"ମିଆଁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Chinmayee Mishra ମ୍ୟାନମାର ପୃଷ୍ଠାଟି ମିଆଁମାରକୁ ଲେଉଟାଇଲେ: ସଠିକ ନାମ
Added introduction of Myanmar. The information has been translated from the English wiki page of Myanmar.
୩ କ ଧାଡ଼ି:
[[ଫାଇଲ:Myanmar in its region.svg|thumb|ମ୍ୟାନମାରର ଅବସ୍ଥିତି]]
 
'''ମ୍ୟାନମାର''' ଅଥବା (ବର୍ମା)ଏକ ଦକ୍ଷିଣ [[ଏସିଆ|ଏସିଆର]] ଦେଶ ଅଟେ। ମ୍ୟାନମାରର ଉତ୍ତର-ପଶ୍ଚିମରେ ଭାରତ ଓ ବଙ୍ଗଳାଦେଶ, ଉତ୍ତର-ପୂର୍ବରେ ଚୀନ, ପୂର୍ବ ଏବଂ ଦକ୍ଷିଣ-ପୂର୍ବରେ ଲାଓସ ଓ ଥାଇଲାଣ୍ଡ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ଆଣ୍ଡାମାନ ସାଗର ଏବଂ ବଙ୍ଗୋପ ସାଗର ଅବସ୍ଥିତ। ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ର ଗୁଡିକ ମଧ୍ୟରେ 676,578 ବର୍ଗ କିଲୋମିଟର (261,228 ବର୍ଗ ମାଇଲ) ବିଶିଷ୍ଟ ମ୍ୟାନମାରର କ୍ଷେତ୍ରଫଳ ସର୍ବାଧିକ। 2017 ଜନଗଣନା ଅନୁସାରେ ମ୍ୟାନମାରର ଜନସଂଖ୍ୟା ପାଖାପାଖି 5.4 କୋଟି ଥିଲା। ଏହାର ରାଜଧାନୀ ନେପ୍ୟୀଡ଼ ଓ ଏହାର ସବୁଠାରୁ ବଡ ସହର ୟାଙ୍ଗନ (ରେଙ୍ଗୁନ) ଅଟେ। 1997 ଠାରୁ ମ୍ୟାନମାର ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ର ସଂଘର (ଏସିଆନ) ଏକ ସଦସ୍ୟ ହୋଇଅଛି।
'''ମ୍ୟାନମାର''' ଅଥବା (ବର୍ମା)ଏକ ଦକ୍ଷିଣ [[ଏସିଆ|ଏସିଅ]] ଦେଶ ।
== ଇତିହାସ ==
== ଭୂଗୋଳ ==
"https://or.wikipedia.org/wiki/ମିଆଁମାର"ରୁ ଅଣାଯାଇଅଛି