"ରିତେଶ ଅଗ୍ରୱାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୭ କ ଧାଡ଼ି:
ରିତେଶ ଅଗ୍ରୱାଲ ହେଉଛନ୍ତି ଜଣେ ଭାରତୀୟ ଶିଳ୍ପଦ୍ୟୋଗୀ ଏବଂ ଓୟୋ କମ୍ପାନୀର ପ୍ରତିଷ୍ଠାତା ତଥା ମୁଖ୍ୟ ସଂସ୍ଥାପକ ।
== ବାଲ୍ୟ ଜୀବନ ଓ ଶିକ୍ଷା ==
ଅଗ୍ରୱାଲ ଭାରତର ଓଡ଼ିଶା ରାଜ୍ୟର [[ବିଷମ କଟକ]] ଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଟିଟିଲାଗଡରେ ପାଳିତ ହୋଇଥିଲେ <ref name="businessinsider">{{cite web |title=Ritesh Agarwal: Interesting facts about oyo founder ritesh agarwal |url=https://www.businessinsider.in/interesting-facts-about-oyo-founder-ritesh-agarwal/articleshow/70417612.cms |website=Business Insider |accessdate=1 April 2020}}</ref>। ମାତ୍ର ୧୩ ବର୍ଷ ବୟସରେ ସେ ସିମ୍ କାର୍ଡ ବିକ୍ରୟ କରିବା ଆରମ୍ଭ କରିଥିଲେ । ଅଗ୍ରୱାଲ ସେଣ୍ଟ ଜନ୍ସ ସିନିୟର ମାଧ୍ୟମିକ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଲେଜ ଶିକ୍ଷା ପାଇଁ ୨୦୧୧ ରେ୨୦୧୧ରେ ଦିଲ୍ଲୀ ଯାଇଥିଲେ । କଲେଜ ଶିକ୍ଷା ସିନା ସମାପ୍ତ ହୋଇପାରିଲା ନାହିଁ ହେଲେ ସେ ୨୦୧୩ ରେ୨୦୧୩ରେ ପିଟର ଥାଇଲ୍ ଫେଲୋସିପ୍ ପାଇଁ ମନୋନୀତ ହୋଇଥିଲେ । ଏହାପରେ ତାଙ୍କ ଜୀବନର ଗତିପଥ ବଦଳିଯାଇଥଲା ।
 
== ବ୍ୟାବସାୟିକ ଜୀବନ ==
ଅଗ୍ରୱାଲ ତାଙ୍କ ଦିଲ୍ଲୀ ରହଣି ଵେଳେ ଅନୁଭବ କରିଥିଲେ ଯେ ଶସ୍ତା ଏବଂ ଭଲ ରହିବା ହୋଟେଲ ବା କୋଠରୀର ଭଲ ଚାହିଦା ରହିଛି । ଅତଏବ ଓରାଭେଲ୍ ଷ୍ଟେ ନାମକ ଏକ ପୋର୍ଟାଲ ମାଧ୍ୟମରେ କମ ଭଡ଼ାରେ ମିଳିପାରୁଥିବା ବଜେଟ୍ ହୋଟେଲ ବୁକିଂ ପାଇଁ ଏକ ବଜେଟ୍ ଆବାସ ପୋର୍ଟାଲ୍ ଆରମ୍ଭ କରିଥିଲେ <ref name="livemint">{{cite web |title='If you meet a 17- or 18-year-old entrepreneur, just invest in their firm' |url=https://www.livemint.com/companies/news/-if-you-meet-a-17-or-18-year-old-entrepreneur-just-invest-in-their-firm-1562613919475.html |website=Livemint |accessdate=1 April 2020 |language=en |date=9 July 2019}}</ref>। ସେପ୍ଟେମ୍ବର ୨୦୧୨ ରେ୨୦୧୨ରେ ଭେଞ୍ଚର ନର୍ସରୀ ଦ୍ୱ।ରା ପରିଚାଳିତ ତ୍ୱରାନ୍ୱିତକାରୀ କାର୍ଯ୍ୟକ୍ରମରେ ଏହା ଗ୍ରହଣ କରାଯାଇଥିଲା ଏବଂ ପରେ 100,000 ଡଲାର୍ ଅନୁଦାନ ପାଇ ୨୦୧୩ରେ ଥାଇଲ୍ ଫେଲୋସିପ୍ କାର୍ଯ୍ୟକ୍ରମର ବିଜେତାମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଲା । ପରେ ଏହି କମ୍ପାନୀ OYO ରୁମ୍ ଭାବରେ ମେ ୨୦୧୩ରେ ଆରମ୍ଭ କରାଯାଇଥିଲା । ସେପ୍ଟେମ୍ବର ୨୦୧୮ ସୁଦ୍ଧା କମ୍ପାନୀ ୧ ବିଲିୟନ ଡଲାର ସଂଗ୍ରହ କରିପାରିଥିଲା । ଜୁଲାଇ ୨୦୧୯ ରେ୨୦୧୯ରେ ରିପୋର୍ଟ ହୋଇଥିଲା ଯେ ଅଗ୍ରୱାଲ ତାଙ୍କ ଅଂଶଧନକୁ ତିନିଗୁଣ କରି କମ୍ପାନୀରେ ୨ ବିଲିୟନ ଡଲାର ଅଂଶଧନ କିଣିଛନ୍ତି । ହୁରୁନ୍ ରିଚ୍ ତାଲିକା ୨୦୨୦ ଅନୁଯାୟୀ ତାଙ୍କର ନିଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ 1.1 ବିଲିୟନ ଡ଼ଲାର୍ (ଭାରତୀୟ ମୁଦ୍ରା ୭୨୫୩ କୋଟି) ହେବ ବୋଲି ଆକଳନ କରାଯାଇଥିଲା । ସେ କିଲି ଜେନେରଙ୍କ ପରେ ଦୁନିଆର ସର୍ବକନିଷ୍ଠ କୋଟିପତି (ବିଲିୟନେୟାର) ଅଟନ୍ତି ।
 
== ଆଧାର ==