତା ଦିଆଗଲା । ପାଇ ଦିବସ ୨୦୧୦ ପାଇଁ, ଗୁଗୁଲ ଏକ ଗୁଗୁଲ୍ ଡୁଡଲ୍ ଉପସ୍ଥାପନ କରିଥିଲା ଯେଉଁଥିରେ ଗୁଗୁଲ ସର୍କଲ ଏବଂ ପାଇ ପ୍ରତୀକଗୁଡ଼ିକର ଚିତ୍ର ଉପରେ ରଖିଥିଲା ।
"https://or.wikipedia.org/wiki/ପାଇ_ଦିବସ"ରୁ ଅଣାଯାଇଅଛି