Content deleted Content added
ଟ୍ୟାଗ: MassMessage delivery
୪୦୪ କ ଧାଡ଼ି:
 
[[ବ୍ୟବହାରକାରୀ:Aliva Sahoo/ସୁନୀତା କୃଷ୍ଣନ]] ଲେଖାଟିକୁ ନଲିଭାଇ ଆପଣଙ୍କ ଇଉଜର ସ୍ପେସକୁ ଆଣିଲି। ପରେ ପୁଣି ଘୁଞ୍ଚେଇନେଇପାରିବା । କିଛି ଆଲୋଚନା କରିବାକୁ ଚାହୁଁଥିଲେ, ଲିଭାଇବାକୁ ମନୋନୀତ କରିଥିବା {{ping|Hellohappy}}ଭାଇ ଓ ଅନ୍ୟମାନଙ୍କ ସହ ଆଲୋଚନା କରିପାରିବେ । -- [[User:ansumang|<font color='#ff4f'>ଅଂଶୁମାନ</font>]] [[User talk:ansumang|<span title='ବାଡ଼ାନ୍ତୁ;)' style='cursor:crosshair;'><sup>ବାଡ଼େଇବେ!</sup></span>]] ୧୦:୫୭, ୧୫ ଡିସେମ୍ବର ୨୦୧୯ (IST)
 
:[[ବ୍ୟବହାରକାରୀ:Aliva Sahoo/ଅଭନିତା ବିର]] ଏହି ପ୍ରସଙ୍ଗରେ କିଛି ତଥ୍ୟ ଓ ଆଧାର ନଥିବାରୁ ଉଇଜର ସ୍ପେସକୁ ଆଣିଲି, ସଜାଡ଼ିବା ପରେ ମୁଖ୍ୟ ସ୍ପେସକୁ ନେବା । ଆଉ ଯଦି ଏମିତି ପ୍ରସଙ୍ଗ ତିଆରି ହୋଇଥାଏ ନିଜଦ୍ୱାରା ତେବେ ସେଥିରେ କିଛି ଲେଖା ଯୋଡ଼ି ଆଧାର ଯୋଡ଼ିବାକୁ ଅନୁରୋଧ ।
ଆଗରୁ ଶୁଣିଥିଲି, ପୁଣି ଆପଣ ଲେଖିଛନ୍ତି ଆପଣଙ୍କ ପ୍ରସଙ୍ଗ ଆଗରୁ ଲିଭାଇ ଦିଆଯାଇଛି ବୋଲି, ମୋ ନଜ଼ରକୁ ସେତେବେଳେ ଆସିନଥିଲା, ବହୁତ ପରେ ଜାଣିବାକୁ ପାଇଲି । ସେତେବେଳେ ଉଇକିପିଡ଼ିଆରେ କାହାସାଙ୍ଗରେ ଆଲୋଚନା ହୋଇଥିଲା କି, ଯଦି ହୋଇଥିଲା ସେଥିରେ କିଏ କିଏ ଭାଗ ନେଇଥିଲେ ଓ ପରିଚାଳକମାନଙ୍କ ଭିତରୁ କିଏ ଯଦି ଥିଲେ, ମୋତେ ଜଣାଇବାକୁ ଅନୁରୋଧ । ଏବେ କିଛି କରିନହେଲେବି ଜାଣିଥିଲେ ଆଗକୁ ସେହିଅନୁସାରେ ପଦକ୍ଷେପ ନେବାକୁ ସୁବିଧା ହେବ। ଏଠି ନଜଣାଇବାକୁ ଚାହୁଁଥିଲେ ମୋତେ ଇ-ମେଲ ansumang{{@}}gmail.com କରିବାକୁ ଅନୁରୋଧ ।
ଆଗରୁ ଲିଭାଇଯାଇଥିବା ପ୍ରସଙ୍ଗକୁ ଏବେବି ଫେରାଇଆଣି (ପୁନଃସ୍ଥାପନ) କରିହେବ, ଯଦି [https://xtools.wmflabs.org/pages/or.wikipedia.org/Aliva_Sahoo କୌଣସି ପ୍ରସଙ୍ଗ] ଭୁଲରେ ଲିଭାଯାଇଛି, ଜଣାଇବେ । -- [[User:ansumang|<font color='#ff4f'>ଅଂଶୁମାନ</font>]] [[User talk:ansumang|<span title='ବାଡ଼ାନ୍ତୁ;)' style='cursor:crosshair;'><sup>ବାଡ଼େଇବେ!</sup></span>]] ୨୦:୧୨, ୮ ମଇ ୨୦୨୦ (IST)
 
== [WikiConference India 2020] Conference & Event Grant proposal ==