"କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୩ କ ଧାଡ଼ି:
 
ସାଧାରଣତଃ ଆନ୍ତରିକ ସ୍ଥାନ ଅପେକ୍ଷା ତଟବର୍ତ୍ତୀ ଅଞ୍ଚଳରେ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଅଧିକ ଅନୁଭୂତ ହୋଇଥାଏ । ଏହିପରି ସାମୁଦ୍ରିକ ଝଡ଼ର ପ୍ରମୁଖ ଉର୍ଜା କେନ୍ଦ୍ର ହେଉଛି ସମୁଦ୍ରର ଉଷ୍ମ ଜଳ । ଏଣୁ ଏଗୁଡ଼ିକ ସ୍ଥଳଭାଗ ଅପେକ୍ଷା ସମୁଦ୍ର ମଧ୍ୟରେ ତଥା ନିକଟରେ ଥିବା ସମୟରେ ଅଧିକ ପ୍ରଭାବଶାଳୀ ଥାନ୍ତି । ତଟଭାଗରେ ତୀବ୍ର ପବନ, ବର୍ଷା, ପବନ ଯୋଗୁ ଉଚ୍ଚ ସାମୁଦ୍ରିକ ତରଙ୍ଗ ଓ ଝଡ଼ ଏବଂ ଚକ୍ରବାତ ([[:en: Tornado|Tornado]]) ହେତୁ ଅନେକ କ୍ଷୟକ୍ଷତି ହୋଇଥାଏ । କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡ଼ିକ ନିକଟସ୍ଥ ବିସ୍ତୃତ ଅଞ୍ଚଳରୁ ଅଧିକ ପବନ ଆହରଣ କରି ଅତି ଗୁରୁତର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଯାନ୍ତି । ସେହି ଆକର୍ଷିତ ହୋଇଥିବା ବାୟୁରେ ଥିବା ଜଳ ଖୁବ ସ୍ୱଳ୍ପ ଜାଗା ମଧ୍ୟରେ କେନ୍ଦ୍ରୀଭୂତ ହୋଇଥାଏ ଏବଂ ନିରନ୍ତର ଭାବେ ସେଠାରେ ଥିବା ଆର୍ଦ୍ର ବାୟୁକୁ ନୂତନ ଆର୍ଦ୍ର ବାୟୁ ବିସ୍ଥାପିତ କରିଥାଏ, ଯଦ୍ଦ୍ୱାରା ପ୍ରବଳ ବର୍ଷା ଏବଂ ବନ୍ୟା ଘଟିଥାଏ ।</p>
ଯଦିଓ ଘୂର୍ଣ୍ଣିବାତ୍ୟାର ପ୍ରଭାବ ମନୁଷ୍ୟଙ୍କ ପାଇଁ ଭୟଙ୍କର, ଏହା [[ମରୁଡ଼ି]] ପରି ସ୍ଥିତିକୁ ଏଡ଼ାଇଥାଏ ।<ref>{{cite web |title=ଘୂର୍ଣ୍ଣିବାତ୍ୟା ଦ୍ୱାରାଘୂର୍ଣ୍ଣିବାତ୍ୟାଦ୍ୱାରା ମରୁଡ଼ିରୁ ପ୍ରତିକାର |url=https://www.nature.com/articles/499128c}}</ref> ଏହି ବାତ୍ୟା କ୍ରାନ୍ତୀୟ ଅଞ୍ଚଳରୁ ତାପ ନେଇ ଶୀତୋଷ୍ଣ ଅଞ୍ଚଳରେ ପହଞ୍ଚେଇଥାଏ, ଯାହାକି ଭୂମଣ୍ଡଳୀୟ ଜଳବାୟୁରେ ସାମଗ୍ରିକ ସନ୍ତୁଳନ ସ୍ଥାପନ କରିଥାଏ ।<ref>{{cite web |title=ଘୂର୍ଣ୍ଣିବାତ୍ୟା ଦ୍ୱାରାଘୂର୍ଣ୍ଣିବାତ୍ୟାଦ୍ୱାରା ପରିବେଶ ସନ୍ତୁଳନ |url=https://www.wtsp.com/article/weather/hurricane/natures-balance-how-hurricanes-help-to-keep-earths-global-temperatures-in-check/67-603438432}}</ref>
 
== ଭୌତିକ ସଂରଚନା ==
୩୬ କ ଧାଡ଼ି:
| ଅତି ଗୁରୁତର <ref name="JTWCsize">{{cite web|url=http://www.usno.navy.mil/JTWC/frequently-asked-questions-1#tcsize|title=କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ହାରାହାରି ଆକାର|year=2009|publisher=Joint Typhoon Warning Center}}</ref>
|}
ଆକାର ଘୂର୍ଣ୍ଣିବାତ୍ୟା ଦ୍ୱାରାଘୂର୍ଣ୍ଣିବାତ୍ୟାଦ୍ୱାରା ହେଉଥିବା କ୍ଷୟକ୍ଷତିର ମାପକ ସଦୃଶ । ବିଶାଳାକାରର ଘୂର୍ଣ୍ଣିବାତ୍ୟା ଅଧିକ ଅଞ୍ଚଳକୁ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ରାନ୍ତ କରିଥାଏ । ସ୍ଥଳଭାଗରେ ଅଧିକ ପବନ କ୍ଷେତ୍ର ରହିବା ହେତୁ, ଅଧିକ ପବନ ଆହରଣ କରିବାକୁ ସୁଯୋଗ ମିଳେ ଏବଂ ତୁଫାନର ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ ।<ref>{{cite web |title=ଘୂର୍ଣ୍ଣିବାତ୍ୟାର ଆକାରର ପ୍ରଭାବ |url=https://www.semanticscholar.org/paper/The-Influence-of-Storm-Size-on-Hurricane-Surge-Irish-Resio/f20124fb7a3f656368dbaf8afdb38dd4e48502e3}}</ref></p>
ଯଦି ୨ ଡିଗ୍ରୀ ଅକ୍ଷାଂଶରୁ କମ ତଥା ୨୨୦ କିଲୋମିଟର ମଧ୍ୟରେ ଆକାର ହୋଇଥାଏ, ତେବେ ଘୂର୍ଣ୍ଣିବାତ୍ୟାକୁ ଖୁବ ଛୋଟ ଆକାରର ବୋଲି ଗ୍ରହଣ କରାଯାଏ । ୩ରୁ ୬ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବିସ୍ତୃତ ଘୂର୍ଣ୍ଣିବାତ୍ୟାକୁ ମାଧ୍ୟମ ଶ୍ରେଣୀର ଗ୍ରହଣ କରାଯାଏ । ବିଶାଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡ଼ିକର ଆକାର ୮ ଡିଗ୍ରୀ ଅକ୍ଷାଂଶ ଅର୍ଥାତ ୮୮୮ କିଲୋମିଟରରୁ ଅଧିକ ହୋଇଥାଏ ।<ref name="JTWCsize">{{cite web|url=http://www.usno.navy.mil/JTWC/frequently-asked-questions-1#tcsize|title=କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ହାରାହାରି ଆକାର|year=2009|publisher=Joint Typhoon Warning Center}}</ref></P>
ଏହି ଉପାୟରେ ଲକ୍ଷ୍ୟ କରି ଦେଖା ଯାଇଛି ଯେ, ଉତ୍ତର-ପଶ୍ଚିମ [[ପ୍ରଶାନ୍ତ ମହାସାଗର]]ରେ ହେଉଥିବା କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ସବୁଠାରୁ ବଡ଼ ହୋଇଥାନ୍ତି ଏବଂ [[ଆଣ୍ଟଲାଟିକ ମହାସାଗର]]ରେ ହେଉଥିବା କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଆକାରାନୁସାରେ ସେମାଙ୍କର ଅର୍ଦ୍ଧେକ ହୋଇଥାନ୍ତି ।</p>
ଉଚ୍ଚତା ହିସାବରେ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା ବାୟୁମଣ୍ଡଳର ଟ୍ରପୋସ୍ପିୟର ସ୍ତର ତଥା ୧୫୦୦୦ ରୁ୧୫୦୦୦ରୁ ୧୮୦୦୦ କିଲୋମିଟର (୫୦,୦୦୦-୬୦,୦୦୦ ଫୁଟ) ପର୍ଯ୍ୟନ୍ତ ବିସ୍ତୃତ ହୋଇଥାନ୍ତି ।<ref>{{cite web |title=ବାତ୍ୟା ପ୍ରଭାବରେ ଟ୍ରପୋସ୍ପିୟରରେ ତାପମାତ୍ରାର ପରବର୍ତ୍ତନ ଏବଂ ଅଶାନ୍ତି |url=https://www.semanticscholar.org/paper/Temperatures-and-Turbulence-at-Tropopause-Levels-Waco/704d047f09b203b53ce8168a42a019a278c39b09}}</ref>
== ଗଠନ ==
===ସମୟ===