"ଦୁର୍ଲଭ ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଅଧିକ ତଥ୍ୟ
୨ କ ଧାଡ଼ି:
{{Infobox person
| honorific_prefix =
| name = ଦୁର୍ଲଭ ଚନ୍ଦ୍ର ସିଂ
| honorific_suffix =
| image =
୩୩ କ ଧାଡ଼ି:
| denomination =
| relatives =
| parents = ଆନନ୍ଦ ଚନ୍ଦ୍ର ସିଂ
| spouse = ଲକ୍ଷ୍ମୀ ଦେବୀ
| children =
Line ୪୧ ⟶ ୪୨:
}}
 
'''ଦୁର୍ଲଭ ସିଂ''' ( ୧୨ ମାର୍ଚ୍ଚ ୧୯୧୭ - ୪ ମଇ ୨୦୧୦), ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।<ref>http://www.telegraphindia.com/1131222/jsp/frontpage/story_17707168.jsp#.Vg0HS30wDSg</ref> ସେଅଭିନୟ ୧୯୧୭ମସିହା ମାର୍ଚ୍ଚନୃତ୍ୟ ୧୨ତାରିଖରେପାଇଁ ପୁରୀ ଜିଲ୍ଲାରସେ [[ନିମାପଡ଼ା]]ଠାରେଗୁରୁ ଜନ୍ମଗ୍ରହଣକେଳୁଚରଣ କରିଥିଲେମହାପାତ୍ର ସମ୍ମାନ]] ସେ ଦଶକେନ୍ଦ୍ର ବର୍ଷସଙ୍ଗୀତ ବୟସରୁନାଟକ ମଞ୍ଚରେଏକାଡେମୀ ଅଭିନୟପୁରସ୍କାର ଆରମ୍ଭଆଦି କରିଥିଲେପୁରସ୍କାର । ଅଭିନେତ୍ରୀ ଲକ୍ଷ୍ମୀ ଦେବୀଙ୍କୁ ସେ ବିବାହ କରିଥିଲେପାଇଥିଲେ ତାଙ୍କର ୨ପୁଅ ଓ ୭ଝିଅ ।<ref>{{cite news|title=ମନେପଡେ - ୧୦|url=http://sambadepaper.com/Details.aspx?id=197601&boxid=195648682|accessdate=1 October 2015|newspaper=ସିନେ ସମ୍ବାଦ ୨୬/୦୯/୨୦୧୫ ପୃଷ୍ଠା ୪}}</ref>
 
== ବ୍ୟକ୍ତିଗତ ଜୀବନ ==
ଦୁର୍ଲଭ ୧୯୧୭ମସିହା ମାର୍ଚ୍ଚ ୧୨ତାରିଖରେ ପୁରୀ ଜିଲ୍ଲାର [[ନିମାପଡ଼ା]]ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆନନ୍ଦ ଚନ୍ଦ୍ର ସିଂ ଯାତ୍ରାଦଳରେ ଅଭିନୟ ଶିଖାଉଥିଲେ, ନୃତ୍ୟ ନିର୍ଦ୍ଦେଶନା ଦେଉଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ ବଜାଉଥିଲେ । 'ଓସ୍ତାତ' ଭାବରେ ସେ ପରିଚିତ ଥିଲେ । ବାପାଙ୍କ ପ୍ରଭାବରୁ, ଦୁର୍ଲଭ ଦଶ ବର୍ଷ ବୟସରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସ୍କୁଲ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ନଥିଲା । ପିତା ତାଙ୍କୁ ଅଭିନୟରେ ତାଲିମ ଦେଇଥିଲେ । ଅଭିନେତ୍ରୀ ଲକ୍ଷ୍ମୀ ଦେବୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ୨ପୁଅ ଓ ୭ଝିଅ ।<ref>{{cite news|title=ମନେପଡେ - ୧୦|url=http://sambadepaper.com/Details.aspx?id=197601&boxid=195648682|accessdate=1 October 2015|newspaper=ସିନେ ସମ୍ବାଦ ୨୬/୦୯/୨୦୧୫ ପୃଷ୍ଠା ୪}}</ref>
୨୦୧୦ମସିହା ମେ ୪ତାରିଖରେ, ଦୁର୍ଲଭ ସିଂଙ୍କର ପୁରୀଠାରେ ପରଲୋକ ଘଟିଥିଲା । <ref>http://www.odisha.com/20100504/fullstory/death.html</ref>
 
== ଅଭିନୟ ଜୀବନ ==
== ସମ୍ମାନ ଓ ପୁରସ୍କାର ==
୧୯୨୯ରେ, ଦୁର୍ଲଭ [[କାଳୀଚରଣ ପଟ୍ଟନାୟକ|କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ]] ରାସଦଳରେ ଯୋଗ ଦେଇଥିଲେ । ଏହି ରାସଦଳ, ପରବର୍ତ୍ତୀ ସମୟରେ "ଓଡ଼ିଶା ଥିଏଟର୍ସ" ନାମରେ ପରିଚିତ ହୋଇଥିଲା । ଏଠାରେ ତାଙ୍କର ଦକ୍ଷତାର ବିକାଶ ହୋଇଥିଲା । ଲକ୍ଷ୍ମୀ ଦେବୀଙ୍କୁ ବିବାହ କରିବା ପରେ, ସେ ଓଡ଼ିଶା ଥିଏଟର୍ସ ଛାଡି "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ସେ ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଅନ୍ନପୂର୍ଣ୍ଣା ଛାଡିବା ପରେ, ସେ ବେତାର ଓ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ନିଜର ଅଭିନୟ ଜୀବନର ଅନୁଭୁତିକୁ ପାଥେୟ କରି ସେ "ପଚାଶ ବର୍ଷର ଓଡ଼ିଶା ରଙ୍ଗମଞ୍ଚ" ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ ।<ref>{{cite news |title=ଆଜି ଶ୍ରାଦ୍ଧବାର୍ଷିକୀ |url=http://sambadepaper.com/epaper/1/71/2020-05-04/1 |accessdate=4 May 2020 |issue=ସମ୍ବାଦ ୦୪/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |publisher=ସମ୍ବାଦ |archiveurl=http://web.archive.org/save/http://sambadepaper.com/epaper/1/71/2020-05-04/1 |archivedate=04.05.2020}}</ref>
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] - ୧୯୯୯
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୫-୭୬<ref>http://odisha.gov.in/e-magazine/orissaannualreference/ORA-2011/pdf/104-108.pdf</ref>
 
=== ଅଭିନୀତ ଚଳଚ୍ଚିତ୍ର ===
* [[ନାରୀ (୧୯୬୩ର ଚଳଚ୍ଚିତ୍ର)]] - ୧୯୬୩
* [[ଗପ ହେଲେ ବି ସତ]] - ୧୯୭୬
* [[ମୁକ୍ତି (କଥାଚିତ୍ର)]] - ୧୯୭୬
* [[ଚିଲିକା ତୀରେ]] - ୧୯୭୭
== ସମ୍ମାନ ଓ ପୁରସ୍କାର ==
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] - ୧୯୯୯
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୫-୭୬<ref>http://odisha.gov.in/e-magazine/orissaannualreference/ORA-2011/pdf/104-108.pdf</ref>
 
== ଆଧାର ==