Content deleted Content added
"{{ସ୍ୱାଗତ}} --~~~~ == ଆପଣ ଆରମ୍ଭ କରିଥିବା ନୂତନ ପ୍ରସଙ୍ଗ ==..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
 
୭ କ ଧାଡ଼ି:
# [[କୋଏନ୍ରାଡ୍ ଏଲଷ୍ଟ]]
ସେଗୁଡ଼ିକୁ ଆରମ୍ଭ କରି ଖୁବ କମ ସମୟରେ ଅନେକ ତଥ୍ୟର ଅନୁବାଦ କରିଥିବାରୁ ଧନ୍ୟବାଦ । ତେବେ ଆପଣ ବୋଧେ ଗୁଗଲ ଟ୍ରାନ୍ସଲେଟ ବ୍ୟବହାର କରି ଅନୁବାଦ କରୁଛନ୍ତି । ଅନୁବାଦ ପରେ କୌଣସି ସମ୍ପାଦନା ବିନା ଲେଖାସବୁ ଉଇକିପିଡ଼ିଆରେ ପୋଷ୍ଟ ହେବା ହେତୁ ଖୁବ ନିମ୍ନମାନର ଲେଖା ଏଠାରେ ରହିଛି । ଏଣୁ ସବୁଯାକ ଲେଖାରେ ସୁଧାରିବା ପାଇଁ ଛାଞ୍ଚ ପଡ଼ିଛି । ଦୟାକରି [[ଉଇକିପିଡ଼ିଆ:ନିୟମାବଳୀ]] ପଢ଼ି ସେହି ଅନୁସାରେ ଲେଖିବେ ଓ ଛାଞ୍ଚଗୁଡ଼ିକୁ କାଢ଼ିବେ ନାହିଁ । ଅନ୍ୟ ଅଭିଜ୍ଞ ସମ୍ପାଦକମାନେ ପରେ ଲେଖାର ମାନ ଉନ୍ନତ ହେଲେ ସେସବୁ କାଢ଼ିବେ । ଏକାଥରେ ଏକାଧିକ ପ୍ରସଙ୍ଗ ଆରମ୍ଭ କରିବାଠାରୁ ଗୋଟିଏ ପ୍ରସଙ୍ଗ ଭଲ ଭାବେ ଅନୁବାଦ କରିବା ବୋଧେ ବେଶୀ ଭଲ ହୋଇପାରେ । ଏ ତିନୋଟି ପ୍ରସଙ୍ଗର "ରଚନାବଳୀ" ବିଭାଗ ସିଧାସଳଖ କପିକରାଯାଇଛି ଯାହା ଫଳରେ ପ୍ରସଙ୍ଗଗୁଡ଼ିକ ଅସମତୁଲ । ଯେଉଁ ବିଭାଗଗୁଡ଼ିକ ଏହି ଭଳି ସିଧା କପିକରାଯାଇପାରିବ ତାକୁ ପଛକୁ ରଖି ପ୍ରଥମେ ମୁଖ୍ୟ ଭାଗର ଅନୁବାଦ ହୁଏତ ଭଲ ହେବ । ସେହି ଭଳି "ବାହାର ତଥ୍ୟ" ବିଭାଗରେ ଅନେକ ଅଦରକାରୀ ଲିଙ୍କ ରହିଛି । ତାହା ମୂଳରୁ କପି ନ କଲେ ଭଲ । --[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୧୨:୩୮, ୧୦ ମାର୍ଚ୍ଚ ୨୦୨୦ (IST)
 
*[[ବ୍ୟବହାରକାରୀ:Asfiwne/ସୀତା ରାମ ଗୋଏଲ]]
*[[ବ୍ୟବହାରକାରୀ:Asfiwne/ସୁଭାଷ କାକ]]
*[[ବ୍ୟବହାରକାରୀ:Asfiwne/ରାମ ସ୍ୱରୂପ]] ଓ
*[[ବ୍ୟବହାରକାରୀ:Asfiwne/କୋଏନ୍ରାଡ୍ ଏଲଷ୍ଟ]]
ଆପଣଙ୍କ ଲିଖିତ ପ୍ରସଙ୍ଗଗୁଡ଼ିକୁ ଆପଣଙ୍କ ଇଉଜର ସ୍ପେସକୁ ଆଣିଲି । ଅନୁବାଦ ସଜାଡ଼ି ଉନ୍ନତ କଲାପରେ, ମୁଖ୍ୟ ସ୍ପେସକୁ ନେବା । କିଛି ସାହାଯ୍ୟ ଦରକାର ହେଲେ ଜଣାଇବେ । ଧନ୍ୟବାଦ । -- [[User:ansumang|<font color='#ff4f'>ଅଂଶୁମାନ</font>]] [[User talk:ansumang|<span title='ବାଡ଼ାନ୍ତୁ;)' style='cursor:crosshair;'><sup>ବାଡ଼େଇବେ!</sup></span>]] ୧୮:୧୩, ୮ ମଇ ୨୦୨୦ (IST)